Shuru
Apke Nagar Ki App…
ବିଜେଡି ରୁ ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଲେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଧ୍ଯକ୍ଷା ଅଞ୍ଜଳୀ ଦାସ , ବ୍ଯକ୍ତିଗତ କାରଣ ରୁ ସେ ଦଳ ରୁ ଇସ୍ତଫା ଦେଇଥିବା କହିଛନ୍ତି,
Pradeep Jena 9090008815
ବିଜେଡି ରୁ ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଲେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଧ୍ଯକ୍ଷା ଅଞ୍ଜଳୀ ଦାସ , ବ୍ଯକ୍ତିଗତ କାରଣ ରୁ ସେ ଦଳ ରୁ ଇସ୍ତଫା ଦେଇଥିବା କହିଛନ୍ତି,
More news from ଓଡ଼ିଶା and nearby areas
- ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।1
- ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ1
- Post by MN.NEWS ODIA1
- Post by Ranjit baskey1
- ଧରାପଡ଼ିବେ_ଶିଶୁ_ଚାଲାଣ_ଦଲାଲ କେନ୍ଦ୍ରାପଡ଼ାରୁ କେରଳ ଶିଶୁ ଚାଲାଣ, ତିଆରି ହେଲା ସ୍ପେଶାଲ ଟାକ୍ସଫୋର୍ସ, ୪ ଜିଲ୍ଲାରେ ଚାଲିଛି ଅପରେସନ କ୍ଲିନ୍1
- ଭଦ୍ରକ : ଭଦ୍ରକର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ସେବା ଯୋଗାଣ କାରି ସଂସ୍ଥା, ମାକ୍ରୋୱେବ ଟେକ୍ନୋଲୋଜିରେ ଆନ୍ତର୍ଜାତିକ ମହିଳା ଦିବସ ଧୁମଧାମରେ ପାଳିତ ହୋଇଅଛି | ଏହି ଅବସରରେ ଦୁଇଜଣ ସଫଳ ମହିଳା ମଧରୁ ଭଦ୍ରକ ପରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲବଜି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ବନାନୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା | ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ, ପରିଚାଳନା ନିର୍ଦ୍ଧଶକ ମନୋଜ କୁମାର ରାୟ ଓ ସୋଲାର ପ୍ରକଳ୍ପ ର ମୁଖ୍ୟ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ପୁହାଣ ସଭାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ମହିଳା କର୍ମଚାରୀଙ୍କୁ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଉପରେ ବକ୍ତୃତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଶେଷରେ ଅନୁଷ୍ଠାନର ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକ ଶ୍ରୀମତୀ ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥଲେ |1
- ଆଜିବି ବଞ୍ଚି ରହିଛି ଗୋପାଳ ଙ୍କ ବାଡ଼ିଖେଳ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବାସୁଦେବ ପୁର ଗ୍ରାମରେ1
- କଥା କୁହା ସରକାର ଚାଷୀ ଙ୍କୁ କେବଳ ଦେଉଛନ୍ତି ଧୋକା ଭାଷଣ ଦେଇ ଗପ ମାରୀ ଚାଲିଚି ସରକାର ବୋଲି କହିଲେ ସାଧାରଣ ଜନତା1
- ଏଣିକି_କୋଇଲା_ଚୁଲା_ଭରସା କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି।1