Shuru
Apke Nagar Ki App…
ଧରାପଡ଼ିବେ_ଶିଶୁ_ଚାଲାଣ_ଦଲାଲ କେନ୍ଦ୍ରାପଡ଼ାରୁ କେରଳ ଶିଶୁ ଚାଲାଣ, ତିଆରି ହେଲା ସ୍ପେଶାଲ ଟାକ୍ସଫୋର୍ସ, ୪ ଜିଲ୍ଲାରେ ଚାଲିଛି ଅପରେସନ କ୍ଲିନ୍ ଧରାପଡ଼ିବେ_ଶିଶୁ_ଚାଲାଣ_ଦଲାଲ କେନ୍ଦ୍ରାପଡ଼ାରୁ କେରଳ ଶିଶୁ ଚାଲାଣ, ତିଆରି ହେଲା ସ୍ପେଶାଲ ଟାକ୍ସଫୋର୍ସ, ୪ ଜିଲ୍ଲାରେ ଚାଲିଛି ଅପରେସନ କ୍ଲିନ୍
Rajib Behera
ଧରାପଡ଼ିବେ_ଶିଶୁ_ଚାଲାଣ_ଦଲାଲ କେନ୍ଦ୍ରାପଡ଼ାରୁ କେରଳ ଶିଶୁ ଚାଲାଣ, ତିଆରି ହେଲା ସ୍ପେଶାଲ ଟାକ୍ସଫୋର୍ସ, ୪ ଜିଲ୍ଲାରେ ଚାଲିଛି ଅପରେସନ କ୍ଲିନ୍ ଧରାପଡ଼ିବେ_ଶିଶୁ_ଚାଲାଣ_ଦଲାଲ କେନ୍ଦ୍ରାପଡ଼ାରୁ କେରଳ ଶିଶୁ ଚାଲାଣ, ତିଆରି ହେଲା ସ୍ପେଶାଲ ଟାକ୍ସଫୋର୍ସ, ୪ ଜିଲ୍ଲାରେ ଚାଲିଛି ଅପରେସନ କ୍ଲିନ୍
More news from ଓଡ଼ିଶା and nearby areas
- ମାଓ_କ୍ୟାମ୍ପରେ_ଟଙ୍କା_ସୁନା ମାଓ ଇତିହାସରେ ପ୍ରଥମ । ମାଓ ଗଡ଼ରୁ ଜବତ ହେଲା ଏକ କେଜି ସୁନା, ୩ କୋଟି ୨୯ ଲକ୍ଷ ଟଙ୍କା । ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ ଜଗଦଲପୁରଠାରେ ଆତ୍ମସମର୍ପଣ1
- Post by MN.NEWS ODIA1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -09.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews1
- Post by Ranjit baskey1
- Post by Jitendra raj1
- ନିଆଳିରେ ଚିକିତ୍ସା ଅବହେଳା ଅଭିଯୋଗ, ମହିଳାଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ || କଟକ ନିଆଳିର ଶ୍ରୀ ସାଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲରେ ନିଆଁ ଲଗାଇବା ସହ ୫ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି।1