ବିଧାନ ସଭାରେ ଆଜି ପିଇବା ପାଣିର ଅଭାବ କୁ ନେଇ କଂଗ୍ରେସ ବିଧାୟକ ଙ୍କ ପ୍ରଶ୍ନ ବାଣ ଘାଇଲା ହେଲେ ବିଭାଗୀୟ ମନ୍ତ୍ରୀ ଶ୍ରୀ ରବନାରାୟଣ ନାଏକ ଯାହା ପୃଷ୍ଟ ଭୂମି ର ଭାଷା ଅଛି ତାକୁ କେବଳ ଭାଷଣ ରେ ସିମୀତ ରଖୁ ଛନ୍ତି ସରକାର ପ୍ରକୃତ ରେ କାମ ଶୂନ୍ୟ ସେ ନେଇ କଣ ପ୍ରଶ୍ନ ଉଠୁଛି ବିଧାନ ସଭାରେ ତାକୁ ଦେଖି ଜାଣିବେ ପାରିବା ପାଣିଆ କାହାର କେତେ ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews

- Post by Rajib Behera1
- ବର୍ଷାଙ୍କ ପୋଷ୍ଟ ପରେ ଗୁଲୁଆଙ୍କ ଫଟ୍କା, Alimony ନେଇ ବିବାଦ ତୀବ୍ର ଗୁଲୁଆଙ୍କ ରାଗୀ ପ୍ରତିକ୍ରିୟା: ବର୍ଷାଙ୍କୁ ନେଇ ଅଭଦ୍ର କଥା, Alimony ଇସ୍ୟୁ ହଟ୍ ସୋସିଆଲ ମିଡିଆରେ ତୁ-ତୁ ମେ-ମେ: ବର୍ଷା ଓ ଗୁଲୁଆଙ୍କ ବିବାଦ ଚରମସୀମାରେ1
- ସିମୁଳିଆ, -ଚାଷୀ ରବି ଚାଷ ଅମଳ କରି ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଖରିଫ ଧାନ ସରକାର କ୍ରୟ ଆଦ୍ୟାବଧି ସରି ନ ଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଚାଷୀ ରବିଚାଷ କରି ଅମଳ କରିଥିବା ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିବାକୁ ଆସି ସମ୍ପାଦକଙ୍କ ଆକ୍ରୋଶର ଶିକାର ହୋଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ଜାମ୍ମୁଝାଡ଼ି ସମିତି ଅଧୀନ ବହୁ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଭିଯୋଗ ଅନୁଯାୟୀ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ମାସ 20ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ଆବେଦନ ତାରିଖ ଧାର୍ଯ୍ୟ କରିଛନ୍ତି l ସେହି ଅନୁସାରେ ଚାଷୀ ଜାମ୍ମୁଝାଡ଼ି ସମିତିରେ ଆବେଦନ ନିମନ୍ତେ ଯାଇ ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରୁ ଫର୍ମ ଆଣି ଆବେଦନ କରିବାକୁ କହିଥିଲେ ବି ଆଜିକାଲି କହି ସେମାନଙ୍କ ଫର୍ମ ଆବେଦନ କରି ନ ଥିଲେ l ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ତାରିଖ ଅତିକ୍ରମ କରି ଯାଇଛି l ଏବେ ସେମାନେ ଋଣ, ଧାର ଓ ସୁଧକୁ ପଇସା ଆଣି ଚାଷ କରିଛନ୍ତି l ଏହାକୁ କିପରି ଶୁଝିବେ ଚିନ୍ତାରେ ଚାଷୀ ଥିବାବେଳେ ଏ ସଂକ୍ରାନ୍ତରେ ଚାଷୀ ଆଜି ବାଲେଶ୍ୱର ଜିଲ୍ଲାପାଳ, ସମବାୟ ସମିତି ସମୂହର ଉପନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କୁ ପଚାରିବାରୁ ଖରିଫ ଧାନ କ୍ରୟ ନିମନ୍ତେ ମାର୍କୋଣା ସମବାୟ ସମିତି ଓ ଜାମ୍ମୁଝାଡ଼ି ସମିତି ଦୈତ୍ୟ ଦାୟିତ୍ୱ ଦିଆ ଯାଇଥିବା ଯୋଗୁଁ ରବି ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ସମୟ ଦେଇ ପାରିନାହୁଁ ବୋଲି ପ୍ରକାଶ କରିଥିଲେ l4
- Post by PP NEWS ODISHA1
- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।1
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- Post by Rajib Behera1
- ପର୍ବ ପୂର୍ବରୁ ଏକ୍ସନ୍! ବାଲେଶ୍ୱରରେ 200 ଲିଟର ଦେଶୀ ମଦ ଜବତ ଅକ୍ଷୟ ତୃତୀୟା ପାଇଁ ପୋଲିସ୍ର ସତର୍କତା, ମାଲଗୋଦାମରେ ଚଢ଼ାଉ4
- ସିମୁଳିଆ -ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବାଉରୀପଦା ପଞ୍ଚାୟତର କୁରୁକୁରିଆ ଠାରେ ବିଜେପି କୃଷକ ମୋର୍ଚ୍ଚାର ବ୍ଳକ ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଅକ୍ଷୟ ତୃତୀୟ ଦିବସ ପାଳନ ଅବସରରେ ମାର୍କୋଣା ମଣ୍ଡଳ ସଭାପତି ଅଭିନାସ ବେହେରା, ସ୍ଥାନୀୟ ସରପଞ୍ଚ ଧରଣୀଧର ନାୟକ, ବିଜେପି ପଞ୍ଚାୟତ ସଭାପତି ମନୋରଞ୍ଜନ ହାତୀ, ନାଏବ ସରପଞ୍ଚ ସନାତନ ବନ୍ଧ, ମହିଳା ଗ୍ରୁପ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଅଖିମୁଠି ଅନୁକୂଳ କରିଥିଲେ l1