logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏଣିକି_କୋଇଲା_ଚୁଲା_ଭରସା କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି। ଏଣିକି_କୋଇଲା_ଚୁଲା_ଭରସା କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି।

on 11 March
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
on 11 March

ଏଣିକି_କୋଇଲା_ଚୁଲା_ଭରସା କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି। ଏଣିକି_କୋଇଲା_ଚୁଲା_ଭରସା କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି।

More news from ଓଡ଼ିଶା and nearby areas
  • 👇 😢 ମହୁଲ ଗଛ ହେଲା କାଳ… ଘରୁ ବାହାରିଲେ କାଠ ପାଇଁ, ଫେରିଲା ଶବ ! 📍ମୟୁରଭଞ୍ଜ ହସଖୁସି ମନେ ଘରୁ ବାହାରିଥିଲେ… କିନ୍ତୁ କିଏ ଜାଣିଥିଲା, ସେହି ଯାତ୍ରା ହେବ ତାଙ୍କ ଜୀବନର ଶେଷ ଯାତ୍ରା… ମହୁଲ ଗଛ ଉପରେ ଚଢ଼ି କାଠ କାଟୁଥିବା ବେଳେ ଡାଳ ମଧ୍ୟରେ ଛନ୍ଦୀ ହୋଇ ଚାଲିଗଲା ଏକ ନିର୍ଦୋଷ ଯୁବକଙ୍କ ଜୀବନ। ସ୍ୱାମୀ ର ମୃତ୍ୟୁ ଖବର ପରେ ଛାତି ଫଟେଇ କାନ୍ଦୁଛି ସ୍ତ୍ରୀ, ହଁ ଆଜି ଗାଁ ପୁରା ପରିବାର ଭିତରେ ଶୋକର ଛାୟା ଖେଳି ଯାଇଛି ... ହଁ ଦର୍ଶକ ବନ୍ଧୁ 💔 ବାହାଘରକୁ ୨ ବର୍ଷ ମଧ୍ୟ ପୂରିନି… 💔 ୨ ମାସର ଶିଶୁ ପୁଅ ବାପାକୁ ହରାଇଲା… 💔 ସ୍ତ୍ରୀ ହରାଇଲେ ସlହାରା… 💔 ବୃଦ୍ଧ ବାପାମାଆ ହରାଇଲେ ଏକମାତ୍ର ଭରସା… ଘରକୁ ଫେରିଲା ଶବ… କାନ୍ଦୁଛି ଗାଁ… କାନ୍ଦୁଛି ପରିବାର… ଗୋଟେ ପଟେ ଗ୍ୟାସ ସମସ୍ୟା, ଅନ୍ୟ ପଟେ ସାଧାରଣ ଗରିବ ପରିବାର କାଠ ଉପରେ ଏକ ମାତ୍ର ସାହାରା, ଆଉ ଏହାରି ଭିତରେ ଉପାନ୍ତରେ ଗ୍ୟାସ ସମସ୍ୟା ପାଇଁ କାଠ ଆଜି ବାକୁ ଯାଇ ଶବ ହୋଇ ଯାଇଛି ରୋଜ ଗାରିଆ ପୁଅ.. ଦର୍ଶକ ବନ୍ଧୁ ଥରେ ଚିନ୍ତା କରନ୍ତୁ.. ସମସ୍ୟା କୁ.. 🙏 ଏଭଳି ଦୁଃଖଦ ଘଟଣା ଘଟିଛି କପ୍ତିପଦା ଥାନା ଅଧୀନ ସାଣଦେଇ ଗ୍ରାମରେ। 👉 ଏହି ଗରିବ ପରିବାରକୁ ସରକାରୀ ସହାୟତା ମିଳିବା ଦରକାର। 📢 ଦୟାକରି ଏହି ପୋଷ୍ଟଟି ସେୟାର କରନ୍ତୁ… ସମସ୍ତଙ୍କୁ ଜଣାନ୍ତୁ… #Mayurbhanj #Udala #OdishaNews #BreakingNews #HeartBreaking #SadNews #AccidentNews #VillageNews #Odisha #RealStory #ମୟୁରଭଞ୍ଜ #ଉଦଳା #ଓଡ଼ିଶା #ଦୁଃଖଦଘଟଣା #ହୃଦୟବିଦାରକ #ସଡକନୁହେଁ_ଗଛଦୁର୍ଘଟଣା #ଗାଁଖବର #ଓଡ଼ିଆନ୍ୟୁଜ #odiabharatlive
    2
    👇
😢 ମହୁଲ ଗଛ ହେଲା କାଳ… ଘରୁ ବାହାରିଲେ କାଠ ପାଇଁ, ଫେରିଲା ଶବ !
📍ମୟୁରଭଞ୍ଜ
ହସଖୁସି ମନେ ଘରୁ ବାହାରିଥିଲେ…
କିନ୍ତୁ କିଏ ଜାଣିଥିଲା, ସେହି ଯାତ୍ରା ହେବ ତାଙ୍କ ଜୀବନର ଶେଷ ଯାତ୍ରା…
ମହୁଲ ଗଛ ଉପରେ ଚଢ଼ି କାଠ କାଟୁଥିବା ବେଳେ ଡାଳ ମଧ୍ୟରେ ଛନ୍ଦୀ ହୋଇ ଚାଲିଗଲା ଏକ ନିର୍ଦୋଷ ଯୁବକଙ୍କ ଜୀବନ। ସ୍ୱାମୀ ର ମୃତ୍ୟୁ  ଖବର ପରେ  ଛାତି ଫଟେଇ  କାନ୍ଦୁଛି ସ୍ତ୍ରୀ, ହଁ ଆଜି  ଗାଁ  ପୁରା ପରିବାର ଭିତରେ ଶୋକର ଛାୟା  ଖେଳି ଯାଇଛି ... ହଁ ଦର୍ଶକ ବନ୍ଧୁ
💔 ବାହାଘରକୁ ୨ ବର୍ଷ ମଧ୍ୟ ପୂରିନି…
💔 ୨ ମାସର ଶିଶୁ ପୁଅ ବାପାକୁ ହରାଇଲା…
💔 ସ୍ତ୍ରୀ ହରାଇଲେ ସlହାରା…
💔 ବୃଦ୍ଧ ବାପାମାଆ ହରାଇଲେ ଏକମାତ୍ର ଭରସା…
ଘରକୁ ଫେରିଲା ଶବ…
କାନ୍ଦୁଛି ଗାଁ… କାନ୍ଦୁଛି ପରିବାର…
ଗୋଟେ ପଟେ  ଗ୍ୟାସ ସମସ୍ୟା, ଅନ୍ୟ ପଟେ ସାଧାରଣ ଗରିବ ପରିବାର  କାଠ  ଉପରେ  ଏକ ମାତ୍ର ସାହାରା, ଆଉ ଏହାରି ଭିତରେ  ଉପାନ୍ତରେ  ଗ୍ୟାସ ସମସ୍ୟା ପାଇଁ କାଠ  ଆଜି ବାକୁ  ଯାଇ  ଶବ ହୋଇ ଯାଇଛି ରୋଜ ଗାରିଆ  ପୁଅ.. ଦର୍ଶକ ବନ୍ଧୁ  ଥରେ  ଚିନ୍ତା  କରନ୍ତୁ.. ସମସ୍ୟା କୁ..
🙏 ଏଭଳି ଦୁଃଖଦ ଘଟଣା ଘଟିଛି  କପ୍ତିପଦା ଥାନା ଅଧୀନ ସାଣଦେଇ ଗ୍ରାମରେ।
👉 ଏହି ଗରିବ ପରିବାରକୁ ସରକାରୀ ସହାୟତା ମିଳିବା ଦରକାର।
📢 ଦୟାକରି ଏହି ପୋଷ୍ଟଟି ସେୟାର କରନ୍ତୁ… ସମସ୍ତଙ୍କୁ ଜଣାନ୍ତୁ…
#Mayurbhanj
#Udala
#OdishaNews
#BreakingNews
#HeartBreaking
#SadNews
#AccidentNews
#VillageNews
#Odisha
#RealStory
#ମୟୁରଭଞ୍ଜ
#ଉଦଳା
#ଓଡ଼ିଶା
#ଦୁଃଖଦଘଟଣା
#ହୃଦୟବିଦାରକ
#ସଡକନୁହେଁ_ଗଛଦୁର୍ଘଟଣା
#ଗାଁଖବର
#ଓଡ଼ିଆନ୍ୟୁଜ
#odiabharatlive
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 02.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur 
Date - 02.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଶନିଶ୍ଚରଙ୍କ_ବଡ଼_ପୂଜା ଶନିଦେଵଙ୍କର ବଡ଼ ଓଷା । ମୟୁରଭଞ୍ଜ Ai audio Mayurbhanj // desivlog / jhakas mayurbhanj,desi vlog #odiavlog​ #mayurbhanjvlog​ #jhakasmayurbhanj​ #jhakashmayurbhanj​ #baripada​ travel​ vlog​ desicomedy​ labakumar​ desivlog​ dailyvlog barpadavlog​ food​ foodlover​ KidsVideo​ KidsCartoon​ FunnyVideo​ AnimatedKids​ FunnyCartoons​ AIAnimation​ CartoonForKids​ Humor​ KidsEntertainment​ FunnyKidsVideo​ AnimationForKids​ AITechnology​ FamilyFriendly​ Laughter​ KidFriendlyCartoons​ FunCartoons​ CartoonHumor​ KidsLaughter​ Your Quaries:- Jhakas mayurbhanj daily vlog odia vlogs family vlog Odisha Odia vlog Mayurbhanj vlog Baripada vlog Food vlog baripada mayurbhanj BARIPADA MAYURBHANJ lulung similipal national park Jubilee Library Mayurbhanj brahmo mandir explore content creat creator life fyp for you tranding no Facebook reels viral reels Tranding reels reals video AI, cartoon, kids video, kids cartoon, funny video, animated kids video, children’s animation, funny cartoons, AI animation, cartoon for kids, humor, kids entertainment, funny kids video, animation for kids, AI technology, family-friendly content, laughter, kid-friendly cartoons, fun cartoons, animation, cartoon humor, kids laughter thank you
    1
    ଶନିଶ୍ଚରଙ୍କ_ବଡ଼_ପୂଜା
ଶନିଦେଵଙ୍କର ବଡ଼ ଓଷା ।
ମୟୁରଭଞ୍ଜ  Ai audio Mayurbhanj 
// desivlog / jhakas mayurbhanj,desi vlog
#odiavlog​ #mayurbhanjvlog​ #jhakasmayurbhanj​ #jhakashmayurbhanj​  #baripada​ travel​ vlog​ desicomedy​ labakumar​
desivlog​  dailyvlog barpadavlog​ food​ foodlover​ 
KidsVideo​ KidsCartoon​ FunnyVideo​ AnimatedKids​ FunnyCartoons​ AIAnimation​ CartoonForKids​ Humor​ KidsEntertainment​ FunnyKidsVideo​ AnimationForKids​ AITechnology​ FamilyFriendly​ Laughter​ KidFriendlyCartoons​ FunCartoons​ CartoonHumor​ KidsLaughter​
Your Quaries:-
Jhakas mayurbhanj
daily vlog
odia vlogs 
family vlog 
Odisha
Odia vlog 
Mayurbhanj vlog 
Baripada vlog
Food vlog
baripada
mayurbhanj
BARIPADA 
MAYURBHANJ
lulung
similipal national park
Jubilee Library Mayurbhanj
brahmo mandir
explore
content creat
creator life
fyp
for you
tranding no
Facebook reels
viral reels 
Tranding reels
reals video
AI, cartoon, kids video, kids cartoon, funny video, animated kids video, children’s animation, funny cartoons, AI animation, cartoon for kids, humor, kids entertainment, funny kids video, animation for kids, AI technology, family-friendly content, laughter, kid-friendly cartoons, fun cartoons, animation, cartoon humor, kids laughter
thank you
    user_Jhakas Mayurbhanj
    Jhakas Mayurbhanj
    ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ଅପେକ୍ଷା କରି ସରିଗଲାଣି ଆଖିରୁ ପାଣି । ଶେଷରେ ଲୋକ ତାତିଲେ ମନ୍ତ୍ରୀ ଙ୍କ ଉପରେ
    1
    ଅପେକ୍ଷା କରି ସରିଗଲାଣି ଆଖିରୁ ପାଣି । ଶେଷରେ ଲୋକ ତାତିଲେ ମନ୍ତ୍ରୀ ଙ୍କ ଉପରେ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।
    2
    କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    9 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.