ଆନ୍ତର୍ଜାତିକ ମହିଳା ଦିବସ ୨୦୨୬ ନାରୀ ଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି ଭଦ୍ରକ : ଭଦ୍ରକର ଅଗ୍ରଣୀ କମ୍ପୁଟର ଶିକ୍ଷା ଓ ସେବା ଯୋଗାଣ କାରି ସଂସ୍ଥା, ମାକ୍ରୋୱେବ ଟେକ୍ନୋଲୋଜିରେ ଆନ୍ତର୍ଜାତିକ ମହିଳା ଦିବସ ଧୁମଧାମରେ ପାଳିତ ହୋଇଅଛି | ଏହି ଅବସରରେ ଦୁଇଜଣ ସଫଳ ମହିଳା ମଧରୁ ଭଦ୍ରକ ପରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ଦଲବଜି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ବନାନୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫ ରୁ ସମ୍ମାନିତ କରାଯାଇଥିଲା | ଏହି ସଭାରେ ଅନୁଷ୍ଠାନ ର ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ, ପରିଚାଳନା ନିର୍ଦ୍ଧଶକ ମନୋଜ କୁମାର ରାୟ ଓ ସୋଲାର ପ୍ରକଳ୍ପ ର ମୁଖ୍ୟ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ପୁହାଣ ସଭାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ମହିଳା କର୍ମଚାରୀଙ୍କୁ ସାର୍ଟିଫିକେଟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ଉପରେ ବକ୍ତୃତା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଶେଷରେ ଅନୁଷ୍ଠାନର ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକ ଶ୍ରୀମତୀ ମୋନାଲିସା ପରିଡା ଧନ୍ୟବାଦ ଅର୍ପଣ କରିଥଲେ |

- Post by Debendra Barik4
- ବସୁଦେବପୁର ମ୍ୟୁନିସିପାଲିଟି, ୱାର୍ଡ ନଂ–13 ରେ ନିକାସି ନଳା ବହୁତ ଦିନ ଧରି ଅସଫା ଅବସ୍ଥାରେ ରହିଛି। ନଳା ଭିତରେ ପ୍ଲାଷ୍ଟିକ, ମଳମୂତ୍ର ଓ ବିଭିନ୍ନ ପରିତ୍ୟକ୍ତ ଜିନିଷ ଜମି ରହିଥିବାରୁ ପାଣି ଜମି ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହା ଫଳରେ ମସା ବଢ଼ୁଛି ଓ ରୋଗ ପ୍ରସାରଣର ସମ୍ଭାବନା ରହିଛି। ଏହି ସମସ୍ୟାକୁ ଶୀଘ୍ର ସମାଧାନ କରି ନଳା ପରିଷ୍କାର କରିବାକୁ ଓ ସ୍ଥାୟୀ ବ୍ୟବସ୍ଥା ନେବାକୁ ନିବେଦନ କରୁଛି। ସ୍ଥାନ: ୱାର୍ଡ ନଂ–13, ବସୁଦେବପୁର1
- Post by NEWS7ODIA1
- Post by Mo Adhikar news1
- Post by ଯାଜପୁର ଖବର ପ୍ରସାରିତ1
- Post by ବିଂଝାରପୁର ଖବର ଉପର ନଜର1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- Post by Mo Adhikar news1