Shuru
Apke Nagar Ki App…
"ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ " ଜଳ ରୁ ବାହାରି ସ୍ଥଳ ବିଜେ କଲେ ପ୍ରଭୁ ନାରାୟଣ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- Post by NEWS7ODIA1
- Post by ବିଂଝାରପୁର ଖବର ଉପର ନଜର1
- Post by Mo Adhikar news1
- Post by ଯାଜପୁର ଖବର ପ୍ରସାରିତ1
- Post by DD Odisha1
- ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ ଭୁବନେଶ୍ବର, ଓଡ଼ିଶା #RCMCollege #Bhubaneswar #Odisha1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆୟୋଜିତ ଭକ୍ତିମୟ କାର୍ଯ୍ୟକ୍ରମ ଏବଂ ଜଲଛତ୍ର ଉଦଘାଟନ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଏଣ୍ଡଳବା ଗ୍ରାମପଞ୍ଚାୟତର ମାଳ ଗ୍ରାମରେ ମା ଘଣ୍ଟେଶ୍ୱରୀଙ୍କ ଯଜ୍ଞ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚୋରମୁହାଁ ଗ୍ରାମପଞ୍ଚାୟତର ଚୋରମୁହାଁ ଗ୍ରାମର ମା ଗୋପାଳଶୁଣି ବାର୍ଷିକ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚକ୍ରଧରପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଠାରେ ଅନୁଷ୍ଠିତ ମହାବୀର ଯଜ୍ଞ ଉତ୍ସବ,କବାଟବନ୍ଧ ଗ୍ରାମପଞ୍ଚାୟତର ଦଳ,ଗାଁ ଗ୍ରାମରେ ପ୍ରଭୁ ମହାବୀର,ସୁନ୍ଦରିଆ ଗ୍ରାମପଞ୍ଚାୟତର ସାରେଇଠାରେ ଆୟୋଜିତ ଜଳଛତ୍ର ଶିବିର ଶୁଭ ଉଦଘାଟନ, ସୁନ୍ଦୁରିଆ ଗ୍ରାମର ଠେଙ୍ଗିଆ ମଠ ରେ ହନୁମାନ ଦର୍ଶନ ଏବଂ ଜଳଛତ୍ର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି। ଗ୍ରାମବାସୀଙ୍କ ମଧ୍ୟରେ ସଦ୍ଭାବନା ଓ ଭାଇଚାରା ବଜାୟ ରହୁ,ବିଧାୟକ ହିମାଂଶୁ ଶେଖର ସାହୁ କାମନା କରିବା ସହ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ପୂଜା ଉତ୍ସବ ଭକ୍ତିମୟ ନାମ ସଂକୀର୍ତ୍ତନରେ ଯୋଗଦେଇ ସୌଭାଗ୍ୟ ଲାଭ କରିଥିଲେ ।1