ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବିଷୁବ ସଂକ୍ରାନ୍ତି ପାଳିତ :ସ୍ଥାନୀୟ ବିଧାୟକ ଯୋଗଦାନ ଓ ଜଳଛତ୍ର ଉଦଘାଟନ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆୟୋଜିତ ଭକ୍ତିମୟ କାର୍ଯ୍ୟକ୍ରମ ଏବଂ ଜଲଛତ୍ର ଉଦଘାଟନ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଏଣ୍ଡଳବା ଗ୍ରାମପଞ୍ଚାୟତର ମାଳ ଗ୍ରାମରେ ମା ଘଣ୍ଟେଶ୍ୱରୀଙ୍କ ଯଜ୍ଞ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚୋରମୁହାଁ ଗ୍ରାମପଞ୍ଚାୟତର ଚୋରମୁହାଁ ଗ୍ରାମର ମା ଗୋପାଳଶୁଣି ବାର୍ଷିକ ଉତ୍ସବ,କାଏମା ଗ୍ରାମପଞ୍ଚାୟତ ଲକ୍ଷ୍ମୀସାହି ଗ୍ରାମର ହନୁମାନ ମନ୍ଦିର,ଚକ୍ରଧରପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଠାରେ ଅନୁଷ୍ଠିତ ମହାବୀର ଯଜ୍ଞ ଉତ୍ସବ,କବାଟବନ୍ଧ ଗ୍ରାମପଞ୍ଚାୟତର ଦଳ,ଗାଁ ଗ୍ରାମରେ ପ୍ରଭୁ ମହାବୀର,ସୁନ୍ଦରିଆ ଗ୍ରାମପଞ୍ଚାୟତର ସାରେଇଠାରେ ଆୟୋଜିତ ଜଳଛତ୍ର ଶିବିର ଶୁଭ ଉଦଘାଟନ, ସୁନ୍ଦୁରିଆ ଗ୍ରାମର ଠେଙ୍ଗିଆ ମଠ ରେ ହନୁମାନ ଦର୍ଶନ ଏବଂ ଜଳଛତ୍ର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି। ଗ୍ରାମବାସୀଙ୍କ ମଧ୍ୟରେ ସଦ୍ଭାବନା ଓ ଭାଇଚାରା ବଜାୟ ରହୁ,ବିଧାୟକ ହିମାଂଶୁ ଶେଖର ସାହୁ କାମନା କରିବା ସହ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ପୂଜା ଉତ୍ସବ ଭକ୍ତିମୟ ନାମ ସଂକୀର୍ତ୍ତନରେ ଯୋଗଦେଇ ସୌଭାଗ୍ୟ ଲାଭ କରିଥିଲେ ।

- Post by ବିଂଝାରପୁର ଖବର ଉପର ନଜର1
- Post by Mo Adhikar news1
- ଆମେ ସମସ୍ତେ ଓଡ଼ିଆ କହିଲେ, ସବୁ ଓଡ଼ିଆରେ ହିଁ ଆସିବ, ଯେମିତିକି ସରକାରୀ କାଗଜରେ RCM COLLEGE, BHUBANESWAR #Bhubaneswar #Odisha1
- Post by Jena1
- Post by Sendhavai1
- Post by ନିଷ୍ଠୁର ଦୁନିଆ Live1
- BINJHAPUR NEWS ODIA4
- Post by Jena1
- ଭୁବନେଶ୍ବର ଆରସିଏମ୍ କଲେଜର ଅଭିନବ ପ୍ରୟାସ | ଦକ୍ଷତା ପ୍ରଦର୍ଶନ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ ଭୁବନେଶ୍ବର, ଓଡ଼ିଶା #bhubaneswar #odisha1