Shuru
Apke Nagar Ki App…
ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରେ ବରୁଣ୍ଡାଇ ସ୍ଥିତ ମହାବୀର ଜିମ ସେଣ୍ଟର ରେ ନୂତନ ହନୁମାନ ଙ୍କ ମୂର୍ତ୍ତି ସ୍ଥାପନରେ ଯୋଗଦେଇଥିଲେ। ମାନ୍ୟବର ବିଧାୟକ କୋରେଇ ଓ ଯାଜପୁର ଯୋଜନା ବୋର୍ଡ ର ଅଧକ୍ଷ ଶ୍ରୀଯୁକ୍ତ ଆକାଶ ଦାଶନାୟକ। #moadhikar #news #Korei #jajpur #Odisha #MLA #AkashDasnayak #CMO #MohanCharanMajhi #bjp
Mo Adhikar news

More news from ଓଡ଼ିଶା and nearby areas
- Post by Mo Adhikar news1
- Post by ଯାଜପୁର ଖବର ପ୍ରସାରିତ1
- Post by ବିଂଝାରପୁର ଖବର ଉପର ନଜର1
- Post by DD Odisha1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- Post by NEWS7ODIA1
- Post by Jena1
- Post by Mo Adhikar news1