logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଛାତ୍ରଛାତ୍ରୀଙ୍କୁ ଜୋତା ବଦଳରେ ଚପଲ ଅବିଭାବକ ମହଲରେ ଅସନ୍ତୋଷ l ସିମୁଳିଆ,-ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜୋତା ବଦଳରେ ଚପଲ ବଣ୍ଟନକୁ ନେଇ କିଛି ଅବିଭାବକ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି l ସମସ୍ୟା ସାମ୍ନାକୁ ଆସିଛି। ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ ଅଧିନ ବେଲଗଢିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ 45 ଜଣ ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡ଼ିରେ 12ଜଣ ପିଲା ପାଠ ପଢ଼ୁଥିବା ବେଳେ ସମସ୍ତଙ୍କୁ ଜୋତା ବଦଳରେ ଚପଲ ଦିଆଯାଇଥିବା ନେଇ କିଛି ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସରକାରଙ୍କ ନିୟମ ଅନୁଯାଇ ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ଦେବା ପାଇଁ ନିୟମ ଥିବାବେଳେ ଏହି ନିୟମକୁ ବେଖାତିର କରି ବେଲଗଢିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଗତ ୨ ବର୍ଷ ହେଲା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୋତା ବଦଳରେ ଚପଲ ବଣ୍ଟନ କରାଯାଉଛି ।ଯାହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସନ୍ତୋଷ ଜାହିର କରିବା ସହ ଚପଲ ନଦେଇ ଜୋତା ଦେବାକୁ ଦାବି କରିଛନ୍ତି l ଏ ବାବଦରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତିଙ୍କୁ ପଚାରିବାରୁ ସେ ଉକ୍ତ ମହିଳା ଗ୍ରୁପକୁ ଚପଲ ଫେରାଇ ନେଇ ଜୋତା ଦେବା ପାଇଁ କହିଛନ୍ତି l ଅନ୍ୟ ପଟେ ମହିଳା ଗ୍ରୁପର ସମ୍ପାଦକଙ୍କ କହିବା ଅନୁଯାଇ ବିଦ୍ୟାଳୟର ନିର୍ଦ୍ଦେଶ ଅନୁଯାଇ ଆମେ ଛାତ୍ରଛାତ୍ରୀମାନଙ୍କୁ ୨ ବର୍ଷ ହେଲା ଚପଲ ଦେଇଆସୁଛୁ, ଯଦି ସେମାନେ ଚପଲ ବଦଳରେ ଜୋତା ଆବଶ୍ୟକ କରନ୍ତି ତେବେ ଆମେ ନିଶ୍ଚିତ ଚପଲ ଫେରାଇ ନେଇ ଜୋତା ଦେବୁ ବୋଲି କହିଛନ୍ତି l

11 hrs ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
11 hrs ago
75d1b10b-bb2d-41a6-a370-4f16745951e1

ଛାତ୍ରଛାତ୍ରୀଙ୍କୁ ଜୋତା ବଦଳରେ ଚପଲ ଅବିଭାବକ ମହଲରେ ଅସନ୍ତୋଷ l ସିମୁଳିଆ,-ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜୋତା ବଦଳରେ ଚପଲ ବଣ୍ଟନକୁ ନେଇ କିଛି ଅବିଭାବକ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି l ସମସ୍ୟା ସାମ୍ନାକୁ ଆସିଛି। ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ ଅଧିନ ବେଲଗଢିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ 45 ଜଣ ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡ଼ିରେ 12ଜଣ ପିଲା ପାଠ ପଢ଼ୁଥିବା ବେଳେ ସମସ୍ତଙ୍କୁ ଜୋତା ବଦଳରେ ଚପଲ ଦିଆଯାଇଥିବା ନେଇ କିଛି ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସରକାରଙ୍କ ନିୟମ ଅନୁଯାଇ ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ଦେବା ପାଇଁ ନିୟମ ଥିବାବେଳେ ଏହି ନିୟମକୁ ବେଖାତିର କରି ବେଲଗଢିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଗତ ୨ ବର୍ଷ ହେଲା ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୋତା ବଦଳରେ ଚପଲ ବଣ୍ଟନ କରାଯାଉଛି ।ଯାହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସନ୍ତୋଷ ଜାହିର କରିବା ସହ ଚପଲ ନଦେଇ ଜୋତା ଦେବାକୁ ଦାବି କରିଛନ୍ତି l ଏ ବାବଦରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତିଙ୍କୁ ପଚାରିବାରୁ ସେ ଉକ୍ତ ମହିଳା ଗ୍ରୁପକୁ ଚପଲ ଫେରାଇ ନେଇ ଜୋତା ଦେବା ପାଇଁ କହିଛନ୍ତି l ଅନ୍ୟ ପଟେ ମହିଳା ଗ୍ରୁପର ସମ୍ପାଦକଙ୍କ କହିବା ଅନୁଯାଇ ବିଦ୍ୟାଳୟର ନିର୍ଦ୍ଦେଶ ଅନୁଯାଇ ଆମେ ଛାତ୍ରଛାତ୍ରୀମାନଙ୍କୁ ୨ ବର୍ଷ ହେଲା ଚପଲ ଦେଇଆସୁଛୁ, ଯଦି ସେମାନେ ଚପଲ ବଦଳରେ ଜୋତା ଆବଶ୍ୟକ କରନ୍ତି ତେବେ ଆମେ ନିଶ୍ଚିତ ଚପଲ ଫେରାଇ ନେଇ ଜୋତା ଦେବୁ ବୋଲି କହିଛନ୍ତି l

More news from ଓଡ଼ିଶା and nearby areas
  • ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ
    1
    ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ 
ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
    1
    ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି  ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ ,  ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ  ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।  ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।
    4
    ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ
ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି  ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ ,  ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ  ପଲେଇ , ପ୍ରଦୋଷ ଦାସ
ସାହୁ ପ୍ରମୁଖ ଯୋଗ ଦେଇଥିଲେ ।  ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ।
ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ
    1
    ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Bhadrak bulletin
    1
    Post by Bhadrak bulletin
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    36 min ago
  • ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ
    1
    ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    5 hrs ago
  • ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    1
    ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ।
ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    9 min ago
  • ସିମୁଳିଆ ବ୍ଲକ ମାର୍କୋଣାରେ ଋଷି ହିରୋ ଶୋରୁମ ଉଦଘାଟିତ l ସିମୁଳିଆ ସିମୁଳିଆରେ ଋଷି ହିରୋ ଶୋରୁମ ଉଦଘାଟିତ l ସିମୁଳିଆ
    1
    ସିମୁଳିଆ ବ୍ଲକ ମାର୍କୋଣାରେ ଋଷି ହିରୋ ଶୋରୁମ ଉଦଘାଟିତ l ସିମୁଳିଆ 
ସିମୁଳିଆରେ ଋଷି ହିରୋ ଶୋରୁମ ଉଦଘାଟିତ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.