logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

-: ଲଖନପୁର ବ୍ଲକ ଅଞ୍ଚଳରେ ପୁଣି ହାତୀ ଆତଙ୍କ :-     ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗର ସଚେତନତା :- ଝାରସୁଗୁଡ଼ା, ୩୧।୭।୨୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭିକମପାଲି, ପଞ୍ଚଗାଁ, ବିଜାପାଲି ଓ ପଲସଦା ଅଞ୍ଚଳରେ ପ୍ରାୟ ୩ ଗୋଟି ହାତୀ ଅତିକ୍ରମ କରିଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ସ୍ଥାନରେ ହାତୀର ପାଦଚିହ୍ନ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଓ ଭୟଭୀତ ହୋଇଯାଇଛନ୍ତି। ଏହି ହାତୀ କେତେକ ସ୍ଥାନରେ ଚାଷୀଙ୍କ ଧାନ ଚାଷ ମଧ୍ୟ ନଷ୍ଟ କରିଦେଇଛନ୍ତି। ସେମାନେ ଜାତୀୟ ରାଜପଥ ୪୯ ଅତିକ୍ରମ କରିଛନ୍ତି। ହାତୀ ଗୁଡ଼ିକ ସୁନ୍ଦରଗଡ଼ ଜିଲା ହେମଗିର ପଟରୁ ଆସିଥିବା ବେଳେ ବର୍ତ୍ତମାନ ସେମାନେ ଭିକମପାଲି ସୁନାଖାନ ଜଙ୍ଗଲରେ ଥିବା ବନ ବିଭାଗର ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ ସୂଚନା ଦେଇଛନ୍ତି। ତେବେ ଜନସାଧାରଣ କୌଣସି ଭୟଭୀତ ନହୋଇ ବର୍ତ୍ତମାନ ହାତୀ ପ୍ରତି ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ଆଡ଼କୁ ନଯିବା ଓ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ପକ୍ଷରୁ ସଚେତନତା କରାଯାଉଛି। ବନ ବିଭାଗ ଦଳ ହାତୀର ଗତିବିଧି ଉପରେ ନଜର ରଖିବା ସହ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ ସେନେଇ ଅଞ୍ଚଳରେ ସଚେତନତା ଜାରି ରଖିଛି। ଗାଁ ଗାଁରେ ମାଇକ୍‌ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲଖନପୁର ବ୍ଲକ ଓ ବେଲପାହାଡ଼ ସହରରେ ପୂର୍ବରୁ ହାତୀ ଆକ୍ରମଣରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

3 hrs ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
3 hrs ago
173bfb39-4c4e-444a-beb7-78c449a2e839

-: ଲଖନପୁର ବ୍ଲକ ଅଞ୍ଚଳରେ ପୁଣି ହାତୀ ଆତଙ୍କ :-     ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗର ସଚେତନତା :- ଝାରସୁଗୁଡ଼ା, ୩୧।୭।୨୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭିକମପାଲି, ପଞ୍ଚଗାଁ, ବିଜାପାଲି ଓ ପଲସଦା ଅଞ୍ଚଳରେ ପ୍ରାୟ ୩ ଗୋଟି ହାତୀ ଅତିକ୍ରମ କରିଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ସ୍ଥାନରେ ହାତୀର ପାଦଚିହ୍ନ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଓ ଭୟଭୀତ ହୋଇଯାଇଛନ୍ତି। ଏହି ହାତୀ କେତେକ ସ୍ଥାନରେ

cb1a0000-1e8b-45a5-8323-3373a9b5c155

ଚାଷୀଙ୍କ ଧାନ ଚାଷ ମଧ୍ୟ ନଷ୍ଟ କରିଦେଇଛନ୍ତି। ସେମାନେ ଜାତୀୟ ରାଜପଥ ୪୯ ଅତିକ୍ରମ କରିଛନ୍ତି। ହାତୀ ଗୁଡ଼ିକ ସୁନ୍ଦରଗଡ଼ ଜିଲା ହେମଗିର ପଟରୁ ଆସିଥିବା ବେଳେ ବର୍ତ୍ତମାନ ସେମାନେ ଭିକମପାଲି ସୁନାଖାନ ଜଙ୍ଗଲରେ ଥିବା ବନ ବିଭାଗର ବେଲପାହାଡ଼ ରେଞ୍ଜର ପ୍ରଦୀପ ନାଏକ ସୂଚନା ଦେଇଛନ୍ତି। ତେବେ ଜନସାଧାରଣ କୌଣସି ଭୟଭୀତ ନହୋଇ ବର୍ତ୍ତମାନ ହାତୀ ପ୍ରତି ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ଆଡ଼କୁ ନଯିବା ଓ ସତର୍କତା ଅବଲମ୍ବନ

f5554198-30f4-47b1-bc39-a91ffcde4777

କରିବାକୁ ବନ ବିଭାଗ ପକ୍ଷରୁ ସଚେତନତା କରାଯାଉଛି। ବନ ବିଭାଗ ଦଳ ହାତୀର ଗତିବିଧି ଉପରେ ନଜର ରଖିବା ସହ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ ସେନେଇ ଅଞ୍ଚଳରେ ସଚେତନତା ଜାରି ରଖିଛି। ଗାଁ ଗାଁରେ ମାଇକ୍‌ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲଖନପୁର ବ୍ଲକ ଓ ବେଲପାହାଡ଼ ସହରରେ ପୂର୍ବରୁ ହାତୀ ଆକ୍ରମଣରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

More news from Sambalpur and nearby areas
  • 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate
    1
    🚨 P24 NEWS EXPRESS | सार्वजनिक सूचना

झारसुगुड़ा जिला प्रशासन की ओर से महत्वपूर्ण सूचना

शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है।

प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें।

आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें।

— P24 NEWS EXPRESS

#JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate


🚨 P24 NEWS EXPRESS | सार्वजनिक सूचना
झारसुगुड़ा जिला प्रशासन की ओर से महत्वपूर्ण सूचना
शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है।
प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें।
आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें।
— P24 NEWS EXPRESS
#JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • ବର୍ଷାରେ ଭାଙ୍ଗିଗଲା ଶହ ଶହ ଘର, ବଡ଼ ସମସ୍ୟାରେ ଥିଲେ ଚକରକେନ୍ଦ ଗାଁ ଲୋକେ, ବର୍ଷାରେ ଭାଙ୍ଗିଗଲା ଶହ ଶହ ଘର, ବଡ଼ ସମସ୍ୟାରେ ଥିଲେ ଚକରକେନ୍ଦ ଗାଁ ଲୋକେ, ପ୍ରଶାସନ ଅଧିକାରୀଙ୍କୁ ଧରି ପହଁଚିଲେ ବରଗଡ଼ ବିଧାୟକ..ଦେଖନ୍ତୁ.....
    1
    ବର୍ଷାରେ ଭାଙ୍ଗିଗଲା ଶହ ଶହ ଘର, ବଡ଼ ସମସ୍ୟାରେ ଥିଲେ ଚକରକେନ୍ଦ ଗାଁ ଲୋକେ,
ବର୍ଷାରେ ଭାଙ୍ଗିଗଲା ଶହ ଶହ ଘର, ବଡ଼ ସମସ୍ୟାରେ ଥିଲେ ଚକରକେନ୍ଦ ଗାଁ ଲୋକେ, ପ୍ରଶାସନ ଅଧିକାରୀଙ୍କୁ ଧରି ପହଁଚିଲେ ବରଗଡ଼ ବିଧାୟକ..ଦେଖନ୍ତୁ.....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l
    1
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର 
କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର  l ସୁବର୍ଣ୍ଣପୁର ଜିଲ୍ଲା  ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    9 hrs ago
  • Series of Incidents During Hirakud Rath Yatra Sparks Concern Among Devotees ହୀରାକୁଦ ରଥଯାତ୍ରା ସମୟରେ ପରପରି କିଛି ଅଘଟଣ ଘଟିଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଭାଇରାଲ ହେଉଛି। ସେଥିରେ ରଥର ଧ୍ୱଜା ଉଡ଼ିଯିବା, ଦଉଡ଼ି ଛିଣ୍ଡିଯିବା, ଚକା ଭାଙ୍ଗିବା ଏବଂ ରଥ ଉପରୁ ଚତୁର୍ଦ୍ଧା ମୂର୍ତ୍ତି ଖସିପଡ଼ିଥିବା ଦାବି କରାଯାଇଛି। ତେବେ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ କୌଣସି ଅଧିକୃତ ବିବୃତ୍ତି ସାମ୍ନାକୁ ଆସିନାହିଁ। ଧାର୍ମିକ ମତାମତ କିମ୍ବା ଅନୁମାନ ନକରି, ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ସରକାରୀ ସୂଚନାକୁ ଅପେକ୍ଷା କରିବା ଉଚିତ। #HirakudRathYatra #Jagannath #Odisha #BreakingNews #OdishaNews #RathYatra
    1
    Series of Incidents During Hirakud Rath Yatra Sparks Concern Among Devotees
ହୀରାକୁଦ ରଥଯାତ୍ରା ସମୟରେ ପରପରି କିଛି ଅଘଟଣ ଘଟିଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଭାଇରାଲ ହେଉଛି। ସେଥିରେ ରଥର ଧ୍ୱଜା ଉଡ଼ିଯିବା, ଦଉଡ଼ି ଛିଣ୍ଡିଯିବା, ଚକା ଭାଙ୍ଗିବା ଏବଂ ରଥ ଉପରୁ ଚତୁର୍ଦ୍ଧା ମୂର୍ତ୍ତି ଖସିପଡ଼ିଥିବା ଦାବି କରାଯାଇଛି। ତେବେ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ କୌଣସି ଅଧିକୃତ ବିବୃତ୍ତି ସାମ୍ନାକୁ ଆସିନାହିଁ। ଧାର୍ମିକ ମତାମତ କିମ୍ବା ଅନୁମାନ ନକରି, ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷଙ୍କ ସରକାରୀ ସୂଚନାକୁ ଅପେକ୍ଷା କରିବା ଉଚିତ।
#HirakudRathYatra #Jagannath #Odisha #BreakingNews #OdishaNews #RathYatra
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    19 hrs ago
  • କାହିଁକି_ଆକ୍ସନ_ନେଲା_ପ୍ରଶାସନ #ସିଲ୍_କଲା_ଘରୋଇ_ନର୍ସିଂହୋମ୍ବଡ ଆକ୍ସନ ନେଲେ #କାହିଁକି_ଆକ୍ସନ_ନେଲା_ପ୍ରଶାସନ #ସିଲ୍_କଲା_ଘରୋଇ_ନର୍ସିଂହୋମ୍ ବଡ ଆକ୍ସନ ନେଲେ ବରଗଡ ଜିଲ୍ଲାପାଳ । ଜିଲ୍ଲାର ବିଜେପୁରରେ ଥିବା ଘରୋଇ ନର୍ସିଂହୋମ୍ - ଅମୃତଧାରା କୁ ତହସିଲଦାର ଓ ପୋଲିସ୍ ସିଲ୍ କରିଛନ୍ତି । ତେବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ହସ୍ପିଟାଲ୍ ମାଲିକ । ଶୁଣନ୍ତୁ ....
    1
    କାହିଁକି_ଆକ୍ସନ_ନେଲା_ପ୍ରଶାସନ
#ସିଲ୍_କଲା_ଘରୋଇ_ନର୍ସିଂହୋମ୍ବଡ ଆକ୍ସନ ନେଲେ
#କାହିଁକି_ଆକ୍ସନ_ନେଲା_ପ୍ରଶାସନ
#ସିଲ୍_କଲା_ଘରୋଇ_ନର୍ସିଂହୋମ୍
ବଡ ଆକ୍ସନ ନେଲେ ବରଗଡ ଜିଲ୍ଲାପାଳ । ଜିଲ୍ଲାର ବିଜେପୁରରେ ଥିବା ଘରୋଇ ନର୍ସିଂହୋମ୍ - ଅମୃତଧାରା କୁ ତହସିଲଦାର ଓ ପୋଲିସ୍ ସିଲ୍ କରିଛନ୍ତି । ତେବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ହସ୍ପିଟାଲ୍ ମାଲିକ । ଶୁଣନ୍ତୁ ....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    19 hrs ago
  • ତଲସରା ପୋଲିସ ସହିତ ଅବକାରୀ ବିଭାଗ ର ବଡ଼ ସଫଳତା l ମଦ ବେପାରୀ ଘରୁ ପିସ୍ତଲ ମାଗାଜିନ ସହିତ ଫେରାର ଆସାମୀ ଗିରଫ l
    1
    ତଲସରା ପୋଲିସ ସହିତ ଅବକାରୀ ବିଭାଗ ର ବଡ଼ ସଫଳତା l ମଦ ବେପାରୀ ଘରୁ ପିସ୍ତଲ ମାଗାଜିନ ସହିତ ଫେରାର ଆସାମୀ ଗିରଫ l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.