୧୮ତମ ମା' ମାହେଶ୍ୱରୀ କ୍ରିକେଟ କପ୍: ପାୟୋନିଅର ପୁରୀ ସେମିଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ବିକଳପୁର ଗ୍ରାମର ପୁରୁଣା ସ୍କୁଲ ଖେଳ ପଡ଼ିଆରେ ହେଉଥିବା ୧୮ ତମ ମା' ମାହେଶ୍ୱରୀ କ୍ରିକେଟ କପ୍ ର ଶୁକ୍ରବାର ମ୍ୟାଚ୍ ରେ ମହାବୀର ଲାୟନ୍ ରାଉରକେଲା କୁ ହରାଇ ପାୟୋନିଅର ପୁରୀ ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ରାଉରକେଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୭୫ରନ କରିଥିଲା। ଦଳର ସାର୍ଥକ ମଝି ୧୯ ରନ ,ଆନନ୍ଦ ସିଂ ୧୦ ରନ କରିଥିଲେ। ବିପକ୍ଷ ପୁରୀ ର ଅଭୟ ପଟ୍ଟନାୟକ ୩ ଟି ଉଇକେଟ ନେଇଥିଲେ। ଜବାବରେ ପୁରୀ ଦଳ ଆବଶ୍ୟକୀୟ ୭୬ ରନ କୁ ୬.୪ ଓଭର ରେ ଗୋଟିଏ ଉଇକେଟ ହରାଇ ସଂଗ୍ରହ କରିଥିଲେ। ଦଳର ଭାଗିରଥି ବେହେରା ୨୬ ବଲ ରୁ ୫୪ ରନ କରିଥିଲେ। ଦ୍ଵିତୀୟ ଫର୍ମାଟ ରେ ରାଉରକେଲା ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୭ ଓଭର ରେ ୨ ଉଇକେଟ ହରାଇ ୬୦ ରନ ସଂଗ୍ରହ କରିଥିଲା। ଦଳର ମାନସ ମୋହନ ୩୪ ରନ କରିଥିଲେ। ବିପକ୍ଷ ପୁରୀ ର ଅଭୟ ପଟ୍ଟନାୟକ ଓ ଆର.ଦେବ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ପୁରୀ ଦଳ ଆବଶ୍ୟକୀୟ ୬୧ ରନ କୁ ୬.୫ ଓଭର ରେ ୬ ଉଇକେଟ ହରାଇ ସଂଗ୍ରହ କରି ଥିଲା। ପୁରୀ ଦଳ ଉଭୟ ଫର୍ମାଟ ରେ ବିଜୟୀ ହୋଇ ମ୍ୟାଚ ର ବିଜେତା ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ଆୟୋଜକ ସଭାପତି ରାମ ପ୍ରସାଦ କର୍ଣ୍ଣ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ କେନ୍ଦ୍ରାପଡା ନବ ନିର୍ମାଣ ଶ୍ରମିକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲାର ସଭାପତି କର୍ଣ୍ଣରାଜ ପଧାନ, ସ୍ବେଚ୍ଛାସେବୀ ଆନନ୍ଦ ବିଶ୍ଵାଳ,କ୍ରୀଡାବିତ ପ୍ରାଣବନ୍ଧୁ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରୀ ର ଭାଗିରଥି ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ କୁ ଶ୍ରୀବନ୍ତ ନାୟକ ଓ ସୁବାସ ଭାଏନା ପରିଚାଳନା କରିଥିବା ବେଳେ ପ୍ରଭୁଦତ୍ତ ପ୍ରଧାନ ସ୍କୋରିଙ୍ଗ ଏବଂ ବି l ଏସ ରାଓ ଏବଂ ଦେବେନ୍ଦ୍ର ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ଶନିବାର ଦିନ ପାୟୋନିଅର ପୁରୀ ଏବଂ ଡି ସି ଏ ବୌଦ ମଧ୍ୟରେ ଆନ୍ତିକ ସେମି ଫାଇନାଲ ମ୍ୟାଚ୍ ହେବ ବୋଲି ଆୟୋଜକ ସଙ୍କୀର୍ତ୍ତନ ସାହୁ ପ୍ରକାଶ କରିଛନ୍ତି।
୧୮ତମ ମା' ମାହେଶ୍ୱରୀ କ୍ରିକେଟ କପ୍: ପାୟୋନିଅର ପୁରୀ ସେମିଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ବିକଳପୁର ଗ୍ରାମର ପୁରୁଣା ସ୍କୁଲ ଖେଳ ପଡ଼ିଆରେ ହେଉଥିବା ୧୮ ତମ ମା' ମାହେଶ୍ୱରୀ କ୍ରିକେଟ କପ୍ ର ଶୁକ୍ରବାର ମ୍ୟାଚ୍ ରେ ମହାବୀର ଲାୟନ୍ ରାଉରକେଲା କୁ ହରାଇ ପାୟୋନିଅର ପୁରୀ ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ରାଉରକେଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୭୫ରନ କରିଥିଲା। ଦଳର ସାର୍ଥକ ମଝି ୧୯ ରନ ,ଆନନ୍ଦ ସିଂ ୧୦ ରନ କରିଥିଲେ। ବିପକ୍ଷ ପୁରୀ ର ଅଭୟ ପଟ୍ଟନାୟକ ୩ ଟି ଉଇକେଟ ନେଇଥିଲେ। ଜବାବରେ ପୁରୀ ଦଳ ଆବଶ୍ୟକୀୟ ୭୬ ରନ କୁ ୬.୪ ଓଭର ରେ ଗୋଟିଏ ଉଇକେଟ ହରାଇ ସଂଗ୍ରହ କରିଥିଲେ। ଦଳର ଭାଗିରଥି ବେହେରା ୨୬ ବଲ ରୁ ୫୪ ରନ କରିଥିଲେ। ଦ୍ଵିତୀୟ ଫର୍ମାଟ ରେ ରାଉରକେଲା ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୭ ଓଭର ରେ ୨ ଉଇକେଟ ହରାଇ ୬୦ ରନ ସଂଗ୍ରହ କରିଥିଲା। ଦଳର ମାନସ
ମୋହନ ୩୪ ରନ କରିଥିଲେ। ବିପକ୍ଷ ପୁରୀ ର ଅଭୟ ପଟ୍ଟନାୟକ ଓ ଆର.ଦେବ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ପୁରୀ ଦଳ ଆବଶ୍ୟକୀୟ ୬୧ ରନ କୁ ୬.୫ ଓଭର ରେ ୬ ଉଇକେଟ ହରାଇ ସଂଗ୍ରହ କରି ଥିଲା। ପୁରୀ ଦଳ ଉଭୟ ଫର୍ମାଟ ରେ ବିଜୟୀ ହୋଇ ମ୍ୟାଚ ର ବିଜେତା ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ଆୟୋଜକ ସଭାପତି ରାମ ପ୍ରସାଦ କର୍ଣ୍ଣ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ କେନ୍ଦ୍ରାପଡା ନବ ନିର୍ମାଣ ଶ୍ରମିକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲାର ସଭାପତି କର୍ଣ୍ଣରାଜ ପଧାନ, ସ୍ବେଚ୍ଛାସେବୀ ଆନନ୍ଦ ବିଶ୍ଵାଳ,କ୍ରୀଡାବିତ ପ୍ରାଣବନ୍ଧୁ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରୀ ର ଭାଗିରଥି ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ କୁ ଶ୍ରୀବନ୍ତ ନାୟକ ଓ ସୁବାସ ଭାଏନା ପରିଚାଳନା କରିଥିବା ବେଳେ ପ୍ରଭୁଦତ୍ତ ପ୍ରଧାନ ସ୍କୋରିଙ୍ଗ ଏବଂ ବି l ଏସ ରାଓ ଏବଂ ଦେବେନ୍ଦ୍ର ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ଶନିବାର ଦିନ ପାୟୋନିଅର ପୁରୀ ଏବଂ ଡି ସି ଏ ବୌଦ ମଧ୍ୟରେ ଆନ୍ତିକ ସେମି ଫାଇନାଲ ମ୍ୟାଚ୍ ହେବ ବୋଲି ଆୟୋଜକ ସଙ୍କୀର୍ତ୍ତନ ସାହୁ ପ୍ରକାଶ କରିଛନ୍ତି।
- ସରସରା ପୋଷ୍ଟ ଅଫିସ ରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲା, ଅଭିଯୁକ୍ତ ଗିରଫ, ବୌଦ୍ଧ ପୋଲିସ ପ୍ରେସମିଟ୍1
- बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday1
- କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ1
- #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- କଳିଙ୍ଗା ଘାଟିର ବଗିଚାରେ ବାଘ1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଯୋଗଦେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ସାଂସ୍କୃତିକ ବିକାଶର ବାର୍ତ୍ତା ଦେଲେ।1
- କଳିଙ୍ଗା ଘାଟିରେ ବାଘ ଦେଖିବାକୁ ମିଳିଛି ।1
- Post by KOSAL TIMES1