logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭିବି-ଜୀ-ରାମଜୀ ଯୋଜନା ବିଲ ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରଞ୍ଜିଆ,୧୨/୩(ପାର୍ଥ ପ୍ରଶନ୍ନ ମିଶ୍ର): ଭିବି-ଜୀ-ରାମଜୀ ଯୋଜନା ବିଲ ପ୍ରତ୍ୟାହାର ଦାବିରେ ମନରେଗା ଓ ଅଣସ°ଗଠିତ ଶ୍ରମିକ ସଂଗଠନ ମୟୂରଭଞ୍ଜ, ଗାଁ ସାଥି ମେଟ ସଂଘ କ୍ରିୟାନୁଷ୍ଠାନ କମିଟି ମୟୂରଭଞ୍ଜ ପକ୍ଷରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅବଗତି ମାଧ୍ୟମରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାଶଙ୍କୁ ଏକ ଦାବିପତ୍ର କରଞ୍ଜିଆ ସ୍ଥିତ କାର୍ଯ୍ୟାଳୟ ଠାରେ ପ୍ରଦାନ କରାଯାଇଛି। ଗତ ଡ଼ିସେମ୍ବର ମାସରୁ ନୂତନ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକ ମାନେ ସେମାନଙ୍କ ଶ୍ରମର ପାଉଣା ପାଇ ନାହାଁନ୍ତି। ମୟୂରଭଞ୍ଜ ଜିଲ୍ଲାର ୨୬ ଗୋଟି ବ୍ଲକରେ ମନରେଗା ଜନଶୁଣାଣୀ ଶିବର ଠିକ୍ ଭାବରେ ହେଉନାହିଁ। ଉପଯୁକ୍ତ ଭାବେ ରୋଜଗାର ଦିବସ ପାଳନ ହେଉନାହିଁ, ସ୍ୱଚ୍ଛତା ଏବଂ ଉତ୍ତରଦାୟୀତ୍ୱ ରହୁନାହିଁ, ଭେଣ୍ଡର ଲାଇସେନ୍ସରେ କୋଟି କୋଟି ଟଙ୍କା ହରିଲୁଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୫ ଦିନର ମନରେଗା ମଜୁରୀ ଟଙ୍କା ଅନ୍ୟ ଲୋକଙ୍କ ଏକାଉଣ୍ଟରେ ଦିଆଯାଇ ହରିଲୁଟ,ବିନା ଯନ୍ତ୍ରୀଙ୍କ ଉପସ୍ଥିତିରେ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଇ କୋଟି କୋଟି ଟଙ୍କା ହରିଲୁଟ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଆଇଟିଡିଏ ବିଭାଗ ପକ୍ଷରୁ ମନରେଗା ଟଙ୍କା ଆତ୍ମସାତ ହେଉଛି। ତେଣୁ ଏହି ଅଞ୍ଚଳ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ଆଦି ସହିତ ୨୫ ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ଏବଂ କେନ୍ଦ୍ର ସରକାର ଭିବି-ଜୀ-ରାମଜୀ ଯୋଜନା ବିଲ୍ ପ୍ରତ୍ୟାହାର କରି ସାର୍ବଜନୀନ ଅଧିକାର ଭିତ୍ତିକ ନିଯୁକ୍ତି ଗ୍ୟାରେଣ୍ଟି ଭାବରେ ମନରେଗା ଆଇନ ପୂର୍ବପରି ଲାଗୁ କରିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ଶ୍ରମିକ ନେତା ଚନ୍ଦ୍ର କୁମାର ଶ୍ୟାମଳେନ୍ଦୁ ଦାସଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବାବେଳେ ବିଭୁତି ଭୁଷଣ ନାୟକ,ଶିବଜ୍ୟୋତି ମହାନ୍ତ, ଦିନବନ୍ଧୁ ସିଙ୍କୁ, ଫକିର ମୋହନ ନାୟକ, ଚିତ୍ତରଞ୍ଜନ ସେଠୀ,ମେଘରାଏ ମାରାଣ୍ଡି, ଯୋଗେନ୍ଦ୍ର ନାଥ ନାଏକ, ଗାୟତ୍ରୀ ନାଏକ, ଚାରୁଲତା ସୋରେନ୍,ଦ୍ରୌପଦୀ ନାୟକ,ଇନ୍ଦୁମତୀ ନାଏକ,ରେବତୀ ନାଏକ,କଳିଙ୍ଗା ଦେଇଙ୍କ ସମେତ ବହୁ ଶ୍ରମିକ ନେତା ଓ ମନରେଗା ଶ୍ରମିକ ଉପସ୍ଥିତ ରହିଥିଲେ।

on 12 March
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
on 12 March
8c8b1269-c129-4a31-b2d9-96db1a2c6fe6

More news from ମୟୂରଭଞ୍ଜ and nearby areas
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    ମୟୂରଭଞ୍ଜ•
    20 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    21 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • Gud Gud Santali trading reels video Kedar Kalundia 🙏❤️👍
    1
    Gud Gud Santali trading reels video Kedar Kalundia 🙏❤️👍
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"
    1
    ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ମୟୂରଭଞ୍ଜ ଜିଲ୍ଲା ଲଙ୍ଗଳକଟା ସ୍ଥିତ ଶକ୍ତିମାନ୍ ଜିମ୍ ପକ୍ଷରୁ ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏ ଅବସରରେ ଅନୁଷ୍ଠାନର ପ୍ରତଷ୍ଠାତା ପରେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଏକ ବିଶାଳ କ୍ରୀଡା ଓ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ଠାରେ ସମାପ୍ତ ହୋଇଥିଲା। ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ବିଶିଷ୍ଟ ଶୀଳ୍ପପତି ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉ କି ଏହି ଜିମ୍ ରୁ ତାଲିମ ପ୍ରାପ୍ତ ହୋଇ ଅନେକ ଛାତ୍ର ଛାତ୍ରୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି। ଏଥି ସହିତ କିଛି ଶିକ୍ଷାର୍ଥୀ ଅନେକ ବିଭାଗରେ ଚାକିରି ମଧ୍ୟ କରିଛନ୍ତି। #mayurbhanj #odia #shaktimaan #gym #annualfunction #baripada #mayurbhanjnews #dlhkhabar
    1
    ମୟୂରଭଞ୍ଜ ଜିଲ୍ଲା ଲଙ୍ଗଳକଟା ସ୍ଥିତ ଶକ୍ତିମାନ୍ ଜିମ୍ ପକ୍ଷରୁ ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏ ଅବସରରେ ଅନୁଷ୍ଠାନର ପ୍ରତଷ୍ଠାତା ପରେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଏକ ବିଶାଳ କ୍ରୀଡା ଓ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ଠାରେ ସମାପ୍ତ ହୋଇଥିଲା। ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ବିଶିଷ୍ଟ ଶୀଳ୍ପପତି ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉ କି ଏହି ଜିମ୍ ରୁ ତାଲିମ ପ୍ରାପ୍ତ ହୋଇ ଅନେକ ଛାତ୍ର ଛାତ୍ରୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି। ଏଥି ସହିତ କିଛି ଶିକ୍ଷାର୍ଥୀ ଅନେକ ବିଭାଗରେ ଚାକିରି ମଧ୍ୟ କରିଛନ୍ତି।
#mayurbhanj #odia #shaktimaan #gym #annualfunction #baripada #mayurbhanjnews #dlhkhabar
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews 
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.