logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପଖାଳ ଭାତ ଖାଇ ଝିଅ ମଲା , ମାଇଲେଜ୍ ନେବା ପାଇଁ ଟଣାଓଟରା ନେତା ।

4 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
4 hrs ago

ପଖାଳ ଭାତ ଖାଇ ଝିଅ ମଲା , ମାଇଲେଜ୍ ନେବା ପାଇଁ ଟଣାଓଟରା ନେତା ।

More news from ଓଡ଼ିଶା and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ ବାରିପଦା ତା 14/4 (ପି.ଏନ.ଏସ.) ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା, ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ, ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.
    1
    ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ
ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ 
ବାରିପଦା ତା 14/4 (ପି.ଏନ.ଏସ.)
ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି  ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା,  ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ,  ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର,  ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ବିକାଶ'ର ଆଇନା ଦେଖାଇଲେ ଯୋଗୀ: ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।
    1
    ବିକାଶ'ର ଆଇନା ଦେଖାଇଲେ ଯୋଗୀ:
ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ Pani chatra Bhadrak chatabar /chakadala bottom chatu company
    1
    ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ 
Pani chatra Bhadrak chatabar /chakadala bottom chatu company
    user_SHAURAV 2.0
    SHAURAV 2.0
    Farmer ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • 14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ
    1
    14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    7 hrs ago
  • #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
    1
    #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ 
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    9 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.