Shuru
Apke Nagar Ki App…
୯୧ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତାକର୍ଷକ ପ୍ୟାରେଡ୍, ଶକ୍ତି ଓ ଶୃଙ୍ଖଳାର ଦୃଶ୍ୟ ପ୍ରଦର୍ଶନ 🚔🇮🇳 #OdishaPolice #PoliceFoundationDay #91stPoliceDay #Parade #Discipline #Odisha #ProudMoment #ServeAndProtect #PolicePride #DhenkanalNews
Dhenkanal News
୯୧ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚିତାକର୍ଷକ ପ୍ୟାରେଡ୍, ଶକ୍ତି ଓ ଶୃଙ୍ଖଳାର ଦୃଶ୍ୟ ପ୍ରଦର୍ଶନ 🚔🇮🇳 #OdishaPolice #PoliceFoundationDay #91stPoliceDay #Parade #Discipline #Odisha #ProudMoment #ServeAndProtect #PolicePride #DhenkanalNews
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଭୁବନ ଥାନା ମାଳପୁର ଗ୍ରାମର ଯୁବକ ଆଲୋକ ସାମଲ ଗୁରୁତର ଭାବେ ଭର୍ତ୍ତି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ,ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଆଲୋକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି, ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ମାଳପୁର ଗାମର ପବିତ୍ର ସାମଲଙ୍କ ପୁଅ ଆଲୋକ ସାମଲ ଗତକାଲି ପରେ ଏକ କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ଏକ ସ୍ଲାବରେ ପେଟ ମାଡ ହୋଇଥିଲା । ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ଓ ନର୍ସ ଚିକିତ୍ସା କରିବାରେ ଅବହେରା କରିବାରୁ ଯୁବକ ଆଲୋକର ଜୀବନ ଚାଲିଯାଇଛି । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।1
- Post by Dhenkanal News1
- Post by Dipak Kumar Nayak1
- Post by Narendra Kumar Das1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- Post by Jay kala _ jay Kalinga1
- ଜୟ ନାରାୟଣ ହୋମ୍ ମିନିଷ୍ଟର ହେଲେ, ସବୁ ସରିଯିବ | ସୁର ରାଉତରାୟ ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ସହର ନିକଟ ସ୍ଥାନୀୟ ରିର୍ଜବ ପୋଲିସ ପଡିଆ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଏସପି ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପୋଲିସ ଟିମ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏସପି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଥାନା ଫାଣ୍ଡିରେ କାର୍ଯ୍ୟରତ ପୋଲିସମାନେ ଭଲ କାର୍ଯ୍ୟ କରିଥିବାରୁ ୧୩ଜଣ ପୋଲିସଙ୍କୁ ଏସପି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ୪ଜଣ ଅବସରପ୍ରାପ୍ତ ପୋଲିସ୍ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିରେ ଦିନରେ ଏସପି ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଇଥିଲେ ।1