Shuru
Apke Nagar Ki App…
କାଶୀପୁର ଡ୍ରାଇଭର ମହାସଂଘ 05,01,2025
3422
କାଶୀପୁର ଡ୍ରାଇଭର ମହାସଂଘ 05,01,2025
More news from Kashipur and nearby areas
- ଘର ପୋଡ଼ି ଯାଇଥିବା ବୁଢ଼ୀ ମାଉସୀ ଙ୍କ ପାଖରେ କାଶୀପୁର ବ୍ଲକ ଡମ୍ ସମାଜ ପୋହଞ୍ଚିି ସାହାଯ୍ୟ ର ହାତ ବଢେ଼ଇଲେ।1
- କାଶୀପୁର ଡ୍ରାଇଭର ମହାସଂଘ 05,01,20251
- ରଚନା ସାହୁଙ୍କ ଆତ୍ମା ଶାନ୍ତି , ନ୍ୟାୟ ପାଇଁ ଟିକିରି ଠାରେ ସୌଣ୍ଡିକ ସମାଜ ଓ ବଣିକ ସଂଘ ପକ୍ଷରୁ କେଣ୍ଡେଲ ରାଲି।1
- ଆଜିମୃତ ଅର୍ଚ୍ଚନା ସାହୁଙ୍କ ଆତ୍ମା ଶାନ୍ତି ନିମନ୍ତେ ଏକ କେଣ୍ଡେଲ ରାଲୀ ଟିକିରି ଠାରେ ସହୃଦୟ ବ୍ୟକ୍ତି ଯୋଗ ଦିଅନ୍ତୁ।1
- ଟିକିରି କୁ ବ୍ଳକ ମାନିୟତ ପାଇଁ ଜର ଧରିଲା । Times of kalinga1
- କୋଶଲ କରାଟେ ସ୍କୁଲ ଥୁଆମୂଳ ରାମପୁର ଆନୁକୂଲ୍ୟରେ ଗୋଜୁ ରି୍ୟୁ କରାଟେ ଟ୍ରେନିଂ କ୍ୟାମ୍ପ ଆୟୋଜିତ (05/01) (ରିପୋର୍ଟ-ହିତେଶ କୁମାର ନାଏକ)1
- ନି।ଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ। ରିପୋର୍ଟର ନରୋତ୍ତମ ପାଢ଼ୀ ସାହୋଜଗ ଗୋପୀନାଥ ଗୋଡ ରାୟଗଡ଼ - ଏକାଠି ହେଲେ ଏକାଦଶୀ ଗ୍ରୁପ୍, ନିଆରା ଢଙ୍ଗରେ ପାଳିଲେ ବନ ମହୋତ୍ସବ। ରାୟଗଡ଼ ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦିର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ। ପିତାମହଲ ସ୍ଥିତ ସେଞ୍ଚୁରୀୟନ୍ ୟୁନିଭରସିଟି ସବୁଜ ବନାନୀ ପ୍ରମୋଦ ଉଦ୍ୟାନରେ ଏକ ପ୍ରକାର ଉତ୍ସବର ମହଲ ସୃଷ୍ଟି ହୋଇଥିଲା। ମାସରେ ଦୁଇଥର ଏକାଦଶୀ ତିଥିରେ ବ୍ରତ ପାଳନ କରୁଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ ମହିଳା ମାନେ ନିଜ ନିଜର ପୁଅ, ଝିଅ, ବୋହୁ ଏବଂ ନାତି ନାତୁଣୀ ସହିତ ଉପସ୍ଥିତ ଥିଲେ। ବର୍ଷ ସାରା ପୁଜା ପାଠ ଓ ପରିବାର ବ୍ୟସ୍ତତା ମଧ୍ୟରେ ଥାଇ ଆଜି କିଛି ସମୟ ବାହାର କରି ପରଷ୍ପର ସହ ବଡ଼ ଆନନ୍ଦର ସହ ଦେଖା ସାକ୍ଷାତ ହୋଇଥିଲେ। ଏହି ବନ ମହୋତ୍ସବରେ ମଧ୍ୟ ନିରାମିଷ ଭୋଜନ ଓ ବିନା ପିଆଜ ରସୁଣ ସାଙ୍ଗକୁ ସମସ୍ତ ବ୍ୟଞ୍ଜନ ଗୁଆ ଘିଅରେ ପ୍ରସ୍ତୁତ କରା ଯାଇଥିଲା। ତତ୍ ସାଙ୍ଗକୁ ଆଧୁନିକ ଗୀତକୁ ବାଦ୍ ଦିଆଯାଇ ଭଜନ ଓ ସଙ୍କୀର୍ତ୍ତନ ମାଧ୍ଯମରେ ଝୁମି ଉଠିଥିଲେ ମହିଳା ମାନେ। ଏହି କାର୍ଯ୍ୟକ୍ରମ ଗୀତା, ଭାଗବତ, ରାମାୟଣ, ପ୍ରଶ୍ନତ୍ତରି ପ୍ରତିଯୋଗିତା ସାଙ୍ଗକୁ ଭଜନ ଜଣାଣ, ଓ ନୃତ୍ୟ ପ୍ରତିଯୋଗିତା, ମ୍ୟୁଜିକାଲ୍ ଚେୟାର, ଲେମ୍ବୁ ଚାମଚ ଭଳି ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଟିତ ହୋଇଥିଲା। ଉକ୍ତ ପ୍ରତିଯୋଗିତା ଗୁଡ଼ିକ ମଧ୍ୟରୁ ଲେମୁ ଚାମଚରେ ଶ୍ରୀମତୀ ଭବାନୀ ପଟ୍ଟନାୟକ ପ୍ରଥମ, ରାସେଶ୍ୱରୀ ପାଢ଼ୀ ଦ୍ୱିତୀୟ, ସୁନନ୍ଦା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବିଜୟ ଲକ୍ଷ୍ମୀ ପଣ୍ଡା, ଦିପା ତ୍ରିପାଠୀ ଦ୍ୱିତୀୟ ଏବଂ ଭବାନି ପଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତା ଗୁଡ଼ିକୁ ସୁପରିଚାଳନା କରିବା ନିମନ୍ତେ ଶ୍ରୀମତୀ ସୁଜ୍ଞାନି ପାଢ଼ୀ, ପ୍ରଦିପ୍ତା ଦାସ, ଶାନ୍ତିଲତା ପାଳ ଏବଂ ମିନତି ସାହୂ ପ୍ରମୁଖ ଉପସ୍ଥିତ ଥିଲେ। ଏହିଭଳି ବନ ମହୋତ୍ସବ ପାଳନକୁ ଦେଖି ସେଞ୍ଚୁରୀୟନ ୟୁନିଭେରସିଟି ର ପରିଚାଳନା ଅଧ୍ୟକ୍ଷ ଭୂରି ଭୂରି ପ୍ରଶଂସା କରିବା ସହ ଆଧୁନିକ ଯୁଗରେ ଲୁପ୍ତ ହୋଇଯାଉଥିବା ସଂସ୍କୃତି ପରମ୍ପରା ଓ ସଭ୍ୟତାକୁ ବଜାୟ ରଖିବା ନିମନ୍ତେ ଏହି ପ୍ରୟାସ ଜାରି ରହୁ ବୋଲି ବ୍ରାହ୍ମଣ ସାହି ଏକାଦଶୀ ଗ୍ରୁପର ସମସ୍ତ ସଦସ୍ୟା ମାନଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବନ ମହୋତ୍ସବରେ ରାଧକାନ୍ତ ମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ଟୁକୁଲି ପାଢ଼ୀ, ମନ୍ଦିର ପୂଜକ ବାପି ପାଳ ଏବଂ ବ୍ରାହ୍ମଣ ଗୋସେଇଁ କାଳୀ ଚରଣ ରଥ ଉପସ୍ଥିତ ଥିଲେ।4
- Finally Bahuta Dina pare Try Karutili itz_your_popu_03 #m5guru_❤️🔥💫 #trending #trendingreels #reels #m5guru #instgram #new #odia #rayagada #n07nicky28 #itz_your_popu_03 #1