Shuru
Apke Nagar Ki App…
ଆମ୍ବେଦକର ଜୟନ୍ତୀ ଅବସରରେ ଭୁବନେଶ୍ୱର ସୁଦରପଦା ବୋତଣ୍ଡା ବସ୍ତି,ରେ ସାମାଜିକ ସମରସତା ମଞ୍ଚ ଦ୍ୱାରା କୁନି କୁନି ପିଲାମାନଙ୍କ ଦ୍ୱାରା ଆମ୍ବେଦକରଙ୍କ ର ଚିତ୍ର ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ. #rishitv #Bhubaneswar #NewsUpdate #odisha #AmbedkarJayanti #ambedkar #Compition #held #OdishaNews #debate #competition
Ranjan hota
ଆମ୍ବେଦକର ଜୟନ୍ତୀ ଅବସରରେ ଭୁବନେଶ୍ୱର ସୁଦରପଦା ବୋତଣ୍ଡା ବସ୍ତି,ରେ ସାମାଜିକ ସମରସତା ମଞ୍ଚ ଦ୍ୱାରା କୁନି କୁନି ପିଲାମାନଙ୍କ ଦ୍ୱାରା ଆମ୍ବେଦକରଙ୍କ ର ଚିତ୍ର ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ. #rishitv #Bhubaneswar #NewsUpdate #odisha #AmbedkarJayanti #ambedkar #Compition #held #OdishaNews #debate #competition
More news from ଓଡ଼ିଶା and nearby areas
- Post by Ranjan hota1
- ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.1
- Post by Dipak Kumar Nayak1
- Post by News odia odisha1
- ସିନେମା କଥା କହୁ କହୁ କାନ୍ଦି ପକାଇଲେ ଅଭିନେତା | ସିନେମାର ମେସେଜ୍ ସାରା ଦୁନିଆ ଜାଣିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l1
- ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର* ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।3
- Post by Ranjan hota1