Shuru
Apke Nagar Ki App…
"ମଣ୍ଡିରେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିଛି, କିନ୍ତୁ ଚାଷୀଙ୍କ ଠାରୁ ସରକାର କିଣୁ ନାହାଁନ୍ତି" #Bhubaneswar #OdishaCongress #congresspressmeet #FarmersIssues #bjpgovt #LatestNews #odishabhaskar
Odisha Bhaskar
"ମଣ୍ଡିରେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିଛି, କିନ୍ତୁ ଚାଷୀଙ୍କ ଠାରୁ ସରକାର କିଣୁ ନାହାଁନ୍ତି" #Bhubaneswar #OdishaCongress #congresspressmeet #FarmersIssues #bjpgovt #LatestNews #odishabhaskar
More news from ଓଡ଼ିଶା and nearby areas
- ରାଉରକେଲା ରେ ବିମାନ ଦୁର୍ଘଟଣା ଗଟିସି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ରାଉଲକେଲାରେ କ୍ରାଶ ହେଇଥିବା ବିମାନର ମାଲିକ ଆସି ପହଞ୍ଚିଲେ ଆଉ କହିଦେଲେ ସତ ଯେ ଏହି ବିମାନରେ ଥିଲା ବଡ଼ ସିକ୍ରେଟ୍ #roukela #trending #odisha #odishabhaskar1
- ଚିରିକିପଡା ଶାସନ ଗ୍ରାମର ଜଳଭାଙ୍ଗି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମର ମାଁ ମାନଙ୍କ ଦ୍ବାରା ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।1
- କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ନିମଖଣ୍ତି ଶ୍ରୀକୃଷ୍ଣସାହୁ ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଶ୍ରୀ ମହୋତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।1
- Post by Swadhin kumar behera1
- ଦୀର୍ଘଦିନର ଅନ୍ତ ଘଟିଛି- ପାହାଡ଼ ସାହି ପିଚୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦେଲେ କନ୍ଧମାଳ ସାଂସଦ ---- ଜି.ଉଦୟଗିରି, ୧୪/୦୧(ଚିନ୍ମୟ) ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାହାଡ଼ ସାହି ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦା ଙ୍କ ତରଫରୁ କରାଯାଇଥିବା ଦୀର୍ଘଦିନର ଦାବି ଓ ଅପେକ୍ଷାର ଅନ୍ତ ଘଟିଛି , ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, କାଉନ୍ସିଲର ଜାକେଶ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ ଓ ଏମଇ ଅସିତ୍ କୁମାର ସେଠୀ ଙ୍କ ଅ଼ଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ର ତତ୍ପରତା ଯୋଗୁଁ ପ୍ରାୟ ୧୪ ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ଛକ ଠାରୁ ନୂଆସାହି ଚର୍ଚ୍ଚ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହି ଅବସରରେ କାଉନ୍ସିଲର ଓ ସାହି ବାସିନ୍ଦା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 🙏1
- Post by Jay kala _ jay Kalinga1
- ପୋଲସରା ବ୍ଲକ୍ ହାତୀଓଟ ଜରାଶ୍ରମ ଠାରେ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡଦୀପ ଶତାବ୍ଦୀ ବର୍ଷ ମହୋତ୍ସବ -(୨୦୨୬) ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1