Shuru
Apke Nagar Ki App…
ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର//IJB NEWS
Sanjoy debnath
ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର//IJB NEWS
More news from Banapur and nearby areas
- ବାଣପୁର ଏନ୍ଏସିର ଅଧ୍ୟକ୍ଷ ଓ କାଉନସିଲରଙ୍କୁ ବିଜେଡ଼ି ସଭାପତି ଶ୍ରୀ Naveen Patnaik ଭେଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ କଳର ଅସହଯୋଗ ବିଷୟରେ ସଭାପତି ଅବଗତ ହେବା ସହ ବିଜେପିର ମିଛ ପ୍ରତିଶ୍ରୁତି ନେଇ ଲୋକଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।1
- ମହିଳାଙ୍କ ନାମରେ ୧୦ କୋଟି ଟଙ୍କାର ଠକେଇ ଅଭିଯୋଗ: ବାଣପୁର ଥାନାରେ ମାମଲା ରୁଜ୍ଜୁ ।।1
- #ନୟାଗଡ଼ରେ ଜାତୀୟ କ୍ରୀଡା ଦିବସ ପାଳିତ #khandapadabarta# #latestupdates# ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିଵସ ଅବସରରେ ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ନୟାଗଡ଼ରେ ମଧ୍ୟ ଏହି ଜାତୀୟ କ୍ରୀଡା ଦିବସକୁ ପାଳନ କରାଯାଇଛି। ଏହି ଅବସରରେ ସକାଳ ୭ଘଟିକା ସମୟରେ ନୟାଗଡ଼ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରା ନୟାଗଡ଼ର କ୍ରୀଡ଼ାପ୍ରେମୀ, ଛାତ୍ରାବାସର ଅନ୍ତେବାସୀଙ୍କୁ ନେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପରେ ପରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ଓ ସ୍ଥାନୀୟ ଫୁଟବଲ ଖେଳାଳିଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ବିଜୟ ଲାଭ କରିଥିଲା। ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁର ଠାରେ ଫୁଟବଲ, ହକି ଓ ଭଲିବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ପୁରୀ ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ତଥା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।1
- ନୟାଗଡ଼ ସରକାରୀ ଜାଗା ଜବର ଦଖଲ କୁ ନେଇ ଗାଁ ରେ ଉତେଜନା I1
- #ଗଜାନନଙ୍କ_ମୂର୍ତ୍ତି_ଗଢିବାରେ_ବ୍ୟସ୍ତ_କାରୀଗର ନୟାଗଡ ଜ଼ିଲ୍ଲା ରଣପୁରରେ ଗଜାନନଙ୍କର ଭଳିକି ଭଳି ମୃଣ୍ମୟ ମୂର୍ତ୍ତି ଗଢିବାରେ ନିମଗ୍ନ କାରିଗର। କିଏ ରଙ୍ଗ ତୁଳୀର ସ୍ପର୍ଶରେ ମୂର୍ତ୍ତିଗୁଡିକୁ ଜୀବନ୍ତ କରାଉଛନ୍ତି ତ ଆଉ କିଏ ମାଟିର ଲେପ ଦେଉଛନ୍ତି।1
- #ଚିକିଟି_ମଦ_ମୃତ୍ୟୁ_୪_ରୁ_୪୦ ଗଂଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୦ ରେ । ଗତ ଅଗଷ୍ଟ ୧୯ ତାରିଖରେ ଚିକିଟି ବ୍ଲକ୍ କେ. ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ କରବାଲୁଆ ଜେନାପୁର ଗ୍ରାମର ୨୩ ଜଣ ଦେଶୀ ରନ୍ଧା ମଦ ପିଇ ଗୁରୁତର ହୋଇ ପଡ଼ିଥିଲେ ।1
- ଦିନକୁ ଦିନ ପରିବେଶ ନଷ୍ଟ ହେବା ସାଙ୍ଗକୁ ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ବୃକ୍ଷ ହିଁ ଜୀବନ ବୋଲି କୁହାଯାଉଛି । ତଥାପି ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ । ହେଲେ କିନ୍ତୁ ଗଂଜାମ ଜିଲ୍ଲା ଅ।ସିକା ବ୍ଲକ ବାବନପୁର ଗ୍ରାମ ପଂଚାୟତର ସରପଂଚ ସଂଜୟ କୁମାର ନାଏକ ଗଛର ମଣିଷ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । କାରଣ ସେ ପ୍ରକୃତିକୁ ବଂଚାଇ ରଖିବା ପାଇଁ ଗାଁ ଗାଁରେ ବୃକ୍ଷ ରୋପଣ କରିବା ସହ ନିଜ ଗାଡିରେ ବୃକ୍ଷ ରୋପଣର ସଚେତନତା ବାର୍ତ୍ତା ଲଗାଇ ଘୁରି ବୁଲନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ସେ ଉଦାହରଣ ପାଲିଛନ୍ତି ।1
- ଦେ ମୋତେ ବାଇୟା କରି//ଅଭିରାମ ପରମହଂସ ଦେବ ଭଜନ1