Shuru
Apke Nagar Ki App…
ଦିନକୁ ଦିନ ପରିବେଶ ନଷ୍ଟ ହେବା ସାଙ୍ଗକୁ ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ବୃକ୍ଷ ହିଁ ଜୀବନ ବୋଲି କୁହାଯାଉଛି । ତଥାପି ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ । ହେଲେ କିନ୍ତୁ ଗଂଜାମ ଜିଲ୍ଲା ଅ।ସିକା ବ୍ଲକ ବାବନପୁର ଗ୍ରାମ ପଂଚାୟତର ସରପଂଚ ସଂଜୟ କୁମାର ନାଏକ ଗଛର ମଣିଷ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । କାରଣ ସେ ପ୍ରକୃତିକୁ ବଂଚାଇ ରଖିବା ପାଇଁ ଗାଁ ଗାଁରେ ବୃକ୍ଷ ରୋପଣ କରିବା ସହ ନିଜ ଗାଡିରେ ବୃକ୍ଷ ରୋପଣର ସଚେତନତା ବାର୍ତ୍ତା ଲଗାଇ ଘୁରି ବୁଲନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ସେ ଉଦାହରଣ ପାଲିଛନ୍ତି ।
Muna Behera

More news from Ganjam and nearby areas
- #ଚିକିଟି_ମଦ_ମୃତ୍ୟୁ_୪_ରୁ_୪୦ ଗଂଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୦ ରେ । ଗତ ଅଗଷ୍ଟ ୧୯ ତାରିଖରେ ଚିକିଟି ବ୍ଲକ୍ କେ. ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ କରବାଲୁଆ ଜେନାପୁର ଗ୍ରାମର ୨୩ ଜଣ ଦେଶୀ ରନ୍ଧା ମଦ ପିଇ ଗୁରୁତର ହୋଇ ପଡ଼ିଥିଲେ ।1
- ଦିନକୁ ଦିନ ପରିବେଶ ନଷ୍ଟ ହେବା ସାଙ୍ଗକୁ ଜଙ୍ଗଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ବୃକ୍ଷ ହିଁ ଜୀବନ ବୋଲି କୁହାଯାଉଛି । ତଥାପି ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ । ହେଲେ କିନ୍ତୁ ଗଂଜାମ ଜିଲ୍ଲା ଅ।ସିକା ବ୍ଲକ ବାବନପୁର ଗ୍ରାମ ପଂଚାୟତର ସରପଂଚ ସଂଜୟ କୁମାର ନାଏକ ଗଛର ମଣିଷ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । କାରଣ ସେ ପ୍ରକୃତିକୁ ବଂଚାଇ ରଖିବା ପାଇଁ ଗାଁ ଗାଁରେ ବୃକ୍ଷ ରୋପଣ କରିବା ସହ ନିଜ ଗାଡିରେ ବୃକ୍ଷ ରୋପଣର ସଚେତନତା ବାର୍ତ୍ତା ଲଗାଇ ଘୁରି ବୁଲନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ସେ ଉଦାହରଣ ପାଲିଛନ୍ତି ।1
- ବ୍ରହ୍ମପୁର ସହରରେ ଆଜି...1
- #ଦୁର୍ଘଟଣାରେ_ଦମ୍ପତିଙ୍କ_ମୃତ୍ୟୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ୧୬ ଛକରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ଦୁର୍ଗା ପ୍ରସାଦ ମିଶ୍ର ଓ ତାଙ୍କ ପତ୍ନୀ ଚିନ୍ମୟରାଣୀ ଶତପଥି1
- ଟ୍ରକ ବାଇକ୍ ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ ( ବ୍ରହ୍ମପୁର)1
- ଗୋପାଳପୁର Sea beach ରେ Seafood ର ମଜା1
- ଗଞ୍ଜାମ-ଗୋପାଳପୁର ବନ୍ଦର ପରିସରରେ ରହିଥିବା ମତ୍ସଜୀବିଙ୍କ ମାଛ ମାରିବାକୁ ଯିବା ପାଇଁ ରହିଥିବା କେନାଳର ସ୍ଥାୟୀ ମରାମତି ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେଲା ଆଲୋଚନା...1
- ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ! pranatitvtv57401