କବିସୂର୍ଯ୍ୟନଗର : ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ରେ କ୍ରୀଡା ଉତ୍ସବ,ଆସିକା ବିଧାୟକ କଲେ ଉଦଘାଟନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ପିଏମ ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ଥରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଅଧକ୍ଷତା ରେ ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଉଦଘାଟନ କରିଥିଲେ l ବିଧାୟକ ବିଦ୍ୟାଳୟ ରେ ପହଞ୍ଚିବା ପରେ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଯାଇଥିଲା l ବିଧାୟକ କ୍ରୀଡା ମଶାଲ ଧରି ବିଦ୍ୟାଳୟ ରେ ପହଞ୍ଚି କ୍ରୀଡା ପତକା ଉତ୍ତୋଳନ କରିଥିଲେ l ଏହି ଅବସରରେ କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରାସାଦ ନାୟକ,ଏବିଇଓ ଜୟସେନ ସେଠି,ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ର ଅଧକ୍ଷ ଙ୍କ ସମେତ କ୍ଲଷ୍ଟର ର ସିଆରସିସି, ଏବଂ ଅଞ୍ଚଳର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ l କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଉତୀନ୍ନ ଛାତ୍ର ଛାତ୍ରୀ ମଣ୍ଡଳ ସ୍ଥରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ବେଳେ କୃତିତ୍ୱ ଛାତ୍ର ଛାତ୍ରୀ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ଲାଗି ମନୋନୀତ ହେବେ l
କବିସୂର୍ଯ୍ୟନଗର : ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ରେ କ୍ରୀଡା ଉତ୍ସବ,ଆସିକା ବିଧାୟକ କଲେ ଉଦଘାଟନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ପିଏମ ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ଥରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଅଧକ୍ଷତା ରେ ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଉଦଘାଟନ କରିଥିଲେ l ବିଧାୟକ ବିଦ୍ୟାଳୟ ରେ ପହଞ୍ଚିବା ପରେ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଯାଇଥିଲା l ବିଧାୟକ କ୍ରୀଡା ମଶାଲ ଧରି ବିଦ୍ୟାଳୟ ରେ ପହଞ୍ଚି କ୍ରୀଡା ପତକା ଉତ୍ତୋଳନ କରିଥିଲେ l ଏହି ଅବସରରେ କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରାସାଦ ନାୟକ,ଏବିଇଓ ଜୟସେନ ସେଠି,ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ର ଅଧକ୍ଷ ଙ୍କ ସମେତ କ୍ଲଷ୍ଟର ର ସିଆରସିସି, ଏବଂ ଅଞ୍ଚଳର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ l କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଉତୀନ୍ନ ଛାତ୍ର ଛାତ୍ରୀ ମଣ୍ଡଳ ସ୍ଥରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ବେଳେ କୃତିତ୍ୱ ଛାତ୍ର ଛାତ୍ରୀ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ଲାଗି ମନୋନୀତ ହେବେ l
- କବିସୂର୍ଯ୍ୟନଗର : ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ରେ କ୍ରୀଡା ଉତ୍ସବ,ଆସିକା ବିଧାୟକ କଲେ ଉଦଘାଟନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ପିଏମ ଶ୍ରୀ ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ଥରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଅଧକ୍ଷତା ରେ ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଉଦଘାଟନ କରିଥିଲେ l ବିଧାୟକ ବିଦ୍ୟାଳୟ ରେ ପହଞ୍ଚିବା ପରେ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଯାଇଥିଲା l ବିଧାୟକ କ୍ରୀଡା ମଶାଲ ଧରି ବିଦ୍ୟାଳୟ ରେ ପହଞ୍ଚି କ୍ରୀଡା ପତକା ଉତ୍ତୋଳନ କରିଥିଲେ l ଏହି ଅବସରରେ କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରାସାଦ ନାୟକ,ଏବିଇଓ ଜୟସେନ ସେଠି,ମର୍ଦ୍ଧରାଜ ଉଚ୍ଚ ବିଦ୍ୟାଳୟ ର ଅଧକ୍ଷ ଙ୍କ ସମେତ କ୍ଲଷ୍ଟର ର ସିଆରସିସି, ଏବଂ ଅଞ୍ଚଳର ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ l କ୍ଲଷ୍ଟର ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଉତୀନ୍ନ ଛାତ୍ର ଛାତ୍ରୀ ମଣ୍ଡଳ ସ୍ଥରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ବେଳେ କୃତିତ୍ୱ ଛାତ୍ର ଛାତ୍ରୀ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ଲାଗି ମନୋନୀତ ହେବେ l1
- ସାକ୍ଷୀଙ୍କୁ ଧମକ ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ଜେଲ୍ ଭିତରୁ ଫୋନ୍ରେ ଧମକ ଦେବା ଅଭିଯୋଗ; ସିସିଟିଭି ଓ କଲ୍ ରେକର୍ଡ ଯାଞ୍ଚ, ତଦନ୍ତ ଜାରି ସାକ୍ଷୀଙ୍କୁ ଧମକ ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ଜେଲ୍ ଭିତରୁ ଫୋନ୍ରେ ଧମକ ଦେବା ଅଭିଯୋଗ; ସିସିଟିଭି ଓ କଲ୍ ରେକର୍ଡ ଯାଞ୍ଚ, ତଦନ୍ତ ଜାରି ବ୍ରହ୍ମପୁର, ୧୭/୯: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍ ଭିତରୁ ଫୋନ୍ ଯୋଗେ ଧମକ ଦେବା ଅଭିଯୋଗକୁ ନେଇ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ବ୍ରହ୍ମପୁରର ରାଜନୈତିକ ଓ ଆଇନ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି। ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ଜେଲ୍ ଭିତରୁ ଫୋନ୍ କରି ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା। ଏହି ଫୋନ୍ କଲ୍ ଘଟଣାରେ ବିକ୍ରମ ପଣ୍ଡାଙ୍କ ସମେତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ବନ୍ଦୀ ଥିବା ମଦନ ଦଳାଇ ଏବଂ ଜେଲ୍ରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ମୋବାଇଲ୍ ବ୍ୟବହାର ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ପକ୍ଷରୁ ଜେଲ୍ ଭିତରର ସିସିଟିଭି ଫୁଟେଜ୍ ଏବଂ ଫୋନ୍ କଲ୍ ରେକର୍ଡ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଯାଞ୍ଚରୁ ଅଭିଯୋଗ ସମ୍ପର୍କିତ କିଛି ତଥ୍ୟ ମିଳିଥିବା ପୁଲିସ କହିଛି। ଲଳିତ ମଙ୍ଗରାଜଙ୍କ ଅଭିଯୋଗ ଆଧାରରେ ପୁଲିସ ୩୫୫/୨୬ ନମ୍ବରରେ ମାମଲା ରୁଜୁ କରି ଘଟଣାର ବିଭିନ୍ନ ଦିଗ ତଦନ୍ତ କରୁଛି। ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ଙ୍କ ସୂଚନା ଅନୁଯାୟୀ, ଜେଲ୍ରେ କାର୍ଯ୍ୟରତ ଡାକ୍ତରଙ୍କ ମୋବାଇଲ୍ ବ୍ୟବହାର ହୋଇଥିବା ନେଇ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯାଇଛି। ତଦନ୍ତରେ ଡାକ୍ତରଙ୍କ ସମ୍ପୃକ୍ତି ପ୍ରମାଣିତ ହେଲେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍ପି କହିଛନ୍ତି। ପ୍ରକାଶ ଥାଉକି, ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ଘଟିଥିଲା। ଏହି ମାମଲାରେ ବିକ୍ରମ ପଣ୍ଡା ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାର ମଧ୍ୟରେ ଜେଲ୍ରେ ଥିବା ସମୟରେ ସାକ୍ଷୀଙ୍କୁ ଫୋନ୍ରେ ଧମକ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି। ବିଶେଷକରି ଜେଲ୍ ଭିତରେ ମୋବାଇଲ୍ ଫୋନ୍ କିପରି ବ୍ୟବହାର ହେଲା, ଏହା କାହା ମାଧ୍ୟମରେ ଉପଲବ୍ଧ ହେଲା ଏବଂ ଘଟଣା ସମ୍ପର୍କରେ ଜେଲ୍ କତୃପକ୍ଷ ଜାଣିପାରିଲେନି କେମିତି, ଅଭିଯୋଗ ଦାଖଲରେ ବିଳମ୍ବର କାରଣ କ’ଣ—ଏସବୁ ପ୍ରଶ୍ନ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ପୁଲିସ ଏହି ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବା ବେଳେ ସିସିଟିଭି ଫୁଟେଜ୍, କଲ୍ ରେକର୍ଡ ସହ ଅନ୍ୟାନ୍ୟ ତଥ୍ୟ ଆଧାରରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏଥିସହ ଜେଲ୍ ଭିତରେ ବ୍ୟବସ୍ଥା କୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି।4
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha left motavadi Panchayat breaking news4
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- The development has raised concern over the health and recovery of the orangutans. Medical care, nutrition and continuous monitoring remain crucial as authorities focus on their well-being. orangutans anaemia, orangutan health news, orangutan anaemia news, Odisha orangutan news, Kanak News, Odisha News, orangutan health update, animal health news, wildlife news Odisha, orangutan latest news, anaemia in orangutans, wildlife health alert, animal care Odisha, orangutan treatment, breaking news Odisha, latest Odisha news, viral Odisha news, wildlife rescue news, orangutan medical update, animal health update, Odisha wildlife news, Kanak News Odisha, orangutan condition, wildlife care India, animal rescue news, latest wildlife news1
- ବୁଗୁଡ଼ା ବ୍ଲକ ୱାର୍ଡ ନଂ-2 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ର କିଛି ଦୃଶ୍ୟ ରହିଛି1
- ଆସିକା : ଉଗ୍ର ହେଉଛି ଶ୍ରମିକ ଆନ୍ଦୋଳନ, ଦୀର୍ଘ ସାତଦିନ ହେଲା ନୂଆଗାଁ ଚିନି ଶିଳ୍ପର ଆଗରେ ଧାରଣାରେ ବସିଛନ୍ତି ଏନ୍. ଏମ୍. ଆର୍ ଶ୍ରମିକ ଛିଡ଼ୁନି ବିବାଦ l ଦୀର୍ଘ ସାତଦିନ ହେଲା କାର୍ଯ୍ୟ ଛାଡି ଆନ୍ଦୋଳ ରେ ଶ୍ରମିକ l କମ୍ପାନୀ କାମ ଠପ l ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳୁଛି ଶ୍ରମିକ ଙ୍କୁ ସମର୍ଥନ l ଏଆଇଟିୟୁସି ପକ୍ଷରୁ ଜାରିରହିଛି ଗଣ ଧାରଣା l ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପ ଆଗରେ ଧାରଣାରେ ବସିଛନ୍ତି ଚିନି ଶିଳ୍ପର ଏନ୍. ଏମ୍. ଆର୍ ଶ୍ରମିକ l ତିନି ଦଫା ଦାବି ନେଇ ଦୀର୍ଘ ସାତ ଦିନହେଲା ଶ୍ରମିକ ମାନେ ଚିନିକଳ ମୁଖ୍ୟ ଫାଟକ ଆଗରେ ଗଣ ଧାରଣାରେ ବସିଥିବା ବେଳେ ବନ୍ଦ ପଡିଛି ସମସ୍ତ କାମ l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାର ଚେତାବନୀ ଦେଇଥିବା ବେଳେ ଦୀର୍ଘ ଦିନ ପରେବି ଚିନି କଳ କତୃପକ୍ଷ ଙ୍କ ନୀରବତା କୁ ନେଇ ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ l1
- ଲୁହ ଭରିଦେଲା ଭସାଣ ଖୁସି । କାଳ ହେଲା ଭସାଣି ଯାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ ୧୨ ଜଣ ନେଇଛନ୍ତି ସଲୀଳ ସମାଧୀ। ଜଗତସିଂହପୁରରେ ୪ ଜଣଙ୍କ ଜୀବନ ଯାଇଥିବବେଳେ ବୀରମିତ୍ରପୁରରେ ଚାଲିଯାଇଛି ୩ ନାବାଳିକାଙ୍କ ଜୀବନ । ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଗଣେଶ ଭସାଣି ବେଳେ ନଦୀରେ ବୁଡିଯାଇଥିଲେ ୪ ଯୁବକ । ସୁନ୍ଦରଗଡ଼ ବୀରମିତ୍ରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଆସିକାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଗପହଣ୍ଡିରେ ଜଣକର ଜୀବନ ଯାଇଛି । ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ଦଶମନ୍ତପୁରରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୨ ଜଣଙ୍କର ମୃତ୍ୟୁ ଯୋଗୁ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । The joy of idol immersion turned tragic as 12 people died in separate drowning incidents across Odisha. Four youths drowned during Ganesh idol immersion near Pandua Gopalpur in Jagatsinghpur, while three people died in Birmitrapur of Sundargarh district. Two deaths were reported from Asika and one from Digapahandi in Ganjam, while one person died in Chandabali of Bhadrak. In Dasamantpur of Koraput, one person died after drowning in a pond while bathing. The deaths in a single day have cast a pall of gloom across the affected areas. The Fire Services department has advised people to remain alert and cautious during idol immersion.1