-: ଝାରସୁଗୁଡ଼ା ଜିଲା ଉଶୁ ଦଳର ଚମତ୍କାର ପ୍ରଦର୍ଶନ, ହାତେଇଲେ ମୋଟ ୧୬ ପଦକ :- ତା: ୨୬।୮।୨୬: ବେଲପାହାଡ଼ଠାରେ ଅନୁଷ୍ଠିତ ୩୨ ତମ ରାଜ୍ୟସ୍ତରୀୟ ଉଶୁ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲା ଉଶୁ ଦଳର ପ୍ରତିଯୋଗୀମାନେ ଉତ୍ତମ ପ୍ରଦର୍ଶନ କରି ମୋଟ ୧ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ହାସଲ କରି ଜିଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ଉଶୁ ଅନ୍ତର୍ଗତ ତାଓଲୁ ବିଭାଗରେ ଲୋମଦର ମାଝୀ କିଆଂଶୁ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ଜିଆଂଶୁ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇଛନ୍ତି। ସାନ୍ୟା ସିଂହ ଦାଓଶୁ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ଖୁସି ଜେନା ଗ୍ରୁପ୍–ବି ଚାଙ୍ଗକୁଆନ୍ ଇଭେଣ୍ଟରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି।ସାଣ୍ଡା ବିଭାଗରେ ୯ ବର୍ଷରୁ କମ୍ ୨୮ କେଜି ବର୍ଗରେ କବୀର ସିଂହ, ସବ୍ଜୁନିୟର ୩୬ କେଜିରେ ରୋଶନ ଲାକ୍ରା, ୪୦ କେଜିରେ ନବଦୀପ ମରେଇ, ଜୁନିୟର ୪୮ କେଜିରେ ଟିଙ୍କୁ ଲାକ୍ରା, ୬୦ କେଜିରେ ସୌରଭ ବଢେଇ, ସିନିୟର ମହିଳା ୫୨ କେଜିରେ ଅନନ୍ୟା ସିଂହ, ଜୁନିୟର ମହିଳା ୪୫ କେଜିରେ ୟାସମି ବାନୋ, ୟୁଥ୍ ୬୦ କେଜିରେ ମାନସ ସରାଫ ଏବଂ ଜୁନିୟର ୫୬ କେଜିରେ ଉମା କୁର୍ମୀ କାଂସ୍ୟ ପଦକ ଜିତିଛନ୍ତି।ଜୁନିୟର ମହିଳା ୪୮ କେଜି ବର୍ଗରେ ଭୁବନେଶ୍ୱରୀ ଭୋଇ ରୌପ୍ୟ ପଦକ ହାସଲ କରିଥିବା ବେଳେ ସବ୍ଜୁନିୟର ୪୮ କେଜିରେ ହରିପ୍ରିୟା ମେହେର ରୌପ୍ୟ ଏବଂ ୫୨ କେଜିରେ ଆୟେଶା ବାନୋ କାଂସ୍ୟ ପଦକ ଅର୍ଜନ କରିଛନ୍ତି। ଝାରସୁଗୁଡ଼ା ଜିଲା ଉଶୁ ସଂଘର ସଭାପତି ବିଜୟ ବେହେରା ଓ ଉପସଭାପତି ହମିଦ ମହାପାତ୍ର, କ୍ରୀଡ଼ା ପ୍ରେମୀ ଶୈଳେଶ ବହିଦାର ସମସ୍ତ ବିଜେତା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଜିଲା ଦଳର ଏହି ସଫଳତା ଝାରସୁଗୁଡ଼ାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।

- -: ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :- -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍ମାନ୍ ଭାଇ :- ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍ଜିତ୍ ଓ ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମସ୍ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟିର ମକ୍ସୁଦ୍ ଆଲମ୍, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍, ମହମ୍ମଦ ଶିରାଜ୍, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।2
- 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews1
- ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee #bargarh #controversy #Singing #westernodisha #Sambalpurinews1
- ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ରେ ଶାନ୍ତି ଶୃଙ୍ଖଳା ସହିତ ପବିତ୍ର ମହମ୍ମଦ ଜନ୍ମଦିନ ପାଳନ କରାଗଲା l1
- ହସ ଉଲ୍ଲାସ ସହିତ ବନଡେଗା ରେ ମହମ୍ମଦ ଜନ୍ମଦିବସ ପାଳିତ ହୋଇଯାଇଛି1
- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି1
- ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l1
- BPSC TRE 4 अभ्यर्थियों के प्रदर्शन के दौरान महिला पुलिस हुई बेहोश! 😱 . . #BPSCTRE4 #BPSC #BiharNews #PatnaNews #BPSCProtest #raghu__creator__100k BPSC TRE 4 अभ्यर्थियों के प्रदर्शन के दौरान महिला पुलिस हुई बेहोश! 😱 . . #BPSCTRE4 #BPSC #BiharNews #PatnaNews #BPSCProtest #raghu__creator__100k1