Shuru
Apke Nagar Ki App…
ଗଜପତି ଜିଲ୍ଲା rto କାର୍ଯ୍ୟାଳୟ ରେ ଅଗ୍ନି କାଣ୍ଡ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରୁଛନ୍ତି
Ansubhai Pandey
ଗଜପତି ଜିଲ୍ଲା rto କାର୍ଯ୍ୟାଳୟ ରେ ଅଗ୍ନି କାଣ୍ଡ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରୁଛନ୍ତି
More news from ଓଡ଼ିଶା and nearby areas
- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ପର୍ବର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ପର୍ବର ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ1
- ନିଟ୍ ସଫଳତା: ଆଦିବାସୀ ଛାତ୍ରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।4
- ସ୍ୱାକ ସଂଗଠନର ସଂକଳ୍ପ..... ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ଅଧିକାର, ସୁରକ୍ଷା ହେଉଛି ଶ୍ରମିକଙ୍କ ମୌଳିକ ଅଧିକାର ନିଜ ଅଞ୍ଚଳରେ ନିଜ ଗାଁ ପରିବାର ସାଥିରେ ରହି ରୋଜଗାର ପନ୍ଥା ଆପଣେଇଲେ ପରିବାର ବନ୍ଧୁଜନ ସମସ୍ତେ ଭବିଷ୍ୟତର ଅନିଶ୍ଚିତ ଦୁଃଖରୁ ଦୁରରେ ରହିବେ।1
- କୋଶଲ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। ସୋନପୁର କୋଶଲ ଉଚ୍ଚ ବିଦ୍ୟାଳୟରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। #My_Self_Voice #Please_Like_Comment_And_Subscribe. 🙏1
- ଏକ କାର ରୁ ବିଫୁଲ ଗଞ୍ଜେଇ ଜବତ ଜଣେ ଜଣେ ଗିରଫ ଜବତ କଲା ମନମୁଣ୍ଡା ପୁଲିସ ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ, ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି ।3
- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ1
- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେମୁଣ୍ଡା ଠାରେ ରକ୍ଷାବନ୍ଧନ ପାଳିତ।1
- #ଯବାନଙ୍କ_କୋହଭରା_ଆବେଦନ "ମୁଁ ଦେଶ ସେବା କରିବି ନା ପରିବାରକୁ ବଞ୍ଚାଇବି? ନ୍ୟାୟ ନମିଳିଲେ ନିଜକୁ ଗୁଳି କରିଦେବି।" ଏଲଓସିରେ ମୁତୟନ ଥିବା ଉତ୍ତରପ୍ରଦେଶର ଯବାନ ବୀର ବାହାଦୂର ସିଂହଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍। ଗାଁରେ ବାପା-ମାଆ ଓ ଗର୍ଭବତୀ ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଭାଙ୍ଗିପଡ଼ିଲେ ସେନା ଯବାନ। #IndianArmy #IndianSoldierViralVideo #VeerBahadurSingh #LOCSoldier #DeoriaNews #UPPolice #SambadDigital1
- ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ ରାୟଗଡ଼ା ଜିଲ୍ଲା ବିଷମ କଟକରେ ଦୋକାନ ଭାଙ୍ଗି ଚୋରି ଅଭିଯୋଗ। ଏସ୍ବିଆଇ ଏଟିଏମ୍ ଓ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା Sky Mobiles Sales & Service ଦୋକାନର ଗୃହ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ଭି. ଦେବୀ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ଦୋକାନରୁ ପ୍ରାୟ ୩୦ ହଜାର ଟଙ୍କା ନଗଦ, ୧୦ଟି ନୂଆ ମୋବାଇଲ୍ ଫୋନ୍ ଏବଂ ଗ୍ରାହକଙ୍କ ୧୦ଟି ମୋବାଇଲ୍ ଫୋନ୍ ଚୋରି ହୋଇଛି। ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଉଦ୍ଧାର ପାଇଁ ପୋଲିସର ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ଚୋରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।4