logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ

3 hrs ago
user_Prime time press
Prime time press
Agistment service Nayagarh, Odisha•
3 hrs ago

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ

More news from Odisha and nearby areas
  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ
    1
    ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ
    user_Prime time press
    Prime time press
    Agistment service Nayagarh, Odisha•
    3 hrs ago
  • English Grammar Study Material by ଆଦର୍ଶ ବିଦ୍ୟାଳୟ କୋଚିଂ ABC Nuagaon What is Modal ?
    1
    English Grammar Study Material by ଆଦର୍ଶ ବିଦ୍ୟାଳୟ କୋଚିଂ ABC Nuagaon
What is Modal ?
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    4 hrs ago
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ରାକ୍ଷୀ ଭେଟି,,, ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ,, ସୁଭଦ୍ରା ଭଉଣୀ ମାନଙ୍କୁ ରାକ୍ଷୀ ଭେଟି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ସୁଭଦ୍ରା ଭଉଣୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ ନୟାଗଡ଼ ଜିଲ୍ଲା ଲାଠିପଡା ପଡିଆରେ ବିଶାଳ ଜନ ସମାଗମ ଡିବିଟ ମାଧ୍ୟମରେ ସିଧାସଳଖ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ସୁଭଦ୍ରା ପଞ୍ଚମ କିସ୍ତି
    1
    ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ରାକ୍ଷୀ ଭେଟି,,, ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ,,
ସୁଭଦ୍ରା ଭଉଣୀ ମାନଙ୍କୁ ରାକ୍ଷୀ ଭେଟି 
ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ସୁଭଦ୍ରା ଭଉଣୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ 
ନୟାଗଡ଼ ଜିଲ୍ଲା ଲାଠିପଡା ପଡିଆରେ ବିଶାଳ ଜନ ସମାଗମ 
ଡିବିଟ ମାଧ୍ୟମରେ ସିଧାସଳଖ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ସୁଭଦ୍ରା ପଞ୍ଚମ କିସ୍ତି
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    8 hrs ago
  • Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
    1
    Slug-  କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

Anchor-  କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
Slug-  କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
Anchor-  କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    1 hr ago
  • Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    1
    Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    1 hr ago
  • ଗଞ୍ଜାମ ଜିଲ୍ଲା ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ । ଆସିକା ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ ଉପଲବ୍ଧ ହୋଇପାରିବ। ଆର.ଟି.ଓ ଅଫିସ ପରି ଆସିକା କ୍ୟାମ୍ପ ଅଫିସରେ ମଧ୍ଯ ସମସ୍ତ ଗାଡି ସମ୍ଭନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ । ଜନସାଧାରଣଙ୍କୁ ସଠିକ ସମୟରେ ତ୍ବରିତ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦୃଢ ନିଷ୍ପତି ବଳରେ ଆସିକାରେ ଆଚଂଳିକ ପରିବହନ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇଛି । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟାରେ ଆଜି ଆସିକାରେ ପରିବହନ କ୍ୟାମ୍ପ ଅଫିସ ଶୁଭଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଞ୍ଜାମ ଜିଲ୍ଲା ଭି.କିର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆର.ଟି.ଓ ଭାଗିରଥ୍ ନାୟକ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ,ଆସିକାପୌରପାଳିକା ଅଧ୍ଯକ୍ଷା ବିନେତା ସ୍ଵାଇଁ, ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୂର କୁମାର ସାହୁ, ଜେ.ଆର.ଏମ.ଭି.ଆଇ ଶୁଭାଶିଷ ମହାରଣା, ଏ.ଟି.ଏସ.ଆ ଏସ.କେ.ଆସୁଦ୍ଧିନ ସମେତ ବହୁ ଅଧୂକାରୀ ଯୋଗ ଦେଇଥିଲେ । ସରକାରଙ୍କ ଏଭିଳି ନିଷ୍ପତି ପାଇଁ ବହୁ ସଚେତନ ନାଗରିକ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ୟାମ୍ପ ଖୋଲିବା ଦ୍ବାରା ଜନସାଧାରଣ ଆହୁରୀ ଅଧିକରୁ ଅଧୂକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ ।

ଆସିକା ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ ଉପଲବ୍ଧ ହୋଇପାରିବ। ଆର.ଟି.ଓ ଅଫିସ ପରି ଆସିକା କ୍ୟାମ୍ପ ଅଫିସରେ ମଧ୍ଯ ସମସ୍ତ ଗାଡି ସମ୍ଭନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ । ଜନସାଧାରଣଙ୍କୁ ସଠିକ ସମୟରେ ତ୍ବରିତ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦୃଢ ନିଷ୍ପତି ବଳରେ ଆସିକାରେ ଆଚଂଳିକ ପରିବହନ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇଛି । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟାରେ ଆଜି ଆସିକାରେ ପରିବହନ କ୍ୟାମ୍ପ ଅଫିସ ଶୁଭଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଞ୍ଜାମ ଜିଲ୍ଲା ଭି.କିର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆର.ଟି.ଓ ଭାଗିରଥ୍ ନାୟକ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ,ଆସିକାପୌରପାଳିକା ଅଧ୍ଯକ୍ଷା ବିନେତା ସ୍ଵାଇଁ, ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୂର କୁମାର ସାହୁ, ଜେ.ଆର.ଏମ.ଭି.ଆଇ ଶୁଭାଶିଷ ମହାରଣା, ଏ.ଟି.ଏସ.ଆ ଏସ.କେ.ଆସୁଦ୍ଧିନ ସମେତ ବହୁ ଅଧୂକାରୀ ଯୋଗ ଦେଇଥିଲେ । ସରକାରଙ୍କ ଏଭିଳି ନିଷ୍ପତି ପାଇଁ ବହୁ ସଚେତନ ନାଗରିକ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ୟାମ୍ପ ଖୋଲିବା ଦ୍ବାରା ଜନସାଧାରଣ ଆହୁରୀ ଅଧିକରୁ ଅଧୂକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ନେପାଳ ବିଭୀଷିକା ଏହା କେବଳ ସମ୍ଭବ ହୁଏ ପ୍ରକୃତି ସହିତ ଖେଳ ଖେଳିବା ରେ ।
    1
    ନେପାଳ ବିଭୀଷିକା ଏହା କେବଳ ସମ୍ଭବ ହୁଏ ପ୍ରକୃତି ସହିତ ଖେଳ ଖେଳିବା ରେ ।
    user_Prime time press
    Prime time press
    Agistment service Nayagarh, Odisha•
    9 hrs ago
  • ରାସୋଳ ଥାନା ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା.ଶଶୁର ଘର ଗାଁର କାଜୁ ଗଛରୁ ଜ୍ୱାଇଁ ଙ୍କ ମୃତ ଦେହ ଠାବ. ହିନ୍ଦୋଳ ରାସୋଳ ଥାନା ବ୍ରହ୍ମପୁର ଗାଁରେ ଅଭନୀୟ ଘଟଣା ଘଟିଯାଇଛି. ନିଜ ଶଶୁର ଘର ଗାଁରୁ ଠାବ ହେଲା ଜ୍ୱାଇଁଙ୍କ କାଜୁ ଗଛରୁ ମୃତ ଦେହ. ହତ୍ୟା କି ଆତ୍ମହତ୍ୟା ସନ୍ଦେହ. ପରିବାର ପକ୍ଷରୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଅପଚେଷ୍ଟା ଅଭିଯୋଗ.
    1
    ରାସୋଳ ଥାନା ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା.ଶଶୁର ଘର ଗାଁର କାଜୁ ଗଛରୁ ଜ୍ୱାଇଁ ଙ୍କ ମୃତ ଦେହ ଠାବ.
ହିନ୍ଦୋଳ ରାସୋଳ ଥାନା ବ୍ରହ୍ମପୁର ଗାଁରେ ଅଭନୀୟ ଘଟଣା ଘଟିଯାଇଛି. ନିଜ ଶଶୁର ଘର ଗାଁରୁ ଠାବ ହେଲା ଜ୍ୱାଇଁଙ୍କ କାଜୁ ଗଛରୁ ମୃତ ଦେହ. ହତ୍ୟା କି ଆତ୍ମହତ୍ୟା ସନ୍ଦେହ. ପରିବାର ପକ୍ଷରୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଅପଚେଷ୍ଟା ଅଭିଯୋଗ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.