ଗଞ୍ଜାମ ଜିଲ୍ଲା ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ । ଆସିକା ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ ଉପଲବ୍ଧ ହୋଇପାରିବ। ଆର.ଟି.ଓ ଅଫିସ ପରି ଆସିକା କ୍ୟାମ୍ପ ଅଫିସରେ ମଧ୍ଯ ସମସ୍ତ ଗାଡି ସମ୍ଭନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ । ଜନସାଧାରଣଙ୍କୁ ସଠିକ ସମୟରେ ତ୍ବରିତ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦୃଢ ନିଷ୍ପତି ବଳରେ ଆସିକାରେ ଆଚଂଳିକ ପରିବହନ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇଛି । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟାରେ ଆଜି ଆସିକାରେ ପରିବହନ କ୍ୟାମ୍ପ ଅଫିସ ଶୁଭଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଞ୍ଜାମ ଜିଲ୍ଲା ଭି.କିର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆର.ଟି.ଓ ଭାଗିରଥ୍ ନାୟକ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ,ଆସିକାପୌରପାଳିକା ଅଧ୍ଯକ୍ଷା ବିନେତା ସ୍ଵାଇଁ, ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୂର କୁମାର ସାହୁ, ଜେ.ଆର.ଏମ.ଭି.ଆଇ ଶୁଭାଶିଷ ମହାରଣା, ଏ.ଟି.ଏସ.ଆ ଏସ.କେ.ଆସୁଦ୍ଧିନ ସମେତ ବହୁ ଅଧୂକାରୀ ଯୋଗ ଦେଇଥିଲେ । ସରକାରଙ୍କ ଏଭିଳି ନିଷ୍ପତି ପାଇଁ ବହୁ ସଚେତନ ନାଗରିକ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ୟାମ୍ପ ଖୋଲିବା ଦ୍ବାରା ଜନସାଧାରଣ ଆହୁରୀ ଅଧିକରୁ ଅଧୂକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ

- ଗଞ୍ଜାମ ଜିଲ୍ଲା ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ । ଆସିକା ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ ଉପଲବ୍ଧ ହୋଇପାରିବ। ଆର.ଟି.ଓ ଅଫିସ ପରି ଆସିକା କ୍ୟାମ୍ପ ଅଫିସରେ ମଧ୍ଯ ସମସ୍ତ ଗାଡି ସମ୍ଭନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ । ଜନସାଧାରଣଙ୍କୁ ସଠିକ ସମୟରେ ତ୍ବରିତ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦୃଢ ନିଷ୍ପତି ବଳରେ ଆସିକାରେ ଆଚଂଳିକ ପରିବହନ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇଛି । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟାରେ ଆଜି ଆସିକାରେ ପରିବହନ କ୍ୟାମ୍ପ ଅଫିସ ଶୁଭଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଞ୍ଜାମ ଜିଲ୍ଲା ଭି.କିର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆର.ଟି.ଓ ଭାଗିରଥ୍ ନାୟକ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ,ଆସିକାପୌରପାଳିକା ଅଧ୍ଯକ୍ଷା ବିନେତା ସ୍ଵାଇଁ, ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୂର କୁମାର ସାହୁ, ଜେ.ଆର.ଏମ.ଭି.ଆଇ ଶୁଭାଶିଷ ମହାରଣା, ଏ.ଟି.ଏସ.ଆ ଏସ.କେ.ଆସୁଦ୍ଧିନ ସମେତ ବହୁ ଅଧୂକାରୀ ଯୋଗ ଦେଇଥିଲେ । ସରକାରଙ୍କ ଏଭିଳି ନିଷ୍ପତି ପାଇଁ ବହୁ ସଚେତନ ନାଗରିକ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ୟାମ୍ପ ଖୋଲିବା ଦ୍ବାରା ଜନସାଧାରଣ ଆହୁରୀ ଅଧିକରୁ ଅଧୂକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଆସିକା : ବିଭିନ୍ନ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ,ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ସହର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଦ୍ୟାମନ୍ଦିର ସ୍କାଉଟ ଗାଇଡ଼ ମାନଙ୍କ ଦ୍ୱାରା ମହାଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସକାଳୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଦ୍ୟାମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ରୀତିନୀତି ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ l ପରେ ପରେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ପରସ୍ପର କୁ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧି ହେଲା ପରେ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ବାସ ଭବନରେ ପହଞ୍ଚି ବିଧାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ ବିଧାୟକ ସ୍କାଉଟ ଗାଇଡ଼ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପରେ ଆସିକା ନଗରପାଳିକା ବିନେତା ସ୍ୱାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ ଥାନା ଅଧିକାରୀ ସୁଧୀର କୁମାର ସାହୁ ବିଦ୍ୟାଳୟ ସହସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ରାକ୍ଷୀ ବାନ୍ଧିଥିଲେ l ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗାଇଡ଼ କ୍ୟାପଟେନ ଲିନା କୁମାରୀ ସ୍ୱାଇଁ ପରିଚାଳନା କରିଥିଲେ l ତତ ସହିତ ବିଦ୍ୟାମନ୍ଦିରର , ଗୁରୁଜୀ ଗୁରୁମା ରାଜେଶ କୁମାର ସ୍ୱାଇଁ ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ,ସନ୍ତୋଷୀ ସାହୁ, ରୋଶନୀ ଲେଙ୍କା, ଟି ସାଧନା ଦାସ, ମୃନାଲ ଦେଵୀ, ମୋନାଲିସା ପଣ୍ଡା, ସଂଗୀତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l1
- ଗଜପତି ଜିଲ୍ଲା rto କାର୍ଯ୍ୟାଳୟ ରେ ଅଗ୍ନି କାଣ୍ଡ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରୁଛନ୍ତି1
- ବ୍ରହ୍ମପୁର ଲକ୍ଷ୍ମୀ ଟୋୟୋଟା ସୋରୁମ୍ ରେ ଭୟାଭୟ ଅଗ୍ନିକାଣ୍ଡ ,ଭୋର ସକାଳୁ ଟ୍ରାନସଫର୍ମର ଶର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବ୍ରହ୍ମପୁର ଲକ୍ଷ୍ମୀ ଟୋୟୋଟା ସୋରୁମ୍ ରେ ଭୟାଭୟ ଅଗ୍ନିକାଣ୍ଡ ,ଭୋର ସକାଳୁ ଟ୍ରାନସଫର୍ମର ଶର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି1
- ସ୍ୱାକ ସଂଗଠନର ସଂକଳ୍ପ..... ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ଅଧିକାର, ସୁରକ୍ଷା ହେଉଛି ଶ୍ରମିକଙ୍କ ମୌଳିକ ଅଧିକାର ନିଜ ଅଞ୍ଚଳରେ ନିଜ ଗାଁ ପରିବାର ସାଥିରେ ରହି ରୋଜଗାର ପନ୍ଥା ଆପଣେଇଲେ ପରିବାର ବନ୍ଧୁଜନ ସମସ୍ତେ ଭବିଷ୍ୟତର ଅନିଶ୍ଚିତ ଦୁଃଖରୁ ଦୁରରେ ରହିବେ।1
- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ1
- English Grammar Study Material by ଆଦର୍ଶ ବିଦ୍ୟାଳୟ କୋଚିଂ ABC Nuagaon What is Modal ?1
- ଏ କଣ କଲା ପୋଲିସ ? ଛଟପଟ ହେଲେ ଯୁବତୀ ଗଣେଶ ପାଣିଗ୍ରାହୀ ରିପୋର୍ଟ1