ଆସିକା : ବିଭିନ୍ନ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ,ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ସହର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଦ୍ୟାମନ୍ଦିର ସ୍କାଉଟ ଗାଇଡ଼ ମାନଙ୍କ ଦ୍ୱାରା ମହାଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସକାଳୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଦ୍ୟାମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ରୀତିନୀତି ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ l ପରେ ପରେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ପରସ୍ପର କୁ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧି ହେଲା ପରେ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ବାସ ଭବନରେ ପହଞ୍ଚି ବିଧାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ ବିଧାୟକ ସ୍କାଉଟ ଗାଇଡ଼ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପରେ ଆସିକା ନଗରପାଳିକା ବିନେତା ସ୍ୱାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ ଥାନା ଅଧିକାରୀ ସୁଧୀର କୁମାର ସାହୁ ବିଦ୍ୟାଳୟ ସହସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ରାକ୍ଷୀ ବାନ୍ଧିଥିଲେ l ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗାଇଡ଼ କ୍ୟାପଟେନ ଲିନା କୁମାରୀ ସ୍ୱାଇଁ ପରିଚାଳନା କରିଥିଲେ l ତତ ସହିତ ବିଦ୍ୟାମନ୍ଦିରର , ଗୁରୁଜୀ ଗୁରୁମା ରାଜେଶ କୁମାର ସ୍ୱାଇଁ ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ,ସନ୍ତୋଷୀ ସାହୁ, ରୋଶନୀ ଲେଙ୍କା, ଟି ସାଧନା ଦାସ, ମୃନାଲ ଦେଵୀ, ମୋନାଲିସା ପଣ୍ଡା, ସଂଗୀତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l

- ଆସିକା : ବିଭିନ୍ନ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ,ସ୍କାଉଟ ଓ ଗାଇଡ଼ ଛାତ୍ର ଛାତ୍ରୀ ସହର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବିଦ୍ୟାମନ୍ଦିର ସ୍କାଉଟ ଗାଇଡ଼ ମାନଙ୍କ ଦ୍ୱାରା ମହାଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସକାଳୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟା ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଦ୍ୟାମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ରୀତିନୀତି ପରମ୍ପରା ଅନୁଯାୟୀ ରକ୍ଷା ବନ୍ଧନ ଉତ୍ସବ ଆରମ୍ଭ କରିଥିଲେ l ପରେ ପରେ ବିଦ୍ୟାମନ୍ଦିରର ସମସ୍ତ ଛାତ୍ର ଛାତ୍ରୀ ପରସ୍ପର କୁ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧି ହେଲା ପରେ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ବାସ ଭବନରେ ପହଞ୍ଚି ବିଧାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ ବିଧାୟକ ସ୍କାଉଟ ଗାଇଡ଼ ମାନଙ୍କୁ ମିଠା ଖୁଆଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପରେ ଆସିକା ନଗରପାଳିକା ବିନେତା ସ୍ୱାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ ଥାନା ଅଧିକାରୀ ସୁଧୀର କୁମାର ସାହୁ ବିଦ୍ୟାଳୟ ସହସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ରାକ୍ଷୀ ବାନ୍ଧିଥିଲେ l ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଗାଇଡ଼ କ୍ୟାପଟେନ କାଦମ୍ବିନୀ ହୋତା, ଗାଇଡ଼ କ୍ୟାପଟେନ ଲିନା କୁମାରୀ ସ୍ୱାଇଁ ପରିଚାଳନା କରିଥିଲେ l ତତ ସହିତ ବିଦ୍ୟାମନ୍ଦିରର , ଗୁରୁଜୀ ଗୁରୁମା ରାଜେଶ କୁମାର ସ୍ୱାଇଁ ଅଜୟ କୁମାର ପଟ୍ଟନାୟକ, ଅନ୍ତର୍ଯ୍ୟାମି ସାହୁ, ସଙ୍ଗୀତା ପାତ୍ର, ସୁନୀତା କୁମାରୀ ମହାପାତ୍ର,କେ ମାଧବି ଆଚାରୀ,ସନ୍ତୋଷୀ ସାହୁ, ରୋଶନୀ ଲେଙ୍କା, ଟି ସାଧନା ଦାସ, ମୃନାଲ ଦେଵୀ, ମୋନାଲିସା ପଣ୍ଡା, ସଂଗୀତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l1
- #ପାଣି_ପାଇଁ_ଡହଳବିକଳ ବର୍ଷ ବର୍ଷ ଧରି ଜଳକଷ୍ଟ, ପଥର କୂଅର ଅପରିଷ୍କାର ପାଣି ଭରସାରେ ଗୋଛାଗୁଡ଼ାବାସୀ #Odisha #KanakNews1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😱 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଦେଖନ୍ତୁ ଆମ ମଣୀମା ବଡ ଠାକୁର ମହାପ୍ରଭୁଙ୍କ ରଥ ଦର୍ଶନ! ଜୟ ଜଗନ୍ନାଥ1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।1
- ଗଞ୍ଜାମ ଜିଲ୍ଲା ଧରାକୋଟ ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ, ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ ଧରାକୋଟ (ଗଣେଶ ପାଣିଗ୍ରାହୀ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ ଅନ୍ତର୍ଗତ ବରଡାବିଲି ନୂଆ ସାହିରେ ଦୀର୍ଘଦିନ ଧରି ଗୁରୁତର ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୧୩୦ଟି ପରିବାର ଏହି ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ସୋରଡ଼ା–ଆସିକା ମୁଖ୍ୟ ରାସ୍ତା କଡ଼ରେ ଥିବା ସତ୍ତ୍ୱେ ବରଡାବିଲି ନୂଆ ସାହି ଆଜି ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଋଷିକୁଲ୍ୟା ନଦୀ ହିଁ ଏକମାତ୍ର ଭରସା। କିନ୍ତୁ ନଦୀରେ ମୃତ ପଶୁ ଓ ବିଭିନ୍ନ ଆବର୍ଜନା ଭାସିଆସିବା ସହ ବର୍ଷାଦିନେ ପାଣି ଅଧିକ ପ୍ରଦୂଷିତ ହୋଇଯାଉଛି। ଫଳରେ ଲୋକେ ନଦୀ କୂଳରେ ଗାତ ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ମହିଳାମାନେ ପ୍ରତିଦିନ ପ୍ରାୟ ଏକ କିଲୋମିଟର ଦୂରରୁ ମୁଣ୍ଡରେ ପାଣି ବୋହି ଆଣୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସରକାରଙ୍କ ‘ହର ଘର ନଲ’ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ଗ୍ରାମରେ ପହଞ୍ଚିପାରିନାହିଁ। ସୂଚନା ଅନୁସାରେ, ନିକଟସ୍ଥ ଟାଟା କଲୋନୀକୁ ‘ବସୁଧା ଯୋଜନା’ ଅଧୀନରେ ଋଷିକୁଲ୍ୟା ନଦୀରୁ ପାଇପ୍ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ସେହି ରାସ୍ତା ଦେଇ ଯାଇଥିବା ପାଇପ୍ଲାଇନ୍ର ସୁବିଧା ବରଡାବିଲି ନୂଆ ସାହିବାସୀଙ୍କୁ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରକୁ ଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ରାସ୍ତାରୋକ ଆନ୍ଦୋଳନ ସହ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ରିପୋର୍ଟ: ଗଣେଶ ପାଣିଗ୍ରାହୀ,1
- #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ସାମାନ୍ୟ କାରଣରୁ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ହାଣିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଛି। #Tej #Odisha #Ganjam #Kodala_Police1