Shuru
Apke Nagar Ki App…
#ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ସାମାନ୍ୟ କାରଣରୁ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ହାଣିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଛି। #Tej #Odisha #Ganjam #Kodala_Police
Siba Sankar jena

More news from ଓଡ଼ିଶା and nearby areas
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ତ୍ରିରଙ୍ଗା ରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା1
- ବୁଗୁଡ଼ା ୱାର୍ଡ଼ ନଂ 12 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ମାଆ ଙ୍କ ମନ୍ଦିର ର କିଛି ଦୃଶ୍ୟ1
- #ପାଣି_ପାଇଁ_ଡହଳବିକଳ ବର୍ଷ ବର୍ଷ ଧରି ଜଳକଷ୍ଟ, ପଥର କୂଅର ଅପରିଷ୍କାର ପାଣି ଭରସାରେ ଗୋଛାଗୁଡ଼ାବାସୀ #Odisha #KanakNews1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ସାମାନ୍ୟ କାରଣରୁ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ହାଣିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଛି। #Tej #Odisha #Ganjam #Kodala_Police1
- ବେଲଗୁଣ୍ଠା : ୨୮ ଦିନ ହେଲା ଛୋଟ ଶିଶୁ ପେଟରେ ରହିଛି ଲୁହା କଣ୍ଟା,ଚଢିଆପଲ୍ଲି ଢେପ ସାହି ରୁ ଦେଖିବାକୁ ମିଳିଛି ଘଟଣା, ଦେଖନ୍ତୁ ପୁରା ଖବର ତିନି ବର୍ଷ ର ପିଲା ପେଟରେ ରହିଛି ଲୁହା କଣ୍ଟା । ଦିନେକି ଦୁଇ ଦିନ ନୁହେଁ ଦୀର୍ଘ ୨୮ ଦିନ ହେଲା ପେଟରେ ରହିଛି ଲୁହା କଣ୍ଟା ।ଏଭଳି ଘଟଣା ସାମନାକୁ ଆସିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲି ଢେପ ସାହି ରୁ ।ତୋଫାନ ଜେନାଙ୍କ ସାନ ପୁଅ ଆକାଶ ଗତ ଜୁଲାଇ ମାସ ୨୯ ତାରିଖରେ ଖେଳୁଥିବା ସମୟରେ ଏକ ଦୁଇ ଇଞ୍ଚ ଲୁହା କଣ୍ଟା ଗୋଟାଇ ତାକୁ ଢୁକି ଦେଇଥିଲା ।ପୁଅ ବାପା ଙ୍କୁ ଲୁହା କଣ୍ଟା ଖାଇଥିବା କଥା କହିବା ପରେ ବିଚଳିତ ହୋଇ ପଡ଼ିଥିଲେ ପୁରା ପରିବାର ।ପୁଅକୁ ନେଇ ଭଞ୍ଜନଗର ମେଡିକାଲରେ ଏକ୍ସ ରେ କରିବା ପରେ ପେଟରେ ଲୁହା କଣ୍ଟା ଥିବା ଦେଖି ଡାକ୍ତର ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।ହେଲେ ସେଠାରେ ମଧ୍ୟ ଡାକ୍ତର ଏକ୍ସରେ କରାଇ ଦେଖିବା ପରେ ଝାଡ଼ା ଦ୍ୱାରା ବାହାରିବ କହି ଘରକୁ ଫେରାଇ ଦେଇଛନ୍ତି ।ଅନ୍ୟପଟେ ଆଜି ଯାଏଁ ଆକାଶର ପେଟରେ ଲୁହା କଣ୍ଟାଟି ରହିଥିବାରୁ ପରିବାର ଓ ସାହି ପଡୋଶୀ ତାର ଉନ୍ନତ କରାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।1