logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।

1 hr ago
user_Live Odisha NewsUpdate Distric
Live Odisha NewsUpdate Distric
Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
1 hr ago

ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।

More news from ଓଡ଼ିଶା and nearby areas
  • ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।
    1
    ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।
ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha
    4
    my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha 
my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha
    user_Tulasi Pramod Alatia
    Tulasi Pramod Alatia
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    1 hr ago
  • ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଏକ ପଂଚାୟତ ର ବିଦ୍ୟାଳୟ ରେ ତେଲୁଗୁ ସିନିମା ସୁଟିଙ୍ଗି ହେଇଥିବା ବେଳେ ପ୍ରଶାସନ ର ବିନା ଅନୁମତି ରେ କିପରି ହେଲା ଫୁଣି ସରପଞ୍ଚ ନିଜେ ଭାଇରଲ କଲେ
    1
    ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଏକ ପଂଚାୟତ ର ବିଦ୍ୟାଳୟ ରେ ତେଲୁଗୁ ସିନିମା ସୁଟିଙ୍ଗି ହେଇଥିବା ବେଳେ ପ୍ରଶାସନ ର ବିନା ଅନୁମତି ରେ କିପରି ହେଲା ଫୁଣି ସରପଞ୍ଚ ନିଜେ ଭାଇରଲ କଲେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    10 hrs ago
  • ତ୍ରିରଙ୍ଗା ରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା
    1
    ତ୍ରିରଙ୍ଗା  ରେ  ତ୍ରିରଙ୍ଗା  ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା
    user_Gouri shankar mahapatra
    Gouri shankar mahapatra
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    12 hrs ago
  • ବୁଗୁଡ଼ା ୱାର୍ଡ଼ ନଂ 12 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ମାଆ ଙ୍କ ମନ୍ଦିର ର କିଛି ଦୃଶ୍ୟ
    1
    ବୁଗୁଡ଼ା ୱାର୍ଡ଼ ନଂ 12 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ମାଆ ଙ୍କ ମନ୍ଦିର ର କିଛି ଦୃଶ୍ୟ
    user_Sanatan dakua
    Sanatan dakua
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଓଡିଶା ବାହାରକୁ ଚାଲାଣ ଅଭିଯୋଗ ପରେ ଏହାର ତଦନ୍ତ କରି ଗଜପତି ଜିଲ୍ଲା ଅଡବା ପୁଲିସ ହାଇଦ୍ରାବାଦ ୫ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି । ହାଇଦ୍ରାବାଦ ରୁ ୫ ନାବାଳିକା ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ । ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଓଡିଶା ବାହାରକୁ ଚାଲାଣ ଅଭିଯୋଗ ପରେ ଏହାର ତଦନ୍ତ କରି ଗଜପତି ଜିଲ୍ଲା ଅଡବା ପୁଲିସ ହାଇଦ୍ରାବାଦ ୫ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କଟାମା ଗାଁର ରାଜ କୁମାର ବସ୍ତ୍ରରାୟଙ୍କୁ ଗିରଫ କରାଯାଇଛି । ରାୟଗଡା, କନ୍ଧମାଳ ଓ ଗଜପତି ସୀମାନ୍ତବର୍ତୀ ଅଞ୍ଚଳର ନାବାଳିକାମାନଙ୍କୁ ଚାକିରି ଦେବା ଆଳରେ ପ୍ରଲୋଭନ ଦେବା ଆଳରେ ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଖବରରୁ ଜଣାପଡିଛି, ଅଡବା ଅଞ୍ଚଳର ଜଣେ ମହିଳା ସରପଞ୍ଚ ନାବାଳିକାମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ଗତ ୧୭ ତାରିଖରେ କେସ ନଂ ୧୮୦/୨୬ ରେ ଏକ ମାମଲା ରୁଜୁ କରାଯାଇ ଆର,ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ନାବାଳିକାମାନଙ୍କୁ ହାଇଦ୍ରାବାଦ ନିଆଯାଇଥିବା ସୂଚନା ପାଇ ପୁଲିସ ଏକ ସ୍ବତନ୍ତ ଟିମ୍ ଗଠନ ହୋଇଥିଲା । ଅଡବା ଥାନା ସହକାରୀ ଅଧିକାରୀ ନଳନୀ କହଁରଙ୍କ ନେତୃତ୍ବରେ ଟିମ୍ ହାଇଦ୍ରାବାଦ ଯାଇଥିଲା । ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଏକ ନିଦ୍ଦିଷ୍ଟ ସ୍ଥାନରେ ୫ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସମସ୍ତ ନାବାଳିକାଙ୍କୁ ୧୫ରୁ ୨୦ ହଜାର ଦେଖାଇ ଦଲାଲ ଅନ୍ୟ ରାଜ୍ୟକୁ ନେଇଥିଲେ । ନାବାଳିକାଙ୍କ ଅଧାର କାର୍ଡରେ ଜନ୍ମ ତାରିଖରେ ବୟସ ଅଧିକ ଦର୍ଶାଇ ସେମାନଙ୍କୁ ସାବାଳିକା ଭାବେ ଦର୍ଶାଯାଇଥିଲା । । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜ କୁମାରଙ୍କୁ ଗିରଫ କରାଯାଇଥିଲା । ଉଦ୍ଧାର ନାବାଳିକାମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ଆଇନ ଅନୁଯାୟୀ ସେମାନଙ୍କ ଡାକ୍ତରୀ ପରୀକ୍ଷୀ, ସୁରକ୍ଷିତ ପ୍ରତ୍ୟାବର୍ତନ ଓ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ଏହାର ଅଧିକ ତଦନ୍ତ କରାଯାଉଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଅଡବା ୬ ଜଣ ନାବାଳିକା ସହ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ।
    1
    ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଓଡିଶା  ବାହାରକୁ ଚାଲାଣ ଅଭିଯୋଗ ପରେ ଏହାର ତଦନ୍ତ କରି ଗଜପତି ଜିଲ୍ଲା ଅଡବା ପୁଲିସ ହାଇଦ୍ରାବାଦ ୫ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ।
ହାଇଦ୍ରାବାଦ ରୁ ୫ ନାବାଳିକା ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ ।
ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଓଡିଶା  ବାହାରକୁ ଚାଲାଣ ଅଭିଯୋଗ ପରେ ଏହାର ତଦନ୍ତ କରି ଗଜପତି ଜିଲ୍ଲା ଅଡବା ପୁଲିସ ହାଇଦ୍ରାବାଦ ୫ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କଟାମା ଗାଁର ରାଜ କୁମାର ବସ୍ତ୍ରରାୟଙ୍କୁ ଗିରଫ କରାଯାଇଛି । ରାୟଗଡା, କନ୍ଧମାଳ ଓ ଗଜପତି ସୀମାନ୍ତବର୍ତୀ ଅଞ୍ଚଳର ନାବାଳିକାମାନଙ୍କୁ ଚାକିରି ଦେବା ଆଳରେ ପ୍ରଲୋଭନ ଦେବା ଆଳରେ ପ୍ରଲୋଭନ  ଦେଖାଇ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।
ଖବରରୁ ଜଣାପଡିଛି, ଅଡବା ଅଞ୍ଚଳର ଜଣେ ମହିଳା ସରପଞ୍ଚ ନାବାଳିକାମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ଗତ ୧୭ ତାରିଖରେ କେସ ନଂ ୧୮୦/୨୬ ରେ ଏକ ମାମଲା ରୁଜୁ କରାଯାଇ ଆର,ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ନାବାଳିକାମାନଙ୍କୁ ହାଇଦ୍ରାବାଦ ନିଆଯାଇଥିବା ସୂଚନା ପାଇ ପୁଲିସ  ଏକ ସ୍ବତନ୍ତ ଟିମ୍ ଗଠନ ହୋଇଥିଲା । ଅଡବା ଥାନା ସହକାରୀ ଅଧିକାରୀ ନଳନୀ କହଁରଙ୍କ ନେତୃତ୍ବରେ ଟିମ୍ ହାଇଦ୍ରାବାଦ ଯାଇଥିଲା । ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଏକ ନିଦ୍ଦିଷ୍ଟ ସ୍ଥାନରେ ୫ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସମସ୍ତ ନାବାଳିକାଙ୍କୁ ୧୫ରୁ ୨୦ ହଜାର ଦେଖାଇ ଦଲାଲ ଅନ୍ୟ ରାଜ୍ୟକୁ ନେଇଥିଲେ । ନାବାଳିକାଙ୍କ ଅଧାର କାର୍ଡରେ ଜନ୍ମ ତାରିଖରେ ବୟସ ଅଧିକ ଦର୍ଶାଇ ସେମାନଙ୍କୁ ସାବାଳିକା ଭାବେ ଦର୍ଶାଯାଇଥିଲା । । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜ କୁମାରଙ୍କୁ ଗିରଫ କରାଯାଇଥିଲା । ଉଦ୍ଧାର ନାବାଳିକାମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି  । ଆଇନ ଅନୁଯାୟୀ  ସେମାନଙ୍କ ଡାକ୍ତରୀ ପରୀକ୍ଷୀ, ସୁରକ୍ଷିତ ପ୍ରତ୍ୟାବର୍ତନ ଓ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ଏହାର ଅଧିକ ତଦନ୍ତ କରାଯାଉଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଅଡବା ୬ ଜଣ ନାବାଳିକା ସହ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ ।
ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    9 hrs ago
  • ଗଞ୍ଜାମ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। #Live_odisha_News_update #FacebookPage
    1
    ଗଞ୍ଜାମ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ
ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ।
#Live_odisha_News_update #FacebookPage
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    14 hrs ago
  • ବେଲଗୁଣ୍ଠା : ୨୮ ଦିନ ହେଲା ଛୋଟ ଶିଶୁ ପେଟରେ ରହିଛି ଲୁହା କଣ୍ଟା,ଚଢିଆପଲ୍ଲି ଢେପ ସାହି ରୁ ଦେଖିବାକୁ ମିଳିଛି ଘଟଣା, ଦେଖନ୍ତୁ ପୁରା ଖବର ତିନି ବର୍ଷ ର ପିଲା ପେଟରେ ରହିଛି ଲୁହା କଣ୍ଟା । ଦିନେକି ଦୁଇ ଦିନ ନୁହେଁ ଦୀର୍ଘ ୨୮ ଦିନ ହେଲା ପେଟରେ ରହିଛି ଲୁହା କଣ୍ଟା ।ଏଭଳି ଘଟଣା ସାମନାକୁ ଆସିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲି ଢେପ ସାହି ରୁ ।ତୋଫାନ ଜେନାଙ୍କ ସାନ ପୁଅ ଆକାଶ ଗତ ଜୁଲାଇ ମାସ ୨୯ ତାରିଖରେ ଖେଳୁଥିବା ସମୟରେ ଏକ ଦୁଇ ଇଞ୍ଚ ଲୁହା କଣ୍ଟା ଗୋଟାଇ ତାକୁ ଢୁକି ଦେଇଥିଲା ।ପୁଅ ବାପା ଙ୍କୁ ଲୁହା କଣ୍ଟା ଖାଇଥିବା କଥା କହିବା ପରେ ବିଚଳିତ ହୋଇ ପଡ଼ିଥିଲେ ପୁରା ପରିବାର ।ପୁଅକୁ ନେଇ ଭଞ୍ଜନଗର ମେଡିକାଲରେ ଏକ୍ସ ରେ କରିବା ପରେ ପେଟରେ ଲୁହା କଣ୍ଟା ଥିବା ଦେଖି ଡାକ୍ତର ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।ହେଲେ ସେଠାରେ ମଧ୍ୟ ଡାକ୍ତର ଏକ୍ସରେ କରାଇ ଦେଖିବା ପରେ ଝାଡ଼ା ଦ୍ୱାରା ବାହାରିବ କହି ଘରକୁ ଫେରାଇ ଦେଇଛନ୍ତି ।ଅନ୍ୟପଟେ ଆଜି ଯାଏଁ ଆକାଶର ପେଟରେ ଲୁହା କଣ୍ଟାଟି ରହିଥିବାରୁ ପରିବାର ଓ ସାହି ପଡୋଶୀ ତାର ଉନ୍ନତ କରାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
    1
    ବେଲଗୁଣ୍ଠା : ୨୮ ଦିନ ହେଲା ଛୋଟ ଶିଶୁ ପେଟରେ ରହିଛି ଲୁହା କଣ୍ଟା,ଚଢିଆପଲ୍ଲି ଢେପ ସାହି ରୁ ଦେଖିବାକୁ ମିଳିଛି ଘଟଣା, ଦେଖନ୍ତୁ ପୁରା ଖବର 
ତିନି ବର୍ଷ ର ପିଲା ପେଟରେ ରହିଛି ଲୁହା କଣ୍ଟା । ଦିନେକି ଦୁଇ ଦିନ ନୁହେଁ ଦୀର୍ଘ ୨୮ ଦିନ ହେଲା ପେଟରେ ରହିଛି ଲୁହା କଣ୍ଟା ।ଏଭଳି ଘଟଣା ସାମନାକୁ ଆସିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲି ଢେପ ସାହି ରୁ ।ତୋଫାନ ଜେନାଙ୍କ ସାନ ପୁଅ ଆକାଶ ଗତ ଜୁଲାଇ ମାସ ୨୯ ତାରିଖରେ ଖେଳୁଥିବା ସମୟରେ ଏକ ଦୁଇ ଇଞ୍ଚ ଲୁହା କଣ୍ଟା ଗୋଟାଇ ତାକୁ ଢୁକି ଦେଇଥିଲା ।ପୁଅ ବାପା ଙ୍କୁ ଲୁହା କଣ୍ଟା ଖାଇଥିବା କଥା କହିବା ପରେ ବିଚଳିତ ହୋଇ ପଡ଼ିଥିଲେ ପୁରା ପରିବାର ।ପୁଅକୁ ନେଇ ଭଞ୍ଜନଗର ମେଡିକାଲରେ ଏକ୍ସ ରେ କରିବା ପରେ ପେଟରେ ଲୁହା କଣ୍ଟା ଥିବା ଦେଖି ଡାକ୍ତର ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।ହେଲେ ସେଠାରେ ମଧ୍ୟ ଡାକ୍ତର  ଏକ୍ସରେ କରାଇ ଦେଖିବା ପରେ ଝାଡ଼ା ଦ୍ୱାରା ବାହାରିବ କହି ଘରକୁ ଫେରାଇ ଦେଇଛନ୍ତି ।ଅନ୍ୟପଟେ ଆଜି ଯାଏଁ ଆକାଶର ପେଟରେ ଲୁହା କଣ୍ଟାଟି ରହିଥିବାରୁ ପରିବାର ଓ ସାହି ପଡୋଶୀ ତାର ଉନ୍ନତ କରାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
    user_Pitabas dash
    Pitabas dash
    Asika, Ganjam•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.