ବବୁଲ କୁ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ସୁକିନ୍ଦା ଗଡ ପଞ୍ଚାୟତ ଅଧୀନ ବାରିକ ସାହି ବାସିନ୍ଦା ସ୍ବର୍ଗତ ଅର୍ଜୁନ ବାରିକ ଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀମାନ ବବୁଲ ବାରିକ , ଜନ୍ମ ରୁ ସଂପୂର୍ଣ୍ଣ ଦୃଷ୍ଟିହୀନ । ସ୍ବର୍ଗତ ଅର୍ଜୁନ ବାରିକ ସୁକିନ୍ଦା ଷ୍ଟେଟ ବ୍ୟାଙ୍କ ରେ ରୋଷେଇ କାମ କରି ଘର ଚଳାନ୍ତି, ମାତ୍ର କି ରୋଗ ହେଲା ଯେ ସେ ୩ ବର୍ଷ ତଳେ ଚାଲିଗଲେ । ଘରେ ବିଧବା ପତ୍ନୀ ଓ ଅନ୍ଧ ପୁଅ ସାଙ୍ଗକୁ ଅନ୍ୟ ଦୁଇ ନାବାଳକ ପୁତ୍ର । ଘରେ ପାଇଖାନା ଖଣ୍ଡେ ନାହିଁ ଶୌଚ ଯିବା ପାଇଁ ତେଣୁ ଦୁଇ ବର୍ଷ ତଳେ ଏକ ଶୌଚାଳୟ ପାଇଁ ବବୁଲ ଆବେଦନ କରିଥିଲେ ମାତ୍ର ଦୁଃଖ ଓ ପରିତାପ ର ବିଷୟ ଆଜି ଯାଏ ତାଙ୍କୁ ପାଇଖାନା ଖଣ୍ଡେ ମିଳିଲା ନାହିଁ । ମାନ୍ୟବର ବିଧାୟକ ଡାକ୍ତର ପ୍ରଦୀପ ବଳସାମନ୍ତ ଙ୍କୁ ଏ ବାବଦରେ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତୁରନ୍ତ ବବୁଲ କୁ ଆର୍ଥିକ ସହାୟତା କରିଛନ୍ତି ଓ ତାର ନାମ ଅନ୍ତୋଦୟ ଯୋଜନା ରେ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।

- ଏଥର କିଏ ହେବ ପଞ୍ଚାୟତ ରାଜା ! ମତାମତ ରଖନ୍ତୁ, ୨୦୨୭ ରେ ସିଂହାସନରେ ବସିବେ ଆମ ମହାରାଜା | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Dhenkanal News1
- Post by Dipak Kumar Nayak4
- Post by NEWS7ODIA1
- କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ1
- Post by Jitubehera Mo Adhikar news1
- ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।1
- Post by Dhenkanal News1