logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ

14 hrs ago
user_Tapasdas 6372788705
Tapasdas 6372788705
Photographer Dhenkanal Sadar, Odisha•
14 hrs ago

କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ

More news from Odisha and nearby areas
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
  • ଗାଡ଼ି ଚୋରି ରାକେଟ ରେ ବିଜେପି ନେତା । ବିଜେପି ନେତା ସୁନୀଲ ପରିଡ଼ାଙ୍କୁ ଉଠାଇ ଆଣିଲା ଢ଼େଙ୍କାନାଳ ପୋଲିସ । ଢେଙ୍କାନାଳ ଜିଲ୍ଲାର କାବେରା ପଞ୍ଚାୟତ ର ଦଦିସିଙ୍ଗାଗ୍ରାମର ବୋଲି ସୂଚନା କବାଡିଆ ଦୋକାନ ନାଁ ରେ ଚାଲିଥିଲା ମକ ଡ୍ରିଲ ଉଠାଇଆଣିଲା ଟାଉନ ପୋଲିସ
    1
    ଗାଡ଼ି ଚୋରି ରାକେଟ ରେ ବିଜେପି ନେତା । 
ବିଜେପି ନେତା ସୁନୀଲ ପରିଡ଼ାଙ୍କୁ ଉଠାଇ ଆଣିଲା ଢ଼େଙ୍କାନାଳ ପୋଲିସ ।
ଢେଙ୍କାନାଳ ଜିଲ୍ଲାର କାବେରା ପଞ୍ଚାୟତ ର ଦଦିସିଙ୍ଗାଗ୍ରାମର ବୋଲି ସୂଚନା କବାଡିଆ ଦୋକାନ ନାଁ ରେ ଚାଲିଥିଲା ମକ ଡ୍ରିଲ ଉଠାଇଆଣିଲା ଟାଉନ ପୋଲିସ
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    13 hrs ago
  • 🌟 ଦେଓଗାଁରେ ଜମକିଲା ‘ଚନ୍ଦ୍ରଶେଖର ସାଂସ୍କୃତିକ ମହୋତ୍ସବ–୨୦୨୬’ 🌟 ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧୀନ ଦେଓଗାଁରେ ‘ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍’ ପକ୍ଷରୁ ୬ଷ୍ଠ ବାର୍ଷିକ ଉତ୍ସବ ଓ ଭବ୍ୟ ସାଂସ୍କୃତିକ ମହୋତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଗଲା। ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉଦ୍ଘାଟନ, ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକଙ୍କ ଉପସ୍ଥିତି, ଡ଼. ରୁଦ୍ରନାରାୟଣ ସାହୁଙ୍କୁ ‘ଯୁବ ବୈଜ୍ଞାନିକ’ ସମ୍ମାନ—ସମସ୍ତେ ମିଶି ଏହି ଉତ୍ସବକୁ ଦେଇଛନ୍ତି ଏକ ବିଶେଷ ମାନ। 🎭 କଳା, ସାହିତ୍ୟ, ବିଜ୍ଞାନ, କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନ 🏆 ପଞ୍ଚାୟତ ସ୍ତରର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ 📖 ‘ବୈଶାଖୀ’ ସ୍ମରଣିକା ଉନ୍ମୋଚନ 🎬 ନାଟକ “ଢୋଲିଆ” ମଞ୍ଚସ୍ଥ ଏହି ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ୟୁବଶକ୍ତିଙ୍କ ଏକତା, ସଂସ୍କୃତି ପ୍ରତି ସମର୍ପଣ ଓ ସମାଜ ଗଠନର ଜ୍ଵଳନ୍ତ ଉଦାହରଣ। 🙏 କ୍ଲବ୍‌ର ସମସ୍ତ ସଦସ୍ୟ, ଆୟୋଜକ ଓ ସହଯୋଗୀଙ୍କୁ ହାର୍ଦିକ ଅଭିନନ୍ଦନ। ଏଭଳି ଉଦ୍ୟମ ଆଗାମୀ ଦିନରେ ଆହୁରି ଯୁବମାନଙ୍କୁ ପ୍ରେରଣା ଦେଉ।ଦେଓଗାଁରେ ଷଷ୍ଠ ‘ଚନ୍ଦ୍ରଶେଖର ସାଂସ୍କୃତିକ ମହୋତ୍ସବ-୨୦୨୬’ *ଯୁବ ବୈଜ୍ଞାନିକ’ ସମ୍ମାନ-୨୦୨୬ ଡ଼. ରୁଦ୍ରନାରାୟଣ ସାହୁ, ଗଁଦିଆ ୧୯/୦୪ଢେଙ୍କାନାଳ ଜିଲ୍ଲା କପିଳାସ ପୀଠ ପାଦଦେଶ ଦେଓଗାଁ ସ୍ଥିତ ‘ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍’ ଆନୁକୂଲ୍ୟରେ କ୍ଲବ୍‌ର ୬ଷ୍ଠ ବାର୍ଷିକ ଉତ୍ସବ ତଥା ‘ଚନ୍ଦ୍ରଶେଖର ସାଂସ୍କୃତିକ ମହୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନ 6 ଘଟିକାରେ ଆରମ୍ଭ ହୋଇଥିବା ଏହି ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଭାବେ ଜିଟ୍ ଆର୍ଟ ଏକାଡେମୀ (ଭୁବନେଶ୍ୱର)ର ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ।ସମ୍ମାନୀତ ଅତିଥି ଭାବେ ନିଆଳି କଲେଜର ଅଧ୍ୟାପିକା ତଥା ସୁସାହିତିକା ଡ. ଇପ୍ସିତା ଷଡଙ୍ଗୀ ଏବଂ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ବୈଜ୍ଞାନିକ ତଥା ରାମାନୁଜନ ଅଧ୍ୟାପକ ଡ. ରୁଦ୍ରନାରାୟଣ ସାହୁ ଯୋଗଦେଇ ‘ଚନ୍ଦ୍ରଶେଖର ୟୁଥ୍ କ୍ଲବ୍ ଓ ଯୁବସମାଜ’ ଶୀର୍ଷକ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସେହିପରି ଢେଙ୍କାନାଳର ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଦିଲ୍ଲୀଶ୍ବର ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘କଳା ସାହିତ୍ୟର ଏନ୍ତୁଡିଶାଳ ଆମ ଢେଙ୍କାନାଳ’ ସମ୍ପର୍କରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ପଞ୍ଚାୟତ ସ୍ତରୀୟ ସମସ୍ତ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପୁରସ୍କାର ବିତରଣ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚନ୍ଦ୍ରଶେଖର ‘ଦିଗବିଜୟ' ସମ୍ମାନ ୨୦୨୬ କୃଷ୍ଣ ଚନ୍ଦ୍ର ପାତ୍ର (ମାନ୍ୟବର ମନ୍ତ୍ରୀ) ପ୍ରଦାନ କରାଯାଇଥିବା ବେଳେ ଚନ୍ଦ୍ରଶେଖର ‘ଭୂମିପୁତ୍ର’ ସମ୍ମାନ-୨୦୨୬ ପଦ୍ମଶ୍ରୀ ପ୍ରଫେସର ଅଦ୍ୱୈତ ଗଡନାୟକ, ଚନ୍ଦ୍ରଶେଖର ‘ଗୁରୁଗୌରବ' ସମ୍ମାନ-୨୦୨୬ ଡ଼. ସମୀର ସାହୁ, ଅନିଲ ବିଶ୍ୱାଳ,ସୁଦର୍ଶନ ପରିଡ଼ା, ଚନ୍ଦ୍ରଶେଖର ‘ସାରସ୍ୱତ' ସମ୍ମାନ-୨୦୨୬ ଡ଼. ଇପ୍ସିତା ଷଡଙ୍ଗି, ଶ୍ରୀଯୁକ୍ତ ବଂଶିଧର ସାହୁ, ବସନ୍ତ କୁମାର ସାହାଣି, ପ୍ରକାଶ ଚନ୍ଦ୍ର ରାଉତ, ଚନ୍ଦ୍ରଶେଖର ‘ଯୁବ ବୈଜ୍ଞାନିକ’ ସମ୍ମାନ-୨୦୨୬ ଡ଼. ରୁଦ୍ରନାରାୟଣ ସାହୁ, ଚନ୍ଦ୍ରଶେଖର ‘ନାଟ୍ୟ ସମ୍ମାନ’-୨୦୨୬: ଦିଲିଶ୍ୱର ମହାରଣା, ଚନ୍ଦ୍ରଶେଖର ‘ସେବାରତ୍ନ' ସମ୍ମାନ-୨୦୨୬ ସବ୍ୟସାଚୀ ବିଶ୍ୱାଳ, ପ୍ରଭାସ କୁମାର ସାହୁ, ଶ୍ରୀଯୁକ୍ତ ଶେଷଦେବ ରାଉତ, ଚନ୍ଦ୍ରଶେଖର ‘ଯୁବ ଉଦ୍ୟୋଗୀ' ସମ୍ମାନ-୨୦୨୬ ଶ୍ରୀଯୁକ୍ତ ସୁଶାନ୍ତ ସାହୁ, ଡ଼. ରଜନୀକାନ୍ତ ତିରେଇ, ଚନ୍ଦ୍ରଶେଖର ‘କ୍ରୀଡ଼ାରତ୍ନ' ସମ୍ମାନ-୨୦୨୬ ଅଭିରାମ ବେହେରା, ଚନ୍ଦ୍ରଶେଖର ‘କୃଷି ଉଦ୍ୟୋଗ’ ସମ୍ମାନ-୨୦୨୬ ଶ୍ରୀଯୁକ୍ତ ମଥୁରା ରାଉଳ, ଚନ୍ଦ୍ରଶେଖର ‘ଶ୍ରେଷ୍ଠ ନାଟ୍ୟାନୁଷ୍ଠାନ' ସମ୍ମାନ-୨୦୨୬ ଅଲ୍‌ଟରନେଟିଭ ରିଦିମ୍ ଥିଏଟର, ଚନ୍ଦ୍ରଶେଖର 'ନିରନ୍ତର ସେବା ' ସମ୍ମାନ-୨୦୨୬ ୧୦୮ ଆମ୍ବୁଲାନ୍ସ କ୍ରିଉ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା ଏହି ଭବ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସଙ୍କ ସମେତ ସଭାପତି ପ୍ରହଲ୍ଲାଦ ମହାନ୍ତି, ସମ୍ପାଦକ ଜ୍ଞାନୋଦୟ ଦାସ, ଉପସଭାପତି ବିଜୟ ପୃଷ୍ଟି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଦସ୍ୟ ସୌମ୍ୟରଞ୍ଜନ ପରିଡା, ଜ୍ୟୋତିବିଳାସ ସାହୁ, କାଳୀ ଚରଣ ସାହୁ, ଦୀପକ ବାରିକ, ଆଲୋକ ବରାଳ, ଆଲୋକ ମହାଭୋଇ, ତ୍ରିନାଥ ସାମଲ, ଉତ୍ତମ ମହାନ୍ତି, ବିକ୍ରମ ରଣା, ପାକନ ଦାସ ଏବଂ ସଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନାଟକ "ଢୋଲିଆ" ପରିବେଶତ ହୋଇଥିଲା। #ChandrasekharMahotsav2026 #Dhenkanal #Deogaon #Gandia #KrushnaChandraPatra #YouthPower #CulturalFestival #OdiaCulture #ProudMoment #YoungScientist #AwardCeremony #OdishaEvents #VillageTalent #Inspiration #AnnualFunction #PublicHighlights #LocalHeroes #ArtAndCulture #CommunitySpirit
    1
    🌟 ଦେଓଗାଁରେ ଜମକିଲା ‘ଚନ୍ଦ୍ରଶେଖର ସାଂସ୍କୃତିକ ମହୋତ୍ସବ–୨୦୨୬’ 🌟
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧୀନ ଦେଓଗାଁରେ ‘ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍’ ପକ୍ଷରୁ ୬ଷ୍ଠ ବାର୍ଷିକ ଉତ୍ସବ ଓ ଭବ୍ୟ ସାଂସ୍କୃତିକ ମହୋତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଗଲା।
ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉଦ୍ଘାଟନ, ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକଙ୍କ ଉପସ୍ଥିତି, ଡ଼. ରୁଦ୍ରନାରାୟଣ ସାହୁଙ୍କୁ ‘ଯୁବ ବୈଜ୍ଞାନିକ’ ସମ୍ମାନ—ସମସ୍ତେ ମିଶି ଏହି ଉତ୍ସବକୁ ଦେଇଛନ୍ତି ଏକ ବିଶେଷ ମାନ।
🎭 କଳା, ସାହିତ୍ୟ, ବିଜ୍ଞାନ, କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନ
🏆 ପଞ୍ଚାୟତ ସ୍ତରର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ
📖 ‘ବୈଶାଖୀ’ ସ୍ମରଣିକା ଉନ୍ମୋଚନ
🎬 ନାଟକ “ଢୋଲିଆ” ମଞ୍ଚସ୍ଥ
ଏହି ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ୟୁବଶକ୍ତିଙ୍କ ଏକତା, ସଂସ୍କୃତି ପ୍ରତି ସମର୍ପଣ ଓ ସମାଜ ଗଠନର ଜ୍ଵଳନ୍ତ ଉଦାହରଣ।
🙏 କ୍ଲବ୍‌ର ସମସ୍ତ ସଦସ୍ୟ, ଆୟୋଜକ ଓ ସହଯୋଗୀଙ୍କୁ ହାର୍ଦିକ ଅଭିନନ୍ଦନ। ଏଭଳି ଉଦ୍ୟମ ଆଗାମୀ ଦିନରେ ଆହୁରି ଯୁବମାନଙ୍କୁ ପ୍ରେରଣା ଦେଉ।ଦେଓଗାଁରେ ଷଷ୍ଠ ‘ଚନ୍ଦ୍ରଶେଖର ସାଂସ୍କୃତିକ ମହୋତ୍ସବ-୨୦୨୬’
*ଯୁବ ବୈଜ୍ଞାନିକ’ ସମ୍ମାନ-୨୦୨୬ ଡ଼. ରୁଦ୍ରନାରାୟଣ ସାହୁ,
ଗଁଦିଆ ୧୯/୦୪ଢେଙ୍କାନାଳ ଜିଲ୍ଲା କପିଳାସ ପୀଠ ପାଦଦେଶ ଦେଓଗାଁ ସ୍ଥିତ ‘ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍’ ଆନୁକୂଲ୍ୟରେ କ୍ଲବ୍‌ର ୬ଷ୍ଠ ବାର୍ଷିକ ଉତ୍ସବ ତଥା ‘ଚନ୍ଦ୍ରଶେଖର ସାଂସ୍କୃତିକ ମହୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ନ 6 ଘଟିକାରେ ଆରମ୍ଭ ହୋଇଥିବା ଏହି ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଭାବେ ଜିଟ୍ ଆର୍ଟ ଏକାଡେମୀ (ଭୁବନେଶ୍ୱର)ର ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ।ସମ୍ମାନୀତ ଅତିଥି ଭାବେ ନିଆଳି କଲେଜର ଅଧ୍ୟାପିକା ତଥା ସୁସାହିତିକା ଡ. ଇପ୍ସିତା ଷଡଙ୍ଗୀ ଏବଂ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ବୈଜ୍ଞାନିକ ତଥା ରାମାନୁଜନ ଅଧ୍ୟାପକ ଡ. ରୁଦ୍ରନାରାୟଣ ସାହୁ ଯୋଗଦେଇ ‘ଚନ୍ଦ୍ରଶେଖର ୟୁଥ୍ କ୍ଲବ୍ ଓ ଯୁବସମାଜ’ ଶୀର୍ଷକ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସେହିପରି ଢେଙ୍କାନାଳର ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଦିଲ୍ଲୀଶ୍ବର ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘କଳା ସାହିତ୍ୟର ଏନ୍ତୁଡିଶାଳ ଆମ ଢେଙ୍କାନାଳ’ ସମ୍ପର୍କରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ପଞ୍ଚାୟତ ସ୍ତରୀୟ ସମସ୍ତ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପୁରସ୍କାର ବିତରଣ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚନ୍ଦ୍ରଶେଖର ‘ଦିଗବିଜୟ' ସମ୍ମାନ ୨୦୨୬ କୃଷ୍ଣ ଚନ୍ଦ୍ର ପାତ୍ର (ମାନ୍ୟବର ମନ୍ତ୍ରୀ) ପ୍ରଦାନ କରାଯାଇଥିବା ବେଳେ 
ଚନ୍ଦ୍ରଶେଖର ‘ଭୂମିପୁତ୍ର’ ସମ୍ମାନ-୨୦୨୬ ପଦ୍ମଶ୍ରୀ ପ୍ରଫେସର ଅଦ୍ୱୈତ ଗଡନାୟକ, ଚନ୍ଦ୍ରଶେଖର ‘ଗୁରୁଗୌରବ' ସମ୍ମାନ-୨୦୨୬ ଡ଼. ସମୀର ସାହୁ,  ଅନିଲ ବିଶ୍ୱାଳ,ସୁଦର୍ଶନ ପରିଡ଼ା, ଚନ୍ଦ୍ରଶେଖର ‘ସାରସ୍ୱତ' ସମ୍ମାନ-୨୦୨୬ ଡ଼. ଇପ୍ସିତା ଷଡଙ୍ଗି, ଶ୍ରୀଯୁକ୍ତ ବଂଶିଧର ସାହୁ,  ବସନ୍ତ କୁମାର ସାହାଣି,  ପ୍ରକାଶ ଚନ୍ଦ୍ର ରାଉତ, ଚନ୍ଦ୍ରଶେଖର ‘ଯୁବ ବୈଜ୍ଞାନିକ’ ସମ୍ମାନ-୨୦୨୬ ଡ଼. ରୁଦ୍ରନାରାୟଣ ସାହୁ,
ଚନ୍ଦ୍ରଶେଖର ‘ନାଟ୍ୟ ସମ୍ମାନ’-୨୦୨୬:  ଦିଲିଶ୍ୱର ମହାରଣା, ଚନ୍ଦ୍ରଶେଖର ‘ସେବାରତ୍ନ' ସମ୍ମାନ-୨୦୨୬  ସବ୍ୟସାଚୀ ବିଶ୍ୱାଳ,  ପ୍ରଭାସ କୁମାର ସାହୁ, ଶ୍ରୀଯୁକ୍ତ ଶେଷଦେବ ରାଉତ, ଚନ୍ଦ୍ରଶେଖର ‘ଯୁବ ଉଦ୍ୟୋଗୀ' ସମ୍ମାନ-୨୦୨୬ ଶ୍ରୀଯୁକ୍ତ ସୁଶାନ୍ତ ସାହୁ, ଡ଼. ରଜନୀକାନ୍ତ ତିରେଇ, ଚନ୍ଦ୍ରଶେଖର ‘କ୍ରୀଡ଼ାରତ୍ନ' ସମ୍ମାନ-୨୦୨୬  ଅଭିରାମ ବେହେରା, ଚନ୍ଦ୍ରଶେଖର ‘କୃଷି ଉଦ୍ୟୋଗ’ ସମ୍ମାନ-୨୦୨୬ ଶ୍ରୀଯୁକ୍ତ ମଥୁରା ରାଉଳ, ଚନ୍ଦ୍ରଶେଖର ‘ଶ୍ରେଷ୍ଠ ନାଟ୍ୟାନୁଷ୍ଠାନ' ସମ୍ମାନ-୨୦୨୬ ଅଲ୍‌ଟରନେଟିଭ ରିଦିମ୍ ଥିଏଟର, ଚନ୍ଦ୍ରଶେଖର 'ନିରନ୍ତର ସେବା ' ସମ୍ମାନ-୨୦୨୬ ୧୦୮ ଆମ୍ବୁଲାନ୍ସ କ୍ରିଉ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା 
ଏହି ଭବ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସଙ୍କ ସମେତ ସଭାପତି ପ୍ରହଲ୍ଲାଦ ମହାନ୍ତି, ସମ୍ପାଦକ ଜ୍ଞାନୋଦୟ ଦାସ, ଉପସଭାପତି ବିଜୟ ପୃଷ୍ଟି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଦସ୍ୟ ସୌମ୍ୟରଞ୍ଜନ ପରିଡା, ଜ୍ୟୋତିବିଳାସ ସାହୁ, କାଳୀ ଚରଣ ସାହୁ, ଦୀପକ ବାରିକ, ଆଲୋକ ବରାଳ, ଆଲୋକ ମହାଭୋଇ, ତ୍ରିନାଥ ସାମଲ, ଉତ୍ତମ ମହାନ୍ତି, ବିକ୍ରମ ରଣା, ପାକନ ଦାସ ଏବଂ ସଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନାଟକ "ଢୋଲିଆ" ପରିବେଶତ ହୋଇଥିଲା।
#ChandrasekharMahotsav2026 #Dhenkanal #Deogaon #Gandia #KrushnaChandraPatra
#YouthPower #CulturalFestival #OdiaCulture #ProudMoment #YoungScientist
#AwardCeremony #OdishaEvents #VillageTalent #Inspiration #AnnualFunction
#PublicHighlights #LocalHeroes #ArtAndCulture #CommunitySpirit
    user_News odia odisha
    News odia odisha
    Tailor Dhenkanal Sadar, Odisha•
    15 hrs ago
  • ଏଥର କିଏ ହେବ ପଞ୍ଚାୟତ ରାଜା ! ମତାମତ ରଖନ୍ତୁ, ୨୦୨୭ ରେ ସିଂହାସନରେ ବସିବେ ଆମ ମହାରାଜା | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏଥର କିଏ ହେବ ପଞ୍ଚାୟତ ରାଜା ! ମତାମତ ରଖନ୍ତୁ, ୨୦୨୭ ରେ ସିଂହାସନରେ ବସିବେ ଆମ ମହାରାଜା |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    14 min ago
  • ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    1
    ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • mana re bahut kasta achi
    1
    mana re bahut kasta achi
    user_Sneha mayee behera
    Sneha mayee behera
    ବାଙ୍କୀ, କଟକ, ଓଡ଼ିଶା•
    22 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    54 min ago
  • କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ
    1
    କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.