ବଲିପାଲି ରେ ହେବ ଅଷ୍ଟ ପ୍ରହରି ନାମଯଜ୍ଞ , ଶତାଧିକ ମହିଳା ଙ୍କୁ ନେଇ ଭବ୍ୟ କଳସ ଶୋଭା ଯାତ୍ରା ସୁବର୍ଣ୍ଣପୁର ଜିଲ ବୀରମହାରାଜପୁର ବ୍ଲକ କେନ ଝିରିଆପାଲି ପଂଚାୟତ ର ବଲିପାଲି ଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ନିକଟସ୍ଥ ହରିହର ଯୋର ରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବହୁ ସଂଖ୍ୟକ ମହିଳା ଓ ପୁରୁଷ, ଯୁବକ ଯୁବତୀ ମାନେ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ, ହୁଳହୁଳି, ଶଙ୍ଖ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରିଥିଲେ । ପରେ ସମସ୍ତେ ନାମଯଜ୍ଞ ମଣ୍ଡପ ଠାରେ ପହଞ୍ଚି ନାମ ମଣ୍ଡପଠାରେ କଳସ ସ୍ଥାପନ କରିଥିଲେ। ଏଥିରେକର୍ତା ଭାବରେ ଆନନ୍ଦ ଅମାତ ଗୁପ୍ତେଶ୍ୱରୀ ଅମାତ ଓ ସତ୍ୟାନନ୍ଦ ଜାଲ.ଶୋଭଗିନୀ ଜାଲ କର୍ତା କାର୍ଯ୍ୟ ତୁଲାଇଥିଲେ ,l ଓ ପୂଜକ ଗଦାଧର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ଉପଲକ୍ଷେ ଗୁରୁବାର ଦିନ ଅଷ୍ଟପ୍ରହରୀ ନାମଯଜ୍ଞ ଏବଂ ଶୁକ୍ରବାର ଦିନ ସୁନ୍ଦରକାଣ୍ଡ ପାରାୟଣ ଅନୁଷ୍ଠିତ ହେବ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୦ ରୁ ଉର୍ଦ୍ଧ୍ବ ବ୍ରତଧାରି ନିଷ୍ଠା ଓ କାଷ୍ଟ ସହିତ ବ୍ରତ ଧାରଣ କରିବେ। । ଗୁରୁବାର ସକାଳୁ ରୀତିନୀତି ଅନୁଯାୟୀ ଅଧିବାସ ଓ ନାମlରମ୍ଭ କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।ନାମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗ୍ରାମରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯିବ। ଏହି ଅଷ୍ଟ ପ୍ରହରି ନାମଯଂଜ୍ଞ ଅନୁଷ୍ଠିତ ହେବ ବୋଲି ଗ୍ରାମବାସି ପକ୍ଷରୁ ସୂଚନା ଦିଆଯାଇଛି ନାମ ଯଂଜ୍ଞ କୁ ଆକର୍ଷଣୀୟ କରିବା ପାଇଁ , ତୋରଣ ଓ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।ଏହି କଳସ ଯାତ୍ରା କୁ ବଲିପାଲି ର ଗ୍ରାମ ବାସି ସହଯୋଗ କରିଥିଲେ

- ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁରର ନବ ନିର୍ବାଚିତ ତଥା ମନୋନୀତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ନିର୍ବାଚିତ ସଭାପତି ଦୟାନିଧି ହୋତା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରା ଯାଇଥିଲା ପରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ଦୟାନିଧି ହୋତା, ଉପସଭାପତି ଦିଲ୍ଲୀପ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ, ସଂପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡା,ସହ ସଂପାଦକ ଜୀତେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର, ସମୀକ୍ଷକ ଦୀନବନ୍ଧୁ ମେହେର, କାର୍ଯ୍ୟ କାରିଣୀ ସଦସ୍ୟ ଚମରା ମହାକୁର,ଚମ୍ପେଶ୍ବର ଦାଶ, କୃଷ୍ଣଚନ୍ଦ୍ର ପାଢ଼ୀ, ଭଗବାନ ମିଶ୍ର, ସନ୍ତୋଷ ଷଡ଼ଙ୍ଗୀ, ଜ୍ଞାନେନ୍ଦ୍ର ତ୍ରିପାଠୀ,ସୁରୁ ସାହୁ, ଉପଦେଷ୍ଟା ସଦସ୍ୟ ସୌମିତ୍ରୀ ମେହେର,ଅକ୍ରୂର ଦନ୍ତା ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ବୈଠକରେ ଉମେଶ ପ୍ରସାଦ ରଥ,ଧନୁ ପ୍ରଧାନ, ପ୍ରକାଶ କୁମାର ହୋତା, ପ୍ରଶାନ୍ତ ସେଠୀ,ସତ୍ୟ ନାରାୟଣ ନାୟକ, ଜୟଦେବ ସାହୁ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ,ଧର୍ମ ଦତ୍ତ ପାଢ଼ୀ,ଭୂଷଣ ପାତ୍ର,ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।3
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର1