Shuru
Apke Nagar Ki App…
ବୀରମହାରାଜପୁର ର ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଲେ ବରିଷ୍ଠ ଆଇନଜୀବି ବିଭୂତି ଭୂଷଣ ହୋତା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର
Pitambar Sahu

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର1
- ସୋନପୁର ଜିଲ୍ଲା ରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ସହ ସହ ପରିବାର ଏକାଠି ହୋଇ ଚଲିତ ବର୍ଷ ପାଇଁ ପାଲନ କରିଵାର ଦେଖିବାକୁ ମିଳିଛି । ଏହା ପାଳନ କରିବା ସହିତ ଭବିଷ୍ୟତ ପିଢି ପାଇଁ ଏହା ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ସମସ୍ଥ ପରିଵାର ଆନନ୍ଦ ରେ ପାଲନ କରିଛନ୍ତି ।1
- ବୀରମହାରାଜପୁର ହିଲୁଙ୍ଗ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ତିନିଜଣ ଆହତ l1
- ସୁବର୍ଣ୍ଣପୁର ଜିଲ୍ଲାରେ ୯୦ ଜଣ ନବ ନିଯୁକ୍ତ ହୋମଗାର୍ଡ ଆଜି ପାସିଂ ଆଉଟ ହୋଇଛନ୍ତି। ଆଜି ଠାରୁ ନିଜ ନିଜ ଥାନାକୁ ଯିବେ1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- ଏକ୍ସନ ମୁଡ଼ନେ ସୋନପୁର ଜିଲ୍ଲପାଳ l ଆଜି ଫେନ ଗୁଟେ କ୍ଲିନିକ କଲେ ସିଲ1
- ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସାମ୍ବାଦିକ ଙ୍କ ନିଆରା ପଦକ୍ଷେପ। ସାମ୍ବାଦିକ ଶେଷଦେବ ବାରିକ ନିଜେ ସଫେଇ କରି ସ୍ବଚ୍ଛତା ର ବାର୍ତ୍ତା ଦେଲେ। ସେ ନିଜେ ସଫେଇ କରି ଲୋକଙ୍କୁ ସଚେତନ କରିଛନ୍ତି।3