Shuru
Apke Nagar Ki App…
ବୀରମହାରାଜପୁର ର ସାମ୍ବାଦିକ ଶେଷଦେବ ବାରିକ ଙ୍କ ମହାନତା - ନିଜେ ସଫେଇ କରି ସଚେତନ ବାର୍ତ୍ତା ଦେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସାମ୍ବାଦିକ ଙ୍କ ନିଆରା ପଦକ୍ଷେପ। ସାମ୍ବାଦିକ ଶେଷଦେବ ବାରିକ ନିଜେ ସଫେଇ କରି ସ୍ବଚ୍ଛତା ର ବାର୍ତ୍ତା ଦେଲେ। ସେ ନିଜେ ସଫେଇ କରି ଲୋକଙ୍କୁ ସଚେତନ କରିଛନ୍ତି।
Pitambar Sahu
ବୀରମହାରାଜପୁର ର ସାମ୍ବାଦିକ ଶେଷଦେବ ବାରିକ ଙ୍କ ମହାନତା - ନିଜେ ସଫେଇ କରି ସଚେତନ ବାର୍ତ୍ତା ଦେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସାମ୍ବାଦିକ ଙ୍କ ନିଆରା ପଦକ୍ଷେପ। ସାମ୍ବାଦିକ ଶେଷଦେବ ବାରିକ ନିଜେ ସଫେଇ କରି ସ୍ବଚ୍ଛତା ର ବାର୍ତ୍ତା ଦେଲେ। ସେ ନିଜେ ସଫେଇ କରି ଲୋକଙ୍କୁ ସଚେତନ କରିଛନ୍ତି।
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର1
- ସୋନପୁର ଜିଲ୍ଲା ରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ସହ ସହ ପରିବାର ଏକାଠି ହୋଇ ଚଲିତ ବର୍ଷ ପାଇଁ ପାଲନ କରିଵାର ଦେଖିବାକୁ ମିଳିଛି । ଏହା ପାଳନ କରିବା ସହିତ ଭବିଷ୍ୟତ ପିଢି ପାଇଁ ଏହା ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । ସମସ୍ଥ ପରିଵାର ଆନନ୍ଦ ରେ ପାଲନ କରିଛନ୍ତି ।1
- ବୀରମହାରାଜପୁର ହିଲୁଙ୍ଗ ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ତିନିଜଣ ଆହତ l1
- ସୁବର୍ଣ୍ଣପୁର ଜିଲ୍ଲାରେ ୯୦ ଜଣ ନବ ନିଯୁକ୍ତ ହୋମଗାର୍ଡ ଆଜି ପାସିଂ ଆଉଟ ହୋଇଛନ୍ତି। ଆଜି ଠାରୁ ନିଜ ନିଜ ଥାନାକୁ ଯିବେ1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- ଏକ୍ସନ ମୁଡ଼ନେ ସୋନପୁର ଜିଲ୍ଲପାଳ l ଆଜି ଫେନ ଗୁଟେ କ୍ଲିନିକ କଲେ ସିଲ1
- ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସାମ୍ବାଦିକ ଙ୍କ ନିଆରା ପଦକ୍ଷେପ। ସାମ୍ବାଦିକ ଶେଷଦେବ ବାରିକ ନିଜେ ସଫେଇ କରି ସ୍ବଚ୍ଛତା ର ବାର୍ତ୍ତା ଦେଲେ। ସେ ନିଜେ ସଫେଇ କରି ଲୋକଙ୍କୁ ସଚେତନ କରିଛନ୍ତି।3