logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୁଟୁକା_ବନ୍ଦ_ବିଜ୍ଞପ୍ତି_ଉପରେ_ରହିତାଦେଶ ରାଜ୍ୟରେ ଚିୱିଙ୍ଗ୍ ଗୁଟୁକା ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ । ଜରଦା ଟବାକୋ'ର ବିକ୍ରି ଉପରେ କଟକଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିୋବା ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ଗୁଟୁକା_ବନ୍ଦ_ବିଜ୍ଞପ୍ତି_ଉପରେ_ରହିତାଦେଶ ରାଜ୍ୟରେ ଚିୱିଙ୍ଗ୍ ଗୁଟୁକା ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ । ଜରଦା ଟବାକୋ'ର ବିକ୍ରି ଉପରେ କଟକଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିୋବା ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି

2 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
2 hrs ago

ଗୁଟୁକା_ବନ୍ଦ_ବିଜ୍ଞପ୍ତି_ଉପରେ_ରହିତାଦେଶ ରାଜ୍ୟରେ ଚିୱିଙ୍ଗ୍ ଗୁଟୁକା ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ । ଜରଦା ଟବାକୋ'ର ବିକ୍ରି ଉପରେ କଟକଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିୋବା ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ଗୁଟୁକା_ବନ୍ଦ_ବିଜ୍ଞପ୍ତି_ଉପରେ_ରହିତାଦେଶ ରାଜ୍ୟରେ ଚିୱିଙ୍ଗ୍ ଗୁଟୁକା ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ । ଜରଦା ଟବାକୋ'ର ବିକ୍ରି ଉପରେ କଟକଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିୋବା ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି

More news from ଓଡ଼ିଶା and nearby areas
  • ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ
    1
    ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Post by MN.NEWS ODIA
    1
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • କରଞ୍ଜିଆ,୧୦/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଷ୍ଟାଡିୟମ ନିକଟରେ ଥିବା ଏକ ପ୍ରମିଳା ହୋଟେଲରେ କାର୍ଯ୍ୟରତ ରୋଷେୟା ବୀରେନ୍ଦ୍ର କୁମାର ନାୟକଙ୍କ ଗତକାଲି ବିଳମ୍ବିତ ରାତି ହୋଟେଲ ନିକଟରେ ଏକ ଟ୍ରକ ଚାପାରେ ମୃତ୍ୟୁ ଘଟିଛି |ସେ ଗତ କାଲି ରାତି ପରିସ୍ରା କରିବା ପାଇଁ ଊଠି ରାସ୍ତା କଡ଼କୁ ଆସିଥିଲେ, ଏହି ସମୟରେ ଏକ ଅଜଣା ଟ୍ରକ (12ଚକିଆ ) ଗାଡ଼ି ପଛକୁ କରୁଥିବା ସମୟରେ ବୀରେନ୍ଦ୍ର ନାୟକ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ବୀରେନ୍ଦ୍ରର ମୃତ୍ୟୁ ହୋଇଥିଲା । ୩୮ ବର୍ଷିଆ ବୀରେନ୍ଦ୍ରର ସ୍ତ୍ରୀ ଓ ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କ ଘର ଘର କରଞ୍ଜିଆ ସହର ନିକଟ ଶରଧା ଗ୍ରାମରେ ହୋଇଥିଲେ ମଧ୍ୟ ସେ ନେଡୁଆପାଳ ଗ୍ରାମରେ ରହୁଥିଲେ | ସେ କରଞ୍ଜିଆ ଅଂଚଳରେ ଦୀର୍ଘ ୨୨ ବର୍ଷ ଧରି ବିଭିନ୍ନ ହୋଟେଲରେ ମୁଖ୍ୟ ରୋଷେୟା ଭାବେ କାଯ୍ୟ କରୁଥିଲା | ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି । କରଞ୍ଜିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥାନାରେ ୮୩/୨୬ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାବେ ଏଏସଆଇ ସନ୍ତୋଷ ନାଏକଙ୍କୁ ଦାୟିତ୍ଵ ଦିଆଯାଇଥିବା କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସେନାପତି ସୂଚନା ଦେଇଛନ୍ତି।
    1
    କରଞ୍ଜିଆ,୧୦/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଷ୍ଟାଡିୟମ ନିକଟରେ ଥିବା ଏକ ପ୍ରମିଳା ହୋଟେଲରେ କାର୍ଯ୍ୟରତ ରୋଷେୟା ବୀରେନ୍ଦ୍ର କୁମାର ନାୟକଙ୍କ ଗତକାଲି ବିଳମ୍ବିତ ରାତି ହୋଟେଲ ନିକଟରେ ଏକ ଟ୍ରକ ଚାପାରେ ମୃତ୍ୟୁ ଘଟିଛି |ସେ ଗତ କାଲି ରାତି ପରିସ୍ରା କରିବା ପାଇଁ ଊଠି ରାସ୍ତା କଡ଼କୁ ଆସିଥିଲେ, ଏହି ସମୟରେ ଏକ ଅଜଣା ଟ୍ରକ (12ଚକିଆ ) ଗାଡ଼ି ପଛକୁ କରୁଥିବା ସମୟରେ ବୀରେନ୍ଦ୍ର ନାୟକ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ବୀରେନ୍ଦ୍ରର ମୃତ୍ୟୁ ହୋଇଥିଲା । ୩୮ ବର୍ଷିଆ ବୀରେନ୍ଦ୍ରର ସ୍ତ୍ରୀ ଓ ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କ ଘର ଘର କରଞ୍ଜିଆ ସହର ନିକଟ ଶରଧା ଗ୍ରାମରେ ହୋଇଥିଲେ ମଧ୍ୟ ସେ ନେଡୁଆପାଳ ଗ୍ରାମରେ ରହୁଥିଲେ | ସେ କରଞ୍ଜିଆ ଅଂଚଳରେ ଦୀର୍ଘ ୨୨ ବର୍ଷ ଧରି ବିଭିନ୍ନ ହୋଟେଲରେ ମୁଖ୍ୟ ରୋଷେୟା ଭାବେ କାଯ୍ୟ କରୁଥିଲା | ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି । କରଞ୍ଜିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥାନାରେ ୮୩/୨୬ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାବେ ଏଏସଆଇ ସନ୍ତୋଷ ନାଏକଙ୍କୁ ଦାୟିତ୍ଵ ଦିଆଯାଇଥିବା କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସେନାପତି ସୂଚନା ଦେଇଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    18 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • #କେମିତି_ଅଛି_ବସ୍ତା_ବିଜେଡି_ସ୍ଥିତି ! ଏମିତି କିଛି କହିଲେ ବିଜେଡି ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି।
    1
    #କେମିତି_ଅଛି_ବସ୍ତା_ବିଜେଡି_ସ୍ଥିତି ! 
ଏମିତି କିଛି କହିଲେ ବିଜେଡି ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବାଲେଶ୍ବର ରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ।
    1
    ବାଲେଶ୍ବର ରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    10 hrs ago
  • ଏଣିକି_କୋଇଲା_ଚୁଲା_ଭରସା କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି।
    1
    ଏଣିକି_କୋଇଲା_ଚୁଲା_ଭରସା 
କାଠ ଓ କୋଇଲା ଚୁଲା ଉପରୁ ଉଠିବ କଟକଣା । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ BMC । ଗ୍ୟାସ୍ ସଙ୍କଟ ମଧ୍ୟରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରୁ କଟକଣା ହଟାଇବ ବିଏମସି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • କଥା କୁହା ସରକାର ଚାଷୀ ଙ୍କୁ କେବଳ ଦେଉଛନ୍ତି ଧୋକା ଭାଷଣ ଦେଇ ଗପ ମାରୀ ଚାଲିଚି ସରକାର ବୋଲି କହିଲେ ସାଧାରଣ ଜନତା
    1
    କଥା କୁହା ସରକାର ଚାଷୀ ଙ୍କୁ କେବଳ ଦେଉଛନ୍ତି ଧୋକା ଭାଷଣ ଦେଇ ଗପ ମାରୀ ଚାଲିଚି ସରକାର ବୋଲି କହିଲେ ସାଧାରଣ ଜନତା
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।
    1
    ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.