Shuru
Apke Nagar Ki App…
#ଆଳୁ_ବୋଝେଇ_ଟ୍ରକ_ଦୁର୍ଘଟଣା । 🔴ଅଳ୍ପକେ ବର୍ତ୍ତିଲେ ଚାଳକ ହେଲ୍ପର । 🔴ଆଳୁ ବୋଝେଇ ଟ୍ରକ କୁ ପଛ ସାଇଟ ରୁ ଧକ୍କା ଦେଲା ଅନ୍ୟ ଗାଡ଼ି । 🔴ଦୁର୍ଘଟଣା ରେ ରାସ୍ତାରେ ବୁଣିଗଲା ଆଳୁ । 🔴ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲା ପୋଲିସ । 🔴ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ କଟି ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା । #ଆଳୁ_ବୋଝେଇ_ଟ୍ରକ_ଦୁର୍ଘଟଣା । 🔴ଅଳ୍ପକେ ବର୍ତ୍ତିଲେ ଚାଳକ ହେଲ୍ପର । 🔴ଆଳୁ ବୋଝେଇ ଟ୍ରକ କୁ ପଛ ସାଇଟ ରୁ ଧକ୍କା ଦେଲା ଅନ୍ୟ ଗାଡ଼ି । 🔴ଦୁର୍ଘଟଣା ରେ ରାସ୍ତାରେ ବୁଣିଗଲା ଆଳୁ । 🔴ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲା ପୋଲିସ । 🔴ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୧୬ନଂ ଜାତୀୟ ରାଜପଥ କଟି ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା ।
Mahima tv Rajesh Kumar Giri

More news from Baleshwar and nearby areas
- ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।1
- ସମୀର ରଞ୍ଜନ ମେମୋରିଆଲ ଆନ୍ତ ଜିଲ୍ଲା କ୍ରିକେଟ୍ ଉଦଯାପିତ1
- ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି1
- ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମୃତୁ ହୋଇଥିବା ଗୋ ସେବକଙ୍କ ଘରେ ପହଞ୍ଚିଲେ ଚନ୍ଦ୍ରବିନ୍ଦୁ।4
- ଆକ୍ସନ ମୋଡରେ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଆକ୍ସନ ମୋଡରେ ବାଲିଆପାଳ ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଚୋରା ବାଲି ଚାଲାଣ ବେଳେ ଗୋଟିଏ ଡମ୍ପର ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡବଡାପାଳ ବୁନ୍ଦା କୋଠା ରୁ ବାଲି ମାଫିଆ ମାନେ ପଶ୍ଚିମ କୁ ଚାଲାଣ କରୁଥିବା ଖବର ପାଇଁ ଏବଂ ବସ୍ତା ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଢ଼ାଉ କରିଥିଲେ ।1
- Post by Khabar1
- ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। #mayurbhanj #dlh_khabar #baripada1
- ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ପିଛା କରି ଗୋରୁ ଗାଡିକୁ ଗୋଡେଇ ଧରିଲା ପୋଲିସ।1