Shuru
Apke Nagar Ki App…
ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି
SPOT NEWS CREATION,,Tusar kanta Behera
ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି
More news from Mayurbhanj and nearby areas
- ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି1
- Post by MN.NEWS ODIA4
- ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।1
- Post by Khabar1
- ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। #mayurbhanj #dlh_khabar #baripada1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 31.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବିରୋଧୀ ବିଧାନ ସଭାକୁ ଗୋଟେ ହାଟ ଭଳି ଭାବି ଦେଲେ କି ସରକାର ଙ୍କ ପକ୍ଷରୁ ଆୟୋଜିତ ଗୋଟେ ଯାତ୍ରା ପାର୍ଟି ଭଳି ଲାଗୁଛି1
- ଆକ୍ସନ ମୋଡରେ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଆକ୍ସନ ମୋଡରେ ବାଲିଆପାଳ ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଚୋରା ବାଲି ଚାଲାଣ ବେଳେ ଗୋଟିଏ ଡମ୍ପର ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡବଡାପାଳ ବୁନ୍ଦା କୋଠା ରୁ ବାଲି ମାଫିଆ ମାନେ ପଶ୍ଚିମ କୁ ଚାଲାଣ କରୁଥିବା ଖବର ପାଇଁ ଏବଂ ବସ୍ତା ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଢ଼ାଉ କରିଥିଲେ ।1