Shuru
Apke Nagar Ki App…
ବାରିପଦା ପିସିପୁର ଉପ୍ରା ବିଦ୍ୟାଳୟର ଶିକ୍ଷକ ସୋମନାଥ ସିଂ ଙ୍କ ଅବସର ରେ ସାରା ବାରିପଦା ଉପସ୍ଥିତ
MN.NEWS ODIA
ବାରିପଦା ପିସିପୁର ଉପ୍ରା ବିଦ୍ୟାଳୟର ଶିକ୍ଷକ ସୋମନାଥ ସିଂ ଙ୍କ ଅବସର ରେ ସାରା ବାରିପଦା ଉପସ୍ଥିତ
More news from ଓଡ଼ିଶା and nearby areas
- Post by MN.NEWS ODIA4
- Post by Khabar1
- ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। #mayurbhanj #dlh_khabar #baripada1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 31.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଶିଳଦା ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ ଦାବି, ବିଜେପି ସରକାର କୁ କଲେ କଡା ସମାଲୋଚନା.1
- 🌺🙏 ମା’ ତାରିଣୀଙ୍କ ଚୈତି ପର୍ବ – ୨୦୨୬ 🙏🌺 ନୁଦତିହା–ପିଙ୍ଗୁ ପବିତ୍ର ଧାମରେ ଆୟୋଜିତ ହେଉଛି ମା’ ତାରିଣୀଙ୍କ ପବିତ୍ର ଚୈତି ପର୍ବ। ବସନ୍ତ ଋତୁର ଏହି ଶୁଭ ଅବସରରେ ମା’ଙ୍କ ଦର୍ଶନ କରି ଜୀବନକୁ କରନ୍ତୁ ଧନ୍ୟ। 🌼 📅 ତାରିଖ: ୦୯ ଏପ୍ରିଲ ରୁ ୧୫ ଏପ୍ରିଲ ୨୦୨୬ 📍 ସ୍ଥାନ: ମା’ ତାରିଣୀ ପୀଠ, ନୁଦତିହା–ପିଙ୍ଗୁ, ମୟୂରଭଞ୍ଜ ✨ ମୁଖ୍ୟ ଆକର୍ଷଣ: 🔸 ପ୍ରତିଦିନ ପୂଜା, ଚଣ୍ଡୀପାଠ ଓ ହୋମଯଜ୍ଞ 🔸 ସୁନାବେଶ ଓ ପୁଷ୍ପାଞ୍ଜଳି 🔸 ସନ୍ଧ୍ୟା ଆଳତି ଓ ଭଜନ ସନ୍ଧ୍ୟା 🔸 ସାଂସ୍କୃତିକ କାର୍ଯ୍ୟକ୍ରମ 🎶 🔸 ଛୋଟ ପିଲାମାନଙ୍କ ଡାନ୍ସ ପ୍ରୋଗ୍ରାମ 💃 🔸 ମହାସ୍ନାନ ଓ ମହାଆଳତି 🙏 ଆସନ୍ତୁ, ପରିବାର ସହ ଉପସ୍ଥିତ ହୋଇ ମା’ଙ୍କ ଅଶୀର୍ବାଦ ଲାଭ କରନ୍ତୁ ଏବଂ ଧାର୍ମିକ ପରିବେଶର ଆନନ୍ଦ ଉଠାନ୍ତୁ। 📢 ଆପଣଙ୍କ ଉପସ୍ଥିତି ଆମ ପାଇଁ ଗର୍ବର କଥା। 🙏 ଜୟ ମା’ ତାରିଣୀ 🙏1
- ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।1
- ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି1