logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିଳଦା ପୋଲ ମରାମତି ଦାବିରେ ଜେ ଏମ ଏମ ର ଦୁଇ ଘଣ୍ଟିଆ ଧାରଣା, ଯୋଗ ଦେଲେ ନେତା ଓ କର୍ମୀ ଶିଳଦା ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ ଦାବି, ବିଜେପି ସରକାର କୁ କଲେ କଡା ସମାଲୋଚନା.

3 hrs ago
user_SPOT NEWS CREATION,,Tusar kanta Behera
SPOT NEWS CREATION,,Tusar kanta Behera
ସାମ୍ବାଦିକ Muruda, Mayurbhanj•
3 hrs ago

ଶିଳଦା ପୋଲ ମରାମତି ଦାବିରେ ଜେ ଏମ ଏମ ର ଦୁଇ ଘଣ୍ଟିଆ ଧାରଣା, ଯୋଗ ଦେଲେ ନେତା ଓ କର୍ମୀ ଶିଳଦା ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ ଦାବି, ବିଜେପି ସରକାର କୁ କଲେ କଡା ସମାଲୋଚନା.

More news from Mayurbhanj and nearby areas
  • ଶିଳଦା ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ ଦାବି, ବିଜେପି ସରକାର କୁ କଲେ କଡା ସମାଲୋଚନା.
    1
    ଶିଳଦା ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ ଦାବି, ବିଜେପି ସରକାର କୁ କଲେ କଡା ସମାଲୋଚନା.
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    3 hrs ago
  • Post by MN.NEWS ODIA
    4
    Post by MN.NEWS ODIA
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।
    1
    ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।
    user_Sk Ajaruddin
    Sk Ajaruddin
    Local News Reporter Basta, Baleshwar•
    7 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। #mayurbhanj #dlh_khabar #baripada
    1
    ଖେଳକୁଦ କରିବା ବୟସରେ ନିଜ ପକେଟ ଖର୍ଚ୍ଚକୁ ବଞ୍ଚାଇ କରି ଚାଲିଛନ୍ତି ସମାଜସେବା। ଏଭଳି କାର୍ଯ୍ୟ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ସାଜିଛନ୍ତି ବାରିପଦା ସହରରେ ଥିବା ସ୍ବେଚ୍ଚାସେବୀ ଅନୁଷ୍ଠାନ "ନିସ୍ବାର୍ଥ ସେବା ଅନୁଷ୍ଠାନ" ର କର୍ମକର୍ତ୍ତା ମାନେ। ସବୁଠାରୁ ବଡକଥା ହେଲା ଏମାନେ ନା କୌଣସି ସରକାରୀ ସଂଗଠନ ନା କୌଣସି ରାଜନୈତିକ ଅନୁଷ୍ଠାନ, କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଇ ନଥାନ୍ତି। ଏହି କର୍ମକର୍ତ୍ତାମାନଙ୍କ ମଧ୍ୟରେ କେହି କେହି ସ୍କୁଲ କଲେଜର ଛାତ୍ରଛାତ୍ରୀ ତ ଆଉ କେହି ଅଳ୍ପଦିନ ବ୍ୟବଧାନରେ କଲେଜ ସାରି ଉଚ୍ଚଶିକ୍ଷା କରୁଛନ୍ତି। ତେବେ ଯେଉଁ ବୟସରେ କୋମଳମତି ପିଲାମାନେ ଅଭିଭାବକଙ୍କ ଠାରୁ ପାଉଥିବା ପକେଟ ଖର୍ଚ୍ଚକୁ ଏଣେତେଣେ ସାରି ଦେଇଥାନ୍ତି, ସେହି ବୟସରେ ଏ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବାଛି ନେଇଛନ୍ତି ସମାଜସେବାର ରାସ୍ତା। ଠିକ ସେହି ପରିପ୍ରେକ୍ଷୀରେ ନାରୀ ସଶକ୍ତିକରଣ ତଥା ପରିଚ୍ଛନ୍ନତା ଦିଗରେ ଏକ କର୍ମଶାଳର ଆୟୋଜନ କରିଛନ୍ତି ନିସ୍ବାର୍ଥ ସେବା ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଥା ସଂଗଠନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ  ଭବିଷ୍ୟତ କାମନା କରିଛନ୍ତି। 
#mayurbhanj #dlh_khabar #baripada
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 31.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur 
Date - 31.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • ଆକ୍ସନ ମୋଡରେ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଆକ୍ସନ ମୋଡରେ ବାଲିଆପାଳ ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଚୋରା ବାଲି ଚାଲାଣ ବେଳେ ଗୋଟିଏ ଡମ୍ପର ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡବଡାପାଳ ବୁନ୍ଦା କୋଠା ରୁ ବାଲି ମାଫିଆ ମାନେ ପଶ୍ଚିମ କୁ ଚାଲାଣ କରୁଥିବା ଖବର ପାଇଁ ଏବଂ ବସ୍ତା ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଢ଼ାଉ କରିଥିଲେ ।
    1
    ଆକ୍ସନ ମୋଡରେ ବାଲିଆପାଳ ବସ୍ତା ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା।
ଆକ୍ସନ ମୋଡରେ ବାଲିଆପାଳ ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ଚୋରା ବାଲି ଚାଲାଣ ବେଳେ ଗୋଟିଏ ଡମ୍ପର  ଗୋଡ଼ାଇ ଗୋଡ଼ାଇ ଧରିଲେ ଜୁନିଅର ଲଘୁ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ଚଡବଡାପାଳ ବୁନ୍ଦା କୋଠା   ରୁ ବାଲି ମାଫିଆ ମାନେ ପଶ୍ଚିମ କୁ ଚାଲାଣ କରୁଥିବା ଖବର ପାଇଁ  ଏବଂ ବସ୍ତା ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଚଢ଼ାଉ କରିଥିଲେ ।
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Local News Reporter ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    19 hrs ago
  • ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି
    1
    ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    ସାମ୍ବାଦିକ Muruda, Mayurbhanj•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.