Shuru
Apke Nagar Ki App…
ସାଇ ଦରବାରରେ ନ୍ୟାୟିକ ଵିଜୟ ଉତ୍ସବ ପାଳନ କରାଯାଇଛି, ଏଥିରେ ଵିଭିନ୍ନ ଵର୍ଗର ଵ୍ୟକ୍ତି ଵିଶେଷ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲା, ଜଟଣୀ ର ସାଇ ଦରଵାର ଠାରେ, ଜରା ନିବାସ ଆଶା କିରଣ ର ପ୍ରତିଷ୍ଠାତା ହୋଚିମିନି ଶାସ୍ତ୍ରୀ ଙ୍କ ଜନ୍ମଦିନ ଓ ତାଙ୍କ ଉପରେ ଛଅବର୍ଷ ଧରି ଚାଲିଥିବା ମିଥ୍ୟା ମାମଲା ରେ ସେ ନ୍ୟାୟିକ ଵ୍ୟଵସ୍ଥା ଦ୍ଵାରା ଦୋଷମୁକ୍ତ ହେଵା ପରେ ଏକ ଵିଜୟ ଉତ୍ସବ ପାଳନ କରାଯାଇଥିଲା, ଏଥରେ ଆଶା କିରଣ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ସମାଜସେବୀ ଯୋଗେଶ ନାୟକ, ଭାଜପାର ଖୋର୍ଦ୍ଧା ଜିଲ୍ଲା ସଂପାଦକ ଲିଟୁ ରାଉତରାୟ, ଜଟଣୀ ଭାଜପା ର ବରିଷ୍ଠ ନେତା ପ୍ରଶାନ୍ତ ଵେହେରା, ଜଟଣୀ ନିଶାନିବାରଣ କେନ୍ଦ୍ର ର ପ୍ରତିଷ୍ଠାତା ପପୁ ବାଵୁ,ଅନ୍ୟ ସମାଜ ସେଵୀ, ଆଶା କିରଣ ର ମୁଖ୍ୟ ପରିଚାଳିକା ଦାମିନୀ ପ୍ରିୟ ଦର୍ଶିନୀ ଶାସ୍ତ୍ରୀ, ସମସ୍ତ କର୍ମଚାରୀ, ସ୍ଥାନୀୟ ଗୣପ୍ ମହିଳା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହି ଉତ୍ସଵକୁ ଧୂମଧାମ ରେ ପାଳନ କରିଥିଲେ।
Jogesh Chandra nayak

More news from ଓଡ଼ିଶା and nearby areas
- ସୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପାରଗ କହିବା ସହ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ରାଜ୍ୟରେ ପ୍ରତିଦିନ ହତ୍ୟା ଭଳି ଘଟଣା ଘଟୁଛି, ଯାହା ସରକାରୀ ବ୍ୟବସ୍ଥାର ଦୁର୍ବଳତାକୁ ଦର୍ଶାଉଛି।1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।1
- ଆଜି ବାଲିପାଟଣା ଥାନାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅଭିନବ ଆୟୋଜନ ପାଇଁ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।1
- ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- କଟକର ମଧୁପାଟଣା ଅଞ୍ଚଳରେ ଶ୍ରମିକମାନେ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ପ୍ରଚଣ୍ଡ ଖରାରେ ବିନା ସୁରକ୍ଷା ବଳୟରେ ୬ ମହଲା ଉପରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନଙ୍କ ଜୀବନ ବାଜିରେ ଲାଗିଛି। ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ?1
- ହସୁଛୁ ରେ କାଳିଆ ତୁ ତୋ ବଡ଼ ଦେଉଳେ,ପତିତପାବନ ଉଡେ ତୋ ନୀଳାଚଳେ, ଜୟ ଜଗନ୍ନାଥ 🙏1
- ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।1
- ଓଡ଼ିଶାର ଅଭିନେତା ତଥା ରାଜନେତା ସୁର ରାଉତରାୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟଙ୍କୁ ସମର୍ଥନ କରି ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣରେ ସବୁ କଳାକାରଙ୍କୁ ଭୋଟ୍ ମିଳେ ଏବଂ ଜଣେ ଯୁବ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ଭଲ କାମ କରିପାରିବେ।1