Shuru
Apke Nagar Ki App…
ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ? ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?
Amrit Prasad Das
ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ? ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?
More news from ଓଡ଼ିଶା and nearby areas
- ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ? ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ। ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି କଟକ ମଧୁପାଟଣା ଥାନା ଅଞ୍ଚଳରେ ନିର୍ଧୁମ ଖରାରେ ୬ତାଲା ଉପରେ ବିପଦସଙ୍କୁଳ ଅବସ୍ଥାରେ ବିନା କୌଣସି ସୁରକ୍ଷା ବଳୟରେ ଶ୍ରମିକ ଢ଼ଳେଇ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଖରା ଯୋଗୁଁ ଯଦି କୌଣସି ଅଘଟଣ ଘଟେ ଏହା ପାଇଁ କିଏ ଦାୟୀ ରହିବ?1
- ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତ ପାଳନ କଲେ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷାର୍ଥୀ ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତ ପାଳନ କଲେ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷାର୍ଥୀ #LatestNews #UpdateNews #apanankakhabara #news #OdishaNews #Odisha1
- ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମେ ୯, ୨୦୨୬ ରେ ଏକ ଜନତା ଦରବାର ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ନିଜର ସମସ୍ୟା ଓ ଅଭିଯୋଗ ସିଧାସଳଖ ସରକାର ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବେ। ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଏହି ପଦକ୍ଷେପ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚ ଯୋଗାଇବ।1
- ଭୁବନେଶ୍ୱର ସାଂସଦ ବାଲିଅନ୍ତାରେ ଉତ୍ତରାରୁ ନିମାପଡା ମୂଖ୍ୟ ରାସ୍ତା ପ୍ରସସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୮ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ, ଯାହା ଅଞ୍ଚଳବାସୀଙ୍କ ଯାତାୟାତରେ ସୁଧାର ଆଣିବ।1
- ଓଡ଼ିଶାର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟର ଆଇନ ବ୍ୟବସ୍ଥାକୁ ଆଧୁନିକ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବଦଳୁଥିବା ଜନସାଂଖ୍ୟିକ ପରିସ୍ଥିତି ସହିତ ଆଇନକୁ ସମୟୋପଯୋଗୀ କରିବାକୁ ସେ ଆହ୍ୱାନ କରିଛନ୍ତି। ଏହାଦ୍ୱାରା ଆଇନ ବ୍ୟବସ୍ଥା ସମାଜ ପାଇଁ ଅଧିକ ପ୍ରଭାବଶାଳୀ ହେବ।1
- ଥଲପତି ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲ ରହୁଲ ଗାନ୍ଧୀଙ୍କ ଉପସ୍ଥିରେ ll ଥଲପତି ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲ ରହୁଲ ଗାନ୍ଧୀଙ୍କ ଉପସ୍ଥିରେ ll1
- ଏହା ଏକ ହୃଦୟ ବିଦାରକ ସମୟର ଦୁର୍ଶ୍ୟ ତା -୦୯/୦୫/୨୬ ଜୟଦେବ ନିର୍ବାଚନ ମଣ୍ଡଳୀ ର ବାଲିପାଟଣା ବ୍ଲକ ଅଠାଣ୍ଟର ଛକ,1
- ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି।1