logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରେମିକ ପ୍ରେମିକାଙ୍କୁ ଏଡ଼ସ | ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେମିକାଙ୍କ ଅଭିଯୋଗ। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିବି । ମୋ ପ୍ରେମିକଙ୍କ ଦ୍ୱାରା ଶହ ଶହ ମହିଳାଙ୍କୁ ଏଡସ ରୋଗରେ ଆକ୍ରାନ୍ତ କରୁଛି । ପ୍ରେମିକା ଦେଲା ଚାଞ୍ଚଲ୍ୟକର ତଥ୍ୟ | Anchor -- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାରୁ ନା ରାଜ । ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି, ତୁରନ୍ତ ମହିଳା ଙ୍କୁ ନ୍ୟାୟ ଦାବି କରି ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ, ଯଦି ତାଙ୍କୁ ନ୍ୟାୟ ନ ମିଳିବ ସେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ଆଗରେ ଧମକ ଦେଇଛନ୍ତି..

1 hr ago
user_Dhenkanal News
Dhenkanal News
Media company Dhenkanal Sadar, Odisha•

More news from Odisha and nearby areas
  • ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    1
    ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    13 hrs ago
  • ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � OdishaTv +1 🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। � OdishaTv 🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। � OdishaTv 🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। � OdishaTv 🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। � OdishaTv 🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। � OdishaTv 🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। � OdishaTv 🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �
    1
    ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର:
🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। �
ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର:
🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। �
OdishaTv +1
🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। �
OdishaTv
🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। �
OdishaTv
🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। �
OdishaTv
🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। �
OdishaTv
🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। �
OdishaTv
🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। �
OdishaTv
🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �
    user_Top Headlines News Today
    Top Headlines News Today
    Financial Advisor Saheednagar, Khordha•
    8 hrs ago
  • ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice
    1
    ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। 
 #Baliantablock #BDOBalianta  #DMKhordha #CMOdisha #Jayadevnews #Baliantapolice
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • ହୃଦୟ କୁ ଛୁଇଁଲା ଭଳି ............................... ....
    1
    ହୃଦୟ କୁ ଛୁଇଁଲା ଭଳି ...............................
....
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l
    1
    ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    5 hrs ago
  • ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    1
    ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    15 hrs ago
  • ଲଖ୍ନଉ ଠାରେ ଗୋଟିଏ ହାଇଵା car କୁ accident କରି ଦେବାରୁ ଦୁଇ ଜଣ ଘାୟଲ
    1
    ଲଖ୍ନଉ ଠାରେ ଗୋଟିଏ ହାଇଵା car କୁ accident କରି ଦେବାରୁ ଦୁଇ ଜଣ ଘାୟଲ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.