logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା

6 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•
6 hrs ago

ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା

More news from Odisha and nearby areas
  • ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    1
    ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • ଚାଳିଶି ବର୍ଷ ଶିକ୍ଷକତା କରି ସମ୍ବର୍ଦ୍ଧିତ ହେଲେ ହିନ୍ଦୀ ଶିକ୍ଷକ.. ଗ୍ରାମବାସୀ ଆଜିଠାରୁ ଝୁରିବେ ସାର୍ ଙ୍କୁ... ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଶ୍ରୀଧର ଷେଣ୍ଢ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ଓ ଏକାଡେମୀର ମୁଖ୍ୟ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ, ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଦୀର୍ଘ ୪୦ ବର୍ଷ ଧରି ସୋଗର ଗ୍ରାମରେ ରହି ହିନ୍ଦୀ ଶିକ୍ଷକ ଭାବେ ସେବା ପ୍ରଦାନ କରିଆସିଥିବା ଶ୍ରୀଧର ଷେଣ୍ଢ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଥିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଆଦର୍ଶ, ପାଠପଢ଼ା ସହିତ ସେ ଛାତ୍ରଛାତ୍ରୀଙ୍କୁ ନିଜର ସାଙ୍ଗସାଥୀ ଭଳି ବ୍ୟବହାର କରୁଥିଲେ। ତାଙ୍କର ସରଳତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି। ଅନୁଷ୍ଠାନରେ ଉପସ୍ଥିତ ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀଧର ସାରଙ୍କ ସହିତ କାଟିଥିବା ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ, ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଶ୍ରୀଧର ସାର ମଧ୍ୟ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହ ଥିବା ଅତୁଟ ସମ୍ପର୍କର କଥା ମନେପକାଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲାମୀ ମୁର୍ମୁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀଧର ସାରଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ମଧ୍ୟ ସେମାନଙ୍କର ଦୀର୍ଘ ସେବା ପାଇଁ ସମ୍ମାନିତ କରାଯାଇଥିଲା।
    1
    ଚାଳିଶି ବର୍ଷ ଶିକ୍ଷକତା କରି ସମ୍ବର୍ଦ୍ଧିତ ହେଲେ ହିନ୍ଦୀ ଶିକ୍ଷକ.. ଗ୍ରାମବାସୀ ଆଜିଠାରୁ ଝୁରିବେ ସାର୍ ଙ୍କୁ...
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଶ୍ରୀଧର ଷେଣ୍ଢ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ଓ ଏକାଡେମୀର ମୁଖ୍ୟ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ, ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା
 ଦୀର୍ଘ ୪୦ ବର୍ଷ ଧରି ସୋଗର ଗ୍ରାମରେ ରହି ହିନ୍ଦୀ ଶିକ୍ଷକ ଭାବେ ସେବା ପ୍ରଦାନ କରିଆସିଥିବା ଶ୍ରୀଧର ଷେଣ୍ଢ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଥିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଆଦର୍ଶ, ପାଠପଢ଼ା ସହିତ ସେ ଛାତ୍ରଛାତ୍ରୀଙ୍କୁ ନିଜର ସାଙ୍ଗସାଥୀ ଭଳି ବ୍ୟବହାର କରୁଥିଲେ। ତାଙ୍କର ସରଳତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି।
ଅନୁଷ୍ଠାନରେ ଉପସ୍ଥିତ ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀଧର ସାରଙ୍କ ସହିତ କାଟିଥିବା ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ, ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଶ୍ରୀଧର ସାର ମଧ୍ୟ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହ ଥିବା ଅତୁଟ ସମ୍ପର୍କର କଥା ମନେପକାଇଥିଲେ।
 ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲାମୀ ମୁର୍ମୁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀଧର ସାରଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ମଧ୍ୟ ସେମାନଙ୍କର ଦୀର୍ଘ ସେବା ପାଇଁ ସମ୍ମାନିତ କରାଯାଇଥିଲା।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    10 hrs ago
  • ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।
    1
    ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି  ନେତା ଅଭୟ 
ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    19 hrs ago
  • ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � OdishaTv +1 🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। � OdishaTv 🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। � OdishaTv 🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। � OdishaTv 🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। � OdishaTv 🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। � OdishaTv 🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। � OdishaTv 🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �
    1
    ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର:
🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। �
ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର:
🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। �
OdishaTv +1
🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। �
OdishaTv
🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। �
OdishaTv
🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। �
OdishaTv
🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। �
OdishaTv
🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। �
OdishaTv
🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। �
OdishaTv
🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �
    user_Top Headlines News Today
    Top Headlines News Today
    Financial Advisor Saheednagar, Khordha•
    31 min ago
  • ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice
    1
    ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। 
 #Baliantablock #BDOBalianta  #DMKhordha #CMOdisha #Jayadevnews #Baliantapolice
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*
    1
    *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    1
    ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲି ଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ଗ୍ରାମ ନୂଆସାହି ୱ।ର୍ଡ9 ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬
    1
    ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର  ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬
ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲି ଅନ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ଗ୍ରାମ ନୂଆସାହି ୱ।ର୍ଡ9 ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା ୧/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.