ଚାଳିଶି ବର୍ଷ ଶିକ୍ଷକତା କରି ସମ୍ବର୍ଦ୍ଧିତ ହେଲେ ହିନ୍ଦୀ ଶିକ୍ଷକ.. ଗ୍ରାମବାସୀ ଆଜିଠାରୁ ଝୁରିବେ ସାର୍ ଙ୍କୁ... ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଶ୍ରୀଧର ଷେଣ୍ଢ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ଓ ଏକାଡେମୀର ମୁଖ୍ୟ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ, ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଦୀର୍ଘ ୪୦ ବର୍ଷ ଧରି ସୋଗର ଗ୍ରାମରେ ରହି ହିନ୍ଦୀ ଶିକ୍ଷକ ଭାବେ ସେବା ପ୍ରଦାନ କରିଆସିଥିବା ଶ୍ରୀଧର ଷେଣ୍ଢ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଥିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଆଦର୍ଶ, ପାଠପଢ଼ା ସହିତ ସେ ଛାତ୍ରଛାତ୍ରୀଙ୍କୁ ନିଜର ସାଙ୍ଗସାଥୀ ଭଳି ବ୍ୟବହାର କରୁଥିଲେ। ତାଙ୍କର ସରଳତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି। ଅନୁଷ୍ଠାନରେ ଉପସ୍ଥିତ ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀଧର ସାରଙ୍କ ସହିତ କାଟିଥିବା ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ, ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଶ୍ରୀଧର ସାର ମଧ୍ୟ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହ ଥିବା ଅତୁଟ ସମ୍ପର୍କର କଥା ମନେପକାଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲାମୀ ମୁର୍ମୁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀଧର ସାରଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ମଧ୍ୟ ସେମାନଙ୍କର ଦୀର୍ଘ ସେବା ପାଇଁ ସମ୍ମାନିତ କରାଯାଇଥିଲା।

- ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା1
- ଚାଳିଶି ବର୍ଷ ଶିକ୍ଷକତା କରି ସମ୍ବର୍ଦ୍ଧିତ ହେଲେ ହିନ୍ଦୀ ଶିକ୍ଷକ.. ଗ୍ରାମବାସୀ ଆଜିଠାରୁ ଝୁରିବେ ସାର୍ ଙ୍କୁ... ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଶ୍ରୀଧର ଷେଣ୍ଢ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ଓ ଏକାଡେମୀର ମୁଖ୍ୟ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ, ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଦୀର୍ଘ ୪୦ ବର୍ଷ ଧରି ସୋଗର ଗ୍ରାମରେ ରହି ହିନ୍ଦୀ ଶିକ୍ଷକ ଭାବେ ସେବା ପ୍ରଦାନ କରିଆସିଥିବା ଶ୍ରୀଧର ଷେଣ୍ଢ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଥିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଆଦର୍ଶ, ପାଠପଢ଼ା ସହିତ ସେ ଛାତ୍ରଛାତ୍ରୀଙ୍କୁ ନିଜର ସାଙ୍ଗସାଥୀ ଭଳି ବ୍ୟବହାର କରୁଥିଲେ। ତାଙ୍କର ସରଳତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି। ଅନୁଷ୍ଠାନରେ ଉପସ୍ଥିତ ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀଧର ସାରଙ୍କ ସହିତ କାଟିଥିବା ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ, ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଶ୍ରୀଧର ସାର ମଧ୍ୟ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହ ଥିବା ଅତୁଟ ସମ୍ପର୍କର କଥା ମନେପକାଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲାମୀ ମୁର୍ମୁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀଧର ସାରଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ମଧ୍ୟ ସେମାନଙ୍କର ଦୀର୍ଘ ସେବା ପାଇଁ ସମ୍ମାନିତ କରାଯାଇଥିଲା।1
- ତିଗିରିଆ ବ୍ଲକ ଗଦାଧର ପୁର ପଞ୍ଚାୟତ କଳିବିରି ଗ୍ରାମରେ ବନ୍ୟା ବିପନ୍ନଙ୍କ ଶୁଖିଲା ଖାଦ୍ଯ ଯୋଗାଇଲେ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଳକ ବଡନାଉପୁଟ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା , ବଉଳାଙ୍ଗ, ଶାଳୀଜଙ୍ଗା, ଗ୍ରାମ ମାନଙ୍କରେ ବନ୍ୟା ପ୍ରଭାବିତ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କଲେ , ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ। ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ନିକଟରେ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ଏବଂ ଖଣ୍ଡହତା ରେ ନଦୀବନ୍ଧ ଭାଙ୍ଗିଛି ସେ ବିଷୟ ରେ ତିଗିରିଆ ତହସିଲଦାରଙ୍କ ସହିତ ଆଲୋଚନା କଲେ, ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଅଭୟ କୁମାର ବାରିକ।1
- ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice1
- ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 🎬 ମନୋରଞ୍ଜନ ଜଗତର ତାଜା ଖବର1
- *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*1
- କୁନୁଆଁ ଗାଁ ଜମିରେ ଗଳିତ ମୃତ ଦେହ ଉଦ୍ଧାର ପରେ ଆଜି ମିଳିଲା ପରିଚୟ. ଘରୁ ନିଖୋଜ ହୋଇଥିଲେ ସମ୍ପୃକ୍ତ ଯୁବକ. ହିନ୍ଦୋଳ ରାସୋଳ ଥାନା କୁନୁଆଁ ଗାଁ ଧାନ ଜମିରୁ ଉଦ୍ଧାର ଗଳିତ ମୃତ ଦେହ ର ମିଳିଲା ପରିଚୟ. ସେ ବାର୍ଷୀଙ୍ଗା ଗାଁର ସନାତନ ନାଏକ ବୋଲି ପୋଲିସ ସୂଚନା ମିଳିଲା. ସେ 15 ଦିନ ହେବ ଘରୁ ନିଖୋଜ ଥିଲେ.1
- ଢେଙ୍କାନାଳ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ରେ ଗୁରୁ ପୂର୍ଣ୍ଣୀମା ପାଳିତ1