Shuru
Apke Nagar Ki App…
ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ହିନ୍ଦୋଳର ବିଦ୍ୟାଳୟ ମାନଙ୍କରେ ପ୍ରଥମ ପ୍ରବେଶ ଏବେ ଖଡିଛୁଆଁ ଉତ୍ସବ ପାଳିତ. ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ହିନ୍ଦୋଳ ର ସମସ୍ତ ବିଦ୍ୟାଳୟ ମାନଙ୍କରେ ପ୍ରଥମ ପ୍ରବେଶ ଏବଂ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଛି. ହିନ୍ଦୋଳ ରୁପାଳି ପ୍ରାଥମିକ ସ୍କୁଲ ସହ ସମସ୍ତ ସ୍କୁଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା.
BIKRAM SAHU
ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ହିନ୍ଦୋଳର ବିଦ୍ୟାଳୟ ମାନଙ୍କରେ ପ୍ରଥମ ପ୍ରବେଶ ଏବେ ଖଡିଛୁଆଁ ଉତ୍ସବ ପାଳିତ. ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ହିନ୍ଦୋଳ ର ସମସ୍ତ ବିଦ୍ୟାଳୟ ମାନଙ୍କରେ ପ୍ରଥମ ପ୍ରବେଶ ଏବଂ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଛି. ହିନ୍ଦୋଳ ରୁପାଳି ପ୍ରାଥମିକ ସ୍କୁଲ ସହ ସମସ୍ତ ସ୍କୁଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା.
More news from ଓଡ଼ିଶା and nearby areas
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।1
- Post by Dipak Kumar Nayak2
- ବ୍ରାଉନସୁଗାର ଡିଲ ବେଳେ ମାଡ଼ିବସିଲା ଖୋର୍ଦ୍ଧା ପୋଲିସ #spnewstvliveodia #BreakingNews #khordanews1
- Post by Devi prasad Das1
- ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା1
- ସେକ୍ସୁଆଲ ଫେବର ମାଗୁଛି ଭରତପୁର ପୋଲିସ୍ ! ମୋ ରେପ୍ ଭିଡ଼ିଓ ଦେଖି ମଧ୍ୟ ମୋ କେଶ୍ ରଖିଲେ ନାହିଁ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- Post by Ranjan hota1
- ବରିଷ୍ଟ ବିଜେପି ନେତା ଙ୍କୁ ମାରିଲେ ଧକିଆ ଖୋର୍ଦ୍ଧା ବିଧାୟକ ଗଣେଶ ଜଗଦେବ #spnewstvliveodia #breakingnews #khordanews1
- Post by NEWS MANORANJAN1