Shuru
Apke Nagar Ki App…
ସହରର ଶାସନ ଛକ ନିକଟ ଗ୍ୟାସ ଦୋକାନ ଉପରେ ଚଢାଉ ୨୭ଟି ଟାଙ୍କି ଜବତ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।
Amani Sahoo

More news from Odisha and nearby areas
- Post by Dipak Kumar Nayak1
- ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା1
- Post by NEWS MANORANJAN1
- Post by Sibanava Panda1
- Post by ନିଷ୍ଠୁର ଦୁନିଆ Live1
- ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଢିଅ କୁରାନ୍ସ ଗ୍ରାମର ଆସିଫ ଖାଁ ଧର୍ମଶାଳା ଥାନା ନେଉଳ ପୁର ଗ୍ରାମକୁ ବିବାହ ଉତ୍ସବରେ ଆସିଥିଲା l ସେ ଓ ତାଙ୍କ ସାଙ୍ଗମାନେ ମିର୍ଜାପୁର ନିକଟ କେଲୁଅ ନଦୀରେ ଗାଧୋଇବା ପାଇଁ ଯାଇଥିଲେl ସେଠାରେ ଗାଧୋଇବା ସମୟରେ ତୁଠ ପଥରରେ ଗୋଡ଼ ଖସି ଯାଇଥିଲା...1
- Post by Dipak Kumar Nayak2
- Post by NEWS MANORANJAN1
- Post by ନିଷ୍ଠୁର ଦୁନିଆ Live1