ମହିଳା ସଂରକ୍ଷଣ ବାବଦକୁ କରଞ୍ଜିଆ ଠାରେ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ;ବିଜେପି ଉପରେ ବର୍ଷିଲେ କରଞ୍ଜିଆ,୨୦/୪(ପାର୍ଥ ପ୍ରଶନ୍ନ ମିଶ୍ର):ମୟୂରଭଞ୍ଜ ଜିଲ୍ଲା (ପଶ୍ଚିମାଞ୍ଚଳ) କଂଗ୍ରେସ ସଭାପତି ଭୁବନ ବିହାରି ସାହୁଙ୍କ ସଭାପତିତ୍ବରେ ତଥା ରାଜ୍ୟ ମହିଳା ଉପ ସଭାନେତ୍ରୀ ଜବାମଣି ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି କରଞ୍ଜିଆ ପୂର୍ତ୍ତ ବଙ୍ଗଳା ଠାରେ ମହିଳା ସଂରକ୍ଷଣ ବାବଦକୁ ବିଜେପି ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଜୀବଗାନ୍ଧୀ ପଞ୍ଚାୟତି ରାଜ ଯୁଗ୍ମ ସଂଜୋଜିକା ଗୋଲାପ ମଞ୍ଜରୀ ସୋରେନ,ରାଜୀବଗାନ୍ଧୀ ପଞ୍ଚାୟତି ରାଜ ଯୁଗ୍ମ ସଂଯୋଜକ ଧରଣୀଧର ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦକ ଲାଳନ ସିଂ,ମିଡିଆ ସଂଯୋଜକ ବାବୁରାମ ବେସ୍ରା ପ୍ରମୁଖ ଯୋଗଦେଇ ମହିଳା ସଂରକ୍ଷଣ ବାବଦକୁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରକାଶ କରିଥିଲେ। ଏହାସହିତ ୨୦୨୩ ମସିହାରେ ପାରିତ ହେଇଥିବା ମହିଳା ସଂରକ୍ଷଣ ଆଇନ ଅନୁଯାୟୀ ଲୋକସଭାରେ ୩୩% ସିଟ୍ ମହିଳା ମାନଙ୍କ ପାଇଁ ଆସନ୍ତା ୨୦୨୯ ସାଧାରଣ ନିର୍ବାଚନରୁ ଲାଗୁ କରିବାକୁ,ମହିଳା ସଂରକ୍ଷଣ ଆଇନରେ ପରିବର୍ତ୍ତନ କରି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆବର୍ଗର ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ,ସବୁ ଦଳର ମତାମତ ନେଇ ସାଧାରଣରେ ବ୍ୟାପକ ଭାବରେ ଚର୍ଚ୍ଚା କରିବା ପରେ ଯାଇ ସୀମା ନିର୍ଦ୍ଧାରଣ ଉପରେ ସରକାର ନିଷ୍ପତ୍ତି ନିଅନ୍ତୁ, ପ୍ରଧାନମନ୍ତ୍ରୀ ତାଙ୍କର ଶସ୍ତା ରାଜନୈତିକ ସୁବିଧା ପାଇଁ ସରକାରୀ ଖର୍ଚ୍ଚରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଥିବା ବେଳେ ମିଛ ପ୍ରଚାର ବନ୍ଦ କରନ୍ତୁ ବୋଲି ନାରୀ ନେତ୍ରୀ ଶ୍ରୀମତି ଟୁଡୁ ପ୍ରକାଶ କରିଥିଲେ।

- * ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସମାରୋହରେ ସ୍କୁଲର ଚେୟାରମ୍ୟାନ୍, ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି। *ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*1
- Post by ମିଲନ କୁମାର ନାଏକ1
- Post by Rajib Behera1
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- Post by Khabar1
- ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by Rajib Behera1