Shuru
Apke Nagar Ki App…
#ଆଜି_ପବିତ୍ର_ଅକ୍ଷୟ_ତୃତୀୟା ଆଜି ପବିତ୍ର ଅକ୍ଷୟ ତୃତୀୟା। ଅକ୍ଷିମୁଠି ଅନୁକୂଳ କରିବେ ଚାଷୀ। କ୍ଷେତରେ ବିହନ ବୁଣି ଚାଷ କାମ ଆରମ୍ଭ କରିବ ଚଷା ପୁଅ। ଆଜିର ଏହି ପବିତ୍ର ମୁହୂର୍ତ୍ତର୍ରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ। #AkshayaTritiya #OdishaFarmers #JagannathCulture #AgricultureFestival #OdishaTradition #IndianFestivals #FarmersLife #CulturalHeritage #AkhiMuthiAnukula
Rajib Behera

More news from ଓଡ଼ିଶା and nearby areas
- Post by Rajib Behera1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by MN.NEWS ODIA1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 18.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- Post by Jitendra raj2
- monaranjan pai nayaranga matha gobindapur distiki1
- Post by Rajib Behera1