logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସିଏମ ଟ୍ରଫି ୨୦୨୬ ସମ୍ପର୍କିତ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନ ୧୦ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟର ମିନି କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ବୈଠକଟିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଏହାକୁ ପରିଚାଳନା କରିଥିଲେ। ବୈଠକରେ ଉପଜିଲ୍ଲାପାଳ ସୋନପୁର ଶ୍ରୀମତୀ ସୌମ୍ୟରୂପା ରଥ, ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍‌ଡିପିଓ) ଶ୍ରୀମତୀ କଳ୍ୟାଣୀ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ ଏବଂ ଅନ୍ୟାୟ ଅଧିକାରୀ ଉପସ୍ଥିତ ଥିଲେ। ସିଏମ ଟ୍ରଫି ୨୦୨୬ ଆସନ୍ତା ଏପ୍ରିଲ ୨୧ ଓ ପରବର୍ତ୍ତୀ ଦିନ ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ଟି ବ୍ଲକରୁ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ। ଏହି କ୍ରୀଡା କାର୍ଯ୍ୟକ୍ରମରେ ଭଲିବଲ୍‌ ଓ ଖୋ-ଖୋ ୧୪ ବର୍ଷ ତଳ ସ୍ତରରେ ଏବଂ କବଡ଼ି ୧୬ ବର୍ଷ ତଳ ସ୍ତରରେ ଆୟୋଜିତ ହେବ। ବୃଦ୍ଧି ପାଉଥିବା ତାପମାତ୍ରା ଓ ତୀବ୍ର ଗ୍ରୀଷ୍ମ ଦୃଷ୍ଟିରେ ରଖି କଡା ଏସଓପି ଅନୁସରଣ କରାଯିବ। ଖେଳଗୁଡ଼ିକୁ ପ୍ରାତଃକାଳୀନ ସମୟ ଏବଂ ସନ୍ଧ୍ୟା ୪ଟା ପରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି, ଯାହାଦ୍ୱାରା ଖେଳାଳିମାନେ ତାତିରୁ କିଛି ମାତ୍ରା ରେ ରକ୍ଷା ପାଇବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର କହିଥିଲେ, “ସିଏମ ଟ୍ରଫିର ସୁଚାରୁ ଓ ସୁରକ୍ଷିତ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି। ଖେଳାଳିମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।” ବୈଠକରେ କ୍ରୀଡାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ଲଜିଷ୍ଟିକ୍ସ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।

8 hrs ago
user_Shree News
Shree News
ବୀରମହାରାଜପୁର, ସୋନପୁର, ଓଡ଼ିଶା•
8 hrs ago
51bfd830-4bb1-4238-bfe1-fad29d44b54a

ସିଏମ ଟ୍ରଫି ୨୦୨୬ ସମ୍ପର୍କିତ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନ ୧୦ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟର ମିନି କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ବୈଠକଟିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଏହାକୁ ପରିଚାଳନା କରିଥିଲେ। ବୈଠକରେ ଉପଜିଲ୍ଲାପାଳ ସୋନପୁର ଶ୍ରୀମତୀ ସୌମ୍ୟରୂପା ରଥ, ଉପଖଣ୍ଡ ପୋଲିସ ଅଧିକାରୀ (ଏସ୍‌ଡିପିଓ) ଶ୍ରୀମତୀ କଳ୍ୟାଣୀ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ ଏବଂ ଅନ୍ୟାୟ ଅଧିକାରୀ ଉପସ୍ଥିତ ଥିଲେ। ସିଏମ ଟ୍ରଫି ୨୦୨୬ ଆସନ୍ତା ଏପ୍ରିଲ ୨୧ ଓ ପରବର୍ତ୍ତୀ ଦିନ ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ଟି ବ୍ଲକରୁ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ। ଏହି କ୍ରୀଡା କାର୍ଯ୍ୟକ୍ରମରେ ଭଲିବଲ୍‌ ଓ

a138307c-f5ff-42f9-89ae-e7067245a532

ଖୋ-ଖୋ ୧୪ ବର୍ଷ ତଳ ସ୍ତରରେ ଏବଂ କବଡ଼ି ୧୬ ବର୍ଷ ତଳ ସ୍ତରରେ ଆୟୋଜିତ ହେବ। ବୃଦ୍ଧି ପାଉଥିବା ତାପମାତ୍ରା ଓ ତୀବ୍ର ଗ୍ରୀଷ୍ମ ଦୃଷ୍ଟିରେ ରଖି କଡା ଏସଓପି ଅନୁସରଣ କରାଯିବ। ଖେଳଗୁଡ଼ିକୁ ପ୍ରାତଃକାଳୀନ ସମୟ ଏବଂ ସନ୍ଧ୍ୟା ୪ଟା ପରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି, ଯାହାଦ୍ୱାରା ଖେଳାଳିମାନେ ତାତିରୁ କିଛି ମାତ୍ରା ରେ ରକ୍ଷା ପାଇବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର କହିଥିଲେ, “ସିଏମ ଟ୍ରଫିର ସୁଚାରୁ ଓ ସୁରକ୍ଷିତ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି। ଖେଳାଳିମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।” ବୈଠକରେ କ୍ରୀଡାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ଲଜିଷ୍ଟିକ୍ସ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।

More news from ଓଡ଼ିଶା and nearby areas
  • ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଥାନା ରେ FIR ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଶ୍ରୀ ପ୍ରକାଶ ପଧାନ Social Talk ନାମ ରେ ପେଜ ଖୁଲି ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଉଲୁଣ୍ଡା ଥାନା ରେ FIR ଦେଲେ ଶ୍ରୀ ମୁକୃ କୁମାର ବାଘ ସୂଚନା ମୁତାବକ ଗତ ୧୪/୦୪ ୨୬ ରିଖ ଦିନ ୧.୩୦ ମି ପାଖାପାଖି ବିରମହାରାଜପୁର ମୁଖ୍ୟ ଛକରେ ହୋଇଥିବା ଦୂର୍ଭାଗ୍ୟ ଜନକ ଘଟଣା ରେ ବିଧାୟକ ତଥା ଆମ୍ଭେ ସମସ୍ତେ ମର୍ମାହତ । ଉକ୍ତ ଘଟଣା ସମୟରେ ବିଧାୟକ ଇଂ ରଘୁନାଥ ଜଗଦଲା ଘଟଣା ସ୍ଥଲରେ ଉପସ୍ଥିତ ନ ଥିବା ଓ ଘଟଣା ସ୍ଥଳରୁ ୨୫ କିମି ଦୂରରେ ଉଲୁଣ୍ଡା ସ୍ଥିତ ଏକ କାର୍ଯ୍ୟକ୍ରମ ରେ ଥିବା ସପ୍ତେ ଵିଧାୟକ ଙ୍କୁ ଦୋଷ କରି ଵିଧାୟକ ଙ୍କ ଉପସ୍ଥିତି ରେ ଏମିତି କାଣ୍ଡ ହୋଇଅଛି କହି ଵିଧାୟକ ଙ୍କୁ ଵଦନାମ କରିଵା,ସମ୍ମାନ ହାନି କରିବା ସାଧାରଣ ଜନତା ମନରେ ବିଜେପି ଓ ଵିଧାୟକ ଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଉକ୍ତ ଶ୍ରୀ ପ୍ରକାଶ ପଧାନ ଅପପ୍ରଚାର ଚଲାଇଅଛି । ଉକ୍ତ ଘଟଣା ସମୟରେ କିଛି ରାଜନୈତିକ ଦଲର ନେତୃଵୁନ୍ଦ ଓ ଅସାମାଜିକ ବ୍ୟକ୍ତି ଙ୍କୁ ଘଣ୍ଟ ଘୋଡାଇ ଉଦ୍ଧେଶ୍ୟ ମୂଲକ ଵାଵେ ବିଧାୟକ ଓ ଵିଜେପି ପାଟି କୁ ଵଦନାମ କରୁଛନ୍ଥି । ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଶ୍ରୀ ପ୍ରକାଶ ପଧାନ (Social Talk ) ଓ ତାଙ୍କୁ ମିଥ୍ଯା ତଥ୍ଯ ପ୍ରଦାନ କରିଥିବା ବ୍ଯକ୍ତି ବିଷେସ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଦ୍ଧ କାର୍ଯ୍ୟାନୁଷ୍ଟାନ ଗ୍ରହନ କରାଯାଉ ଅନ୍ୟାଥା ଆଗକୁ ଜାତିଆନ ଗଣ୍ଡୋଗଲ ବିଦ୍ବେଷ ,ଘୃଣାଭାବ ଗଡିଵା ଏବଂ ଏହା ଉଗ୍ରରୁପ ନେବବୋଲି ଆଶଙ୍କା କରାଯାଏ ।
    1
    ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଥାନା ରେ FIR
ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଶ୍ରୀ ପ୍ରକାଶ ପଧାନ  Social Talk ନାମ ରେ ପେଜ ଖୁଲି   ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଉଲୁଣ୍ଡା  ଥାନା ରେ FIR ଦେଲେ ଶ୍ରୀ ମୁକୃ କୁମାର ବାଘ ସୂଚନା ମୁତାବକ ଗତ ୧୪/୦୪ ୨୬ ରିଖ ଦିନ ୧.୩୦ ମି ପାଖାପାଖି ବିରମହାରାଜପୁର ମୁଖ୍ୟ ଛକରେ ହୋଇଥିବା ଦୂର୍ଭାଗ୍ୟ ଜନକ ଘଟଣା ରେ ବିଧାୟକ ତଥା ଆମ୍ଭେ ସମସ୍ତେ ମର୍ମାହତ  । ଉକ୍ତ ଘଟଣା ସମୟରେ ବିଧାୟକ ଇଂ ରଘୁନାଥ ଜଗଦଲା ଘଟଣା ସ୍ଥଲରେ ଉପସ୍ଥିତ ନ ଥିବା ଓ ଘଟଣା ସ୍ଥଳରୁ ୨୫ କିମି ଦୂରରେ ଉଲୁଣ୍ଡା ସ୍ଥିତ ଏକ କାର୍ଯ୍ୟକ୍ରମ ରେ ଥିବା ସପ୍ତେ ଵିଧାୟକ ଙ୍କୁ ଦୋଷ କରି ଵିଧାୟକ ଙ୍କ ଉପସ୍ଥିତି ରେ  ଏମିତି କାଣ୍ଡ ହୋଇଅଛି  କହି ଵିଧାୟକ ଙ୍କୁ  ଵଦନାମ କରିଵା,ସମ୍ମାନ ହାନି କରିବା ସାଧାରଣ ଜନତା ମନରେ ବିଜେପି ଓ ଵିଧାୟକ ଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଉକ୍ତ ଶ୍ରୀ ପ୍ରକାଶ ପଧାନ ଅପପ୍ରଚାର ଚଲାଇଅଛି ।  ଉକ୍ତ ଘଟଣା ସମୟରେ କିଛି ରାଜନୈତିକ ଦଲର ନେତୃଵୁନ୍ଦ ଓ ଅସାମାଜିକ ବ୍ୟକ୍ତି ଙ୍କୁ ଘଣ୍ଟ ଘୋଡାଇ ଉଦ୍ଧେଶ୍ୟ ମୂଲକ ଵାଵେ ବିଧାୟକ ଓ ଵିଜେପି ପାଟି କୁ ଵଦନାମ କରୁଛନ୍ଥି । ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଶ୍ରୀ ପ୍ରକାଶ ପଧାନ (Social Talk ) ଓ ତାଙ୍କୁ ମିଥ୍ଯା ତଥ୍ଯ ପ୍ରଦାନ କରିଥିବା  ବ୍ଯକ୍ତି ବିଷେସ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଦ୍ଧ କାର୍ଯ୍ୟାନୁଷ୍ଟାନ ଗ୍ରହନ କରାଯାଉ ଅନ୍ୟାଥା ଆଗକୁ ଜାତିଆନ ଗଣ୍ଡୋଗଲ ବିଦ୍ବେଷ ,ଘୃଣାଭାବ ଗଡିଵା ଏବଂ ଏହା ଉଗ୍ରରୁପ ନେବବୋଲି ଆଶଙ୍କା କରାଯାଏ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର: ଅଭିଯୁକ୍ତ ଫେରାର। ବୀରମହାରାଜପୁର ଗୁଳିକାଣ୍ଡ ଘଟଣା। ମୃତକଙ୍କ ବାପାଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ମାମଲା ରୁଜୁ।
    1
    ସୁବର୍ଣ୍ଣପୁର: ଅଭିଯୁକ୍ତ ଫେରାର। ବୀରମହାରାଜପୁର ଗୁଳିକାଣ୍ଡ ଘଟଣା।
ମୃତକଙ୍କ ବାପାଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ମାମଲା ରୁଜୁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • सड़क बनाने के नाम पर लाखों का घोटाला बामरा #Bigbreakingnews #bamraupdate #latestnews
    1
    सड़क बनाने के नाम पर लाखों का घोटाला बामरा #Bigbreakingnews #bamraupdate #latestnews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    16 hrs ago
  • ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |
    1
    ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି  ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ  ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ,  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି  ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    41 min ago
  • ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।
    4
    ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ  ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ  ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।  ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ  ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    2 hrs ago
  • ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଦିନକୁ ଦିନ ତାତି ବୃଦ୍ଧି ପାଉଛି। ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ପିଇବା ପାଣି ସମସ୍ୟା ଉଦବେଗ ଜନକ ସ୍ଥିତି ରେ ପହଂଚିଛି। ଗ୍ରାମାଞ୍ଚଳ ଲୋକେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ପାନୀୟ ଜଳ ସଂଗ୍ରହ ପର୍ଯ୍ୟନ୍ତ କେବଳ ନଳକୂଅ ଉପରେ ନିର୍ଭର କରି ଚଲୁଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ଉତ୍କଟ ପାନୀୟ ଜଳାଭାବ ରୋକିବାକୁ ଜଳଛତ୍ର ମାନ ଖୋଲି ଉଦ୍ୟମ କରୁଥିଲେ ହେଁ ଏହାର ସ୍ଥାୟୀ ମୁକାବିଲା ହୋଇପାରୁନାହିଁ।
    1
    ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଦିନକୁ ଦିନ ତାତି ବୃଦ୍ଧି ପାଉଛି। ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ପିଇବା ପାଣି ସମସ୍ୟା ଉଦବେଗ ଜନକ ସ୍ଥିତି ରେ ପହଂଚିଛି। ଗ୍ରାମାଞ୍ଚଳ ଲୋକେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ପାନୀୟ ଜଳ ସଂଗ୍ରହ ପର୍ଯ୍ୟନ୍ତ କେବଳ ନଳକୂଅ ଉପରେ ନିର୍ଭର କରି ଚଲୁଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ଉତ୍କଟ ପାନୀୟ ଜଳାଭାବ ରୋକିବାକୁ ଜଳଛତ୍ର ମାନ ଖୋଲି ଉଦ୍ୟମ କରୁଥିଲେ ହେଁ ଏହାର ସ୍ଥାୟୀ ମୁକାବିଲା ହୋଇପାରୁନାହିଁ।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    8 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ମାଙ୍କଡ 🐒 ପିଲା ର ଜିବନ ବଞ୍ଜେଇ ଦେଲା
    1
    ମାଙ୍କଡ 🐒 ପିଲା ର ଜିବନ ବଞ୍ଜେଇ ଦେଲା
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    18 hrs ago
  • ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    1
    ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.