ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।। ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।
ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।। ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା
ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି
ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ
ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।
- ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ସିଡ଼ି ଅନୁଷ୍ଠାନ, ଜମନକିରା ଆନୁକୂଲ୍ୟରେ ଜଷ୍ଟ ରାଇଟ ଫର ଚିଲଡ୍ରେନ, ନୂଆ ଦିଲ୍ଲୀ ସହାୟତା ରେ ଚାଲିଥିବା ବାଲ୍ୟ ବିବାହ ପ୍ରକଳ୍ପ ଦ୍ୱାରା ବାଲ୍ୟ ବିବାହ ନିବାରଣ ପାଇଁ ସଚେତନତା ଓ ସତର୍କତା ବୃଦ୍ଧି ସଭା ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ କଳ୍ପନା ପଟେଲ ଏବଂ ଶ୍ରୀମତୀ ସରୋଜିନୀ ପଟେଲ, ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବରେ ଓ ଅଙ୍ଗନବାଡି କର୍ମୀମାନେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ହରିଶ୍ଚନ୍ଦ୍ର ବାଘ, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସଦସ୍ୟ ଡାକ୍ତର ରାଜାରାମ ଷଢଙ୍ଗୀ ଅତିଥି ଏବଂ ରିଶୋର୍ସପେରସନ ଭାବରେ ଯୋଗ ଦେଇଥିଲେ | ସିଡ଼ି ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ | ଏହି ସଭାର ଉଦେଶ୍ୟ ଅକ୍ଷୟ ତୃତୀୟା ସମୟରେ ସମ୍ଭାବ୍ୟ ବାଲ୍ୟ ବିବାହ କୁ କିପରି ରୋକାଯିବ, ଏଥିପାଇଁ ତୃଣମୂଳ ସ୍ତରରେ ସତେତନତା ର ଜ୍ଞାନ ବୃଦ୍ଧି ଓ ସତର୍କତା ବ୍ୟବସ୍ତା କୁ ସାମୁହିକ ଭାବରେ ଶୁଦ୍ଧୃଢ଼ କରିବା ଉକ୍ତ ଶିବିର ର ମୂଳ ଉଦ୍ୟେଶ, ଡକ୍ଟର ରାଜାରାମ ଷଢଙ୍ଗୀ ତାଙ୍କ ଉଦବୋଧନରେ ବାଲ୍ୟ ବିବାହ ର କାରଣ, ବାଲ୍ୟ ବିବାହ ପ୍ରତିରୋଧ ଆଇନ, ରିପୋଟିଙ୍ଗ ବ୍ୟବସ୍ଥା, ସତର୍କତା ବୃଦ୍ଧି ବିଷୟରେ ସରଳ ଭାଷାରେ ବୁଝାଇଥିଲେ |ଆଇ ସି ଡି ଏସ ସୁପରଭାଇଜର ମାନେ ଗ୍ରାମ ସ୍ତରରେ ବାଲ୍ୟ ବିବାହ ରୋକିବା ପାଈଁ ଦୃଢ ସଂକଳ୍ପ ପ୍ରକାଶ କରିଥିଲେ, ଏହି ସଭା କୁ ସଫଳ କରିବାରେ ସିଡ଼ି ଅନୁଷ୍ଠାନ ର ସହଯୋଗୀ କର୍ମୀ ଶ୍ରୀଯୁକ୍ତ ସଞ୍ଜୟ ଧୂରୁଆ ଓ କମଳ ଭୋଇ ପୂର୍ଣ୍ଣ ସହଯୋଗ କରିଥିଲେ |1
- ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।4
- ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଦିନକୁ ଦିନ ତାତି ବୃଦ୍ଧି ପାଉଛି। ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ପିଇବା ପାଣି ସମସ୍ୟା ଉଦବେଗ ଜନକ ସ୍ଥିତି ରେ ପହଂଚିଛି। ଗ୍ରାମାଞ୍ଚଳ ଲୋକେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ପାନୀୟ ଜଳ ସଂଗ୍ରହ ପର୍ଯ୍ୟନ୍ତ କେବଳ ନଳକୂଅ ଉପରେ ନିର୍ଭର କରି ଚଲୁଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ଉତ୍କଟ ପାନୀୟ ଜଳାଭାବ ରୋକିବାକୁ ଜଳଛତ୍ର ମାନ ଖୋଲି ଉଦ୍ୟମ କରୁଥିଲେ ହେଁ ଏହାର ସ୍ଥାୟୀ ମୁକାବିଲା ହୋଇପାରୁନାହିଁ।1
- ୩୨ତମ ବାର୍ଷିକ ଉତ୍ସବ ୨୦୨୭ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼1
- କଂଗ୍ରେସ ମହିଳା ସଶକ୍ତିକରଣ ବିରୋଧୀ @narendramodi @BJP4Odisha @BJP4India @CMO_Odisha @PMOIndia #NarendraModi #Congress #WomenReservationBill2026କଂଗ୍ରେସ ମହିଳା ସଶକ୍ତିକରଣ ବିରୋଧୀ @narendramodi @BJP4Odisha @BJP4India @CMO_Odisha @PMOIndia #NarendraModi #Congress #WomenReservationBill20261
- ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।1
- ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ l ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ। ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।2
- ମାଙ୍କଡ 🐒 ପିଲା ର ଜିବନ ବଞ୍ଜେଇ ଦେଲା1