logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍‌ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ l ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ। ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍‌ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।

17 hrs ago
user_Ranjan Kumar Dash
Ranjan Kumar Dash
ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
17 hrs ago

ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍‌ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ l ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ। ବିଡ଼ିଓଙ୍କୁ

ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍‌ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।

More news from ଓଡ଼ିଶା and nearby areas
  • ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍‌ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ l ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ। ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍‌ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।
    2
    ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ l  ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍‌ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ l  ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ। ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ଜିଲ୍ଲାପାଳ ତଳଗାଁ  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍‌ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    17 hrs ago
  • ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଥାନା ରେ FIR ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଶ୍ରୀ ପ୍ରକାଶ ପଧାନ Social Talk ନାମ ରେ ପେଜ ଖୁଲି ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଉଲୁଣ୍ଡା ଥାନା ରେ FIR ଦେଲେ ଶ୍ରୀ ମୁକୃ କୁମାର ବାଘ ସୂଚନା ମୁତାବକ ଗତ ୧୪/୦୪ ୨୬ ରିଖ ଦିନ ୧.୩୦ ମି ପାଖାପାଖି ବିରମହାରାଜପୁର ମୁଖ୍ୟ ଛକରେ ହୋଇଥିବା ଦୂର୍ଭାଗ୍ୟ ଜନକ ଘଟଣା ରେ ବିଧାୟକ ତଥା ଆମ୍ଭେ ସମସ୍ତେ ମର୍ମାହତ । ଉକ୍ତ ଘଟଣା ସମୟରେ ବିଧାୟକ ଇଂ ରଘୁନାଥ ଜଗଦଲା ଘଟଣା ସ୍ଥଲରେ ଉପସ୍ଥିତ ନ ଥିବା ଓ ଘଟଣା ସ୍ଥଳରୁ ୨୫ କିମି ଦୂରରେ ଉଲୁଣ୍ଡା ସ୍ଥିତ ଏକ କାର୍ଯ୍ୟକ୍ରମ ରେ ଥିବା ସପ୍ତେ ଵିଧାୟକ ଙ୍କୁ ଦୋଷ କରି ଵିଧାୟକ ଙ୍କ ଉପସ୍ଥିତି ରେ ଏମିତି କାଣ୍ଡ ହୋଇଅଛି କହି ଵିଧାୟକ ଙ୍କୁ ଵଦନାମ କରିଵା,ସମ୍ମାନ ହାନି କରିବା ସାଧାରଣ ଜନତା ମନରେ ବିଜେପି ଓ ଵିଧାୟକ ଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଉକ୍ତ ଶ୍ରୀ ପ୍ରକାଶ ପଧାନ ଅପପ୍ରଚାର ଚଲାଇଅଛି । ଉକ୍ତ ଘଟଣା ସମୟରେ କିଛି ରାଜନୈତିକ ଦଲର ନେତୃଵୁନ୍ଦ ଓ ଅସାମାଜିକ ବ୍ୟକ୍ତି ଙ୍କୁ ଘଣ୍ଟ ଘୋଡାଇ ଉଦ୍ଧେଶ୍ୟ ମୂଲକ ଵାଵେ ବିଧାୟକ ଓ ଵିଜେପି ପାଟି କୁ ଵଦନାମ କରୁଛନ୍ଥି । ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଶ୍ରୀ ପ୍ରକାଶ ପଧାନ (Social Talk ) ଓ ତାଙ୍କୁ ମିଥ୍ଯା ତଥ୍ଯ ପ୍ରଦାନ କରିଥିବା ବ୍ଯକ୍ତି ବିଷେସ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଦ୍ଧ କାର୍ଯ୍ୟାନୁଷ୍ଟାନ ଗ୍ରହନ କରାଯାଉ ଅନ୍ୟାଥା ଆଗକୁ ଜାତିଆନ ଗଣ୍ଡୋଗଲ ବିଦ୍ବେଷ ,ଘୃଣାଭାବ ଗଡିଵା ଏବଂ ଏହା ଉଗ୍ରରୁପ ନେବବୋଲି ଆଶଙ୍କା କରାଯାଏ ।
    1
    ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଥାନା ରେ FIR
ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କୁ ଶ୍ରୀ ପ୍ରକାଶ ପଧାନ  Social Talk ନାମ ରେ ପେଜ ଖୁଲି   ସୋସିଆଲ ମିଡିଆ ଫେସବୁକ ରେ ମିଥ୍ୟା ଆରୋପ ଲଗାଇ ସମ୍ମାନ ହାନି ଓ ବଦନାମ କରିଥିବାରୁ ଉଲୁଣ୍ଡା  ଥାନା ରେ FIR ଦେଲେ ଶ୍ରୀ ମୁକୃ କୁମାର ବାଘ ସୂଚନା ମୁତାବକ ଗତ ୧୪/୦୪ ୨୬ ରିଖ ଦିନ ୧.୩୦ ମି ପାଖାପାଖି ବିରମହାରାଜପୁର ମୁଖ୍ୟ ଛକରେ ହୋଇଥିବା ଦୂର୍ଭାଗ୍ୟ ଜନକ ଘଟଣା ରେ ବିଧାୟକ ତଥା ଆମ୍ଭେ ସମସ୍ତେ ମର୍ମାହତ  । ଉକ୍ତ ଘଟଣା ସମୟରେ ବିଧାୟକ ଇଂ ରଘୁନାଥ ଜଗଦଲା ଘଟଣା ସ୍ଥଲରେ ଉପସ୍ଥିତ ନ ଥିବା ଓ ଘଟଣା ସ୍ଥଳରୁ ୨୫ କିମି ଦୂରରେ ଉଲୁଣ୍ଡା ସ୍ଥିତ ଏକ କାର୍ଯ୍ୟକ୍ରମ ରେ ଥିବା ସପ୍ତେ ଵିଧାୟକ ଙ୍କୁ ଦୋଷ କରି ଵିଧାୟକ ଙ୍କ ଉପସ୍ଥିତି ରେ  ଏମିତି କାଣ୍ଡ ହୋଇଅଛି  କହି ଵିଧାୟକ ଙ୍କୁ  ଵଦନାମ କରିଵା,ସମ୍ମାନ ହାନି କରିବା ସାଧାରଣ ଜନତା ମନରେ ବିଜେପି ଓ ଵିଧାୟକ ଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଉକ୍ତ ଶ୍ରୀ ପ୍ରକାଶ ପଧାନ ଅପପ୍ରଚାର ଚଲାଇଅଛି ।  ଉକ୍ତ ଘଟଣା ସମୟରେ କିଛି ରାଜନୈତିକ ଦଲର ନେତୃଵୁନ୍ଦ ଓ ଅସାମାଜିକ ବ୍ୟକ୍ତି ଙ୍କୁ ଘଣ୍ଟ ଘୋଡାଇ ଉଦ୍ଧେଶ୍ୟ ମୂଲକ ଵାଵେ ବିଧାୟକ ଓ ଵିଜେପି ପାଟି କୁ ଵଦନାମ କରୁଛନ୍ଥି । ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଶ୍ରୀ ପ୍ରକାଶ ପଧାନ (Social Talk ) ଓ ତାଙ୍କୁ ମିଥ୍ଯା ତଥ୍ଯ ପ୍ରଦାନ କରିଥିବା  ବ୍ଯକ୍ତି ବିଷେସ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଦ୍ଧ କାର୍ଯ୍ୟାନୁଷ୍ଟାନ ଗ୍ରହନ କରାଯାଉ ଅନ୍ୟାଥା ଆଗକୁ ଜାତିଆନ ଗଣ୍ଡୋଗଲ ବିଦ୍ବେଷ ,ଘୃଣାଭାବ ଗଡିଵା ଏବଂ ଏହା ଉଗ୍ରରୁପ ନେବବୋଲି ଆଶଙ୍କା କରାଯାଏ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    38 min ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ 
ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର: ଅଭିଯୁକ୍ତ ଫେରାର। ବୀରମହାରାଜପୁର ଗୁଳିକାଣ୍ଡ ଘଟଣା। ମୃତକଙ୍କ ବାପାଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ମାମଲା ରୁଜୁ।
    1
    ସୁବର୍ଣ୍ଣପୁର: ଅଭିଯୁକ୍ତ ଫେରାର। ବୀରମହାରାଜପୁର ଗୁଳିକାଣ୍ଡ ଘଟଣା।
ମୃତକଙ୍କ ବାପାଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ ମାମଲା ରୁଜୁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.