logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ଉପ ଜିଲ୍ଲାପାଳ ଛକରେ ଗୁଳିକାଣ୍ଡ ଘଟଣାରେ ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ

3 hrs ago
user_SONEPUR NEWS
SONEPUR NEWS
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
3 hrs ago

ବୀରମହାରାଜପୁର ଉପ ଜିଲ୍ଲାପାଳ ଛକରେ ଗୁଳିକାଣ୍ଡ ଘଟଣାରେ ସାଇଣ୍ଟିଫିକ ଟିମ ର ତଦନ୍ତ ଆରମ୍ଭ

More news from ଓଡ଼ିଶା and nearby areas
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    3
    ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି।
ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    13 hrs ago
  • ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି।
    1
    ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି   ଏପ୍ରିଲ ୧୮ ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • Post by Purandar sahu
    1
    Post by Purandar sahu
    user_Purandar sahu
    Purandar sahu
    Salesperson ବରଗଡ଼, ବରଗଡ଼, ଓଡ଼ିଶା•
    10 hrs ago
  • ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍‌ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା। କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!
    1
    ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍‌ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା।
କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ।
ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।
ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    14 hrs ago
  • ସୁବର୍ଣ୍ଣପୁର: ବୀରମହାରାଜପୁର ରେ ଗୁଳି ଫୁଟିଲା ବିକ୍ରମ ମହାରଣା(ବିକି) ନାମକ ଜଣେ ବ୍ୟକ୍ତି ମୃତ। କାରଣ ଅସ୍ପଷ୍ଟ। ସୋନପୁର ପୁଲିସ ତଦନ୍ତ ଜାରି ରଖିଛି।
    1
    ସୁବର୍ଣ୍ଣପୁର: ବୀରମହାରାଜପୁର ରେ ଗୁଳି ଫୁଟିଲା
ବିକ୍ରମ ମହାରଣା(ବିକି) ନାମକ ଜଣେ ବ୍ୟକ୍ତି ମୃତ। କାରଣ ଅସ୍ପଷ୍ଟ। ସୋନପୁର ପୁଲିସ ତଦନ୍ତ ଜାରି ରଖିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • #BamraNews हॉस्पिटल में कलर करने के नाम पर लाखों का घोटाला प्रशासन खामोश #GovindpurCHC Hospital #cdmosambalpur #dmsambalpur #odishanews #p24newsexpress #bamra #govindpurhospital #mukeshmahaling #dharmendrapradhan #pmmodi #mohanmajhi #cmoodisha #healthministerodisha #rabinarayannaik #panchayatirajministerodisha #nabinpatnaik #bjdodisha #bjpodisha #rahulgandhi #congress
    1
    #BamraNews हॉस्पिटल में कलर करने के नाम पर लाखों का घोटाला प्रशासन खामोश #GovindpurCHC Hospital #cdmosambalpur #dmsambalpur 
#odishanews #p24newsexpress #bamra #govindpurhospital #mukeshmahaling #dharmendrapradhan #pmmodi #mohanmajhi #cmoodisha #healthministerodisha #rabinarayannaik #panchayatirajministerodisha #nabinpatnaik #bjdodisha #bjpodisha #rahulgandhi #congress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି
    4
    ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ  ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ  ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l  କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି
    user_Biswanath Patel
    Biswanath Patel
    Local News Reporter ରେଙ୍ଗାଲି, ସମ୍ବଲପୁର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.